ପୂର୍ବରୁ ଏହି ମାମଲାରେ ଇଡି ଉଭୟ ରାହୁଲ ଓ ସୋନିଆଙ୍କୁ ପଚରାଉଚରା କରି ସାରିଛନ୍ତି।
ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି, ବୃନ୍ଦାବନର ଜୟକାନ୍ତ ମିଶ୍ର ଏବଂ ଅଯୋଧ୍ୟାର ଦୁଇ ମହନ୍ତ ମେଥିଲେଶ ନନ୍ଦିନୀ ଶରଣ ଏବଂ ସତ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ବିଚାରକ ମଣ୍ଡଳୀ ରାମମନ୍ଦିରର ପୂଜାରୀ ପାଇଁ ଆବେଦନ କରିଥିବା ୨୦୦ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ନେଉଛନ୍ତି ।
ଏଣ୍ଡୋସ୍କୋପି କ୍ୟାମେରାରୁ ଶ୍ରମିକଙ୍କ ତାଜା ଚିତ୍ରକୁ ନେଇ ଉତ୍ସାହ । ସୁରକ୍ଷିତ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ ଜାରି ।
ଜୁନୋଟିକ ଡିଜିଜ୍ କୁହାଯାଉଥିବା ଏଭଳି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆରମ୍ଭ ହୋଇଛି କସରତ । ଖାଲି ସେତିକି ନୁହେଁ, ଜଳବାୟୁ ପରିବର୍ତ୍ତନ କାରଣରୁ ରୋଗ ପାଟର୍ଣ୍ଣ ବି ବଦଳୁଛି ।
ପ୍ରାକୃତିକ ବିପର୍ଯ୍ୟୟ ହେଲେ ପ୍ରତ୍ୟେକ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା।
କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରେ ଯୋଗଦେବାକୁ ଝାଳ ବୁହାଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଚୟନ ଆୟୋଗ (SSC) ୭୫ ହଜାରରୁ ଅଧିକ କନଷ୍ଟେବଳ ଜିଡି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଚୟନ ହେଲେ ମାସିକ ଦରମା ପାଖାପାଖି ୭୦ ହଜାର।
ପୂର୍ବରୁ ହାଉଥି ବିଦ୍ରୋହୀମାନେ ଧମକ ଦେଇଥିଲେ ଯେ, ଲୋହିତ ସାଗରରେ ଚଳାଚଳ କରୁଥିବା ଇସ୍ରାଏଲର ଜାହାଜକୁ ଟାର୍ଗେଟ କରାଯିବ ।
ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୩ ର ବିଜେତାଙ୍କ ତାଲିକା ପ୍ରକାଶ ପାଇଛି ଏବଂ ଏହି ତାଲିକାରେ କମେଡିର ବାଦଶାହା ବୀର ଦାସ ପୁରସ୍କାର ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ନେଟ୍ଫ୍ଲିକ୍ସରେ ତାଙ୍କର ସ୍ୱତନ୍ତ୍ର ଶୋ 'ବୀର୍ ଦାସ ଲ୍ୟାଣ୍ଡିଙ୍ଗ୍' ମାଧ୍ୟମରେ ବୀର ଦାସ ସାରା ବିଶ୍ୱରେ ନିଜର କମେଡି ପାଇଁ ପ୍ରସିଦ୍ଧ ହୋଇଛନ୍ତି।
ଦୀର୍ଘ ୯ ଦିନ ପରେ ଗତ ରାତିରେ ପ୍ରଥମ ଥର ପାଇଁ ରନ୍ଧା ଖାଦ୍ୟ ଖାଇଛନ୍ତି ଫସିଥିବା ୪୧ ଜଣ ଶ୍ରମିକ। ସେମାନଙ୍କୁ ଖେଚୁଡ଼ି, ଡାଲି, ଦଲିଆ ଓ ସେଓ ସହିତ ଏକ ୱାକିଟକି ଏବଂ ଚାର୍ଜର ଦିଆଯାଇଛି ।
ବର୍ତ୍ତମାନ ‘ସିଙ୍ଘମ୍ ଏଗେନ୍’ରୁ ଅଜୟ ଦେବଗନ୍ଙ୍କ ଲୁକ୍ ରିଲିଜ୍ ହୋଇଛି। ଏହାକୁ ଦେଖି ଅଭିନେତାଙ୍କ ପ୍ରଶଂସକ ଏବଂ ‘ସିଙ୍ଘମ୍’ ଫ୍ରାଞ୍ଚାଇଜ୍କୁ ପସନ୍ଦ କରୁଥିବା ଦର୍ଶକଙ୍କ ଉତ୍ସାହ ବୃଦ୍ଧି ପାଇବ।
ଗୋଟିଏ ମ୍ୟାଚ; ଗତ ଚାରି ବର୍ଷର ପରିଶ୍ରମ, ସଂଘର୍ଷ, ଟ୍ରଫି ଜିତିବାର ସ୍ୱପ୍ନକୁ ଚୁରମାର କରି ଦେଇଥିଲା । ପୁରା ଭାରତ ସେଦିନ ବୁକୁ ଫଟା ଯନ୍ତ୍ରଣାରେ ଛଟପଟ ହୋଇଥିଲା ।
ଆଜି ‘ବିଶ୍ୱ ଟେଲିଭିଜନ ଦିବସ’। ଟିଭି ଯୋଗୁଁ ଆଜି ସୂଚନାର ଆଦାନପ୍ରଦାନ ସରଳ ଏବଂ ସହଜ ହୋଇଯାଇଛି। କଳା-ଧଳାରୁ ଆଜି ଆମେ ଟିଭିର ସ୍ମାର୍ଟ ଦୁନିଆରେ ପହଞ୍ଚିଛେ। ଏହି ଅବସରରେ ଆସନ୍ତୁ ଟିଭି ଦୁନିଆର ୫ ଲୋକପ୍ରିୟ ସିରିଜ୍ ବିଷୟରେ ଜାଣିନେବା।
୬ ଇଞ୍ଚ ପାଇପ ଯୋଗେ ପଠାଗଲା ଖେଚୁଡ଼ି ଓ ପାଣି....ୱାକିଟକି ସାହାଯ୍ୟରେ ଶ୍ରମିକଙ୍କ ସହ କରାଯାଉଛି ଯୋଗାଯୋଗ...୧୦ ଦିନ ହେଲାଣି ଟନେଲରେ ଫସିଛନ୍ତି ୪୧ ଶ୍ରମିକ..
ଅଁଳା ହେଉଛି ଏମିତି ଏକ ଫଳ ଯେଉଁଥିରେ ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଖାଇବା ଉଚିତ ନୁହେଁ। ସେମାନେ କିଏ ଜାଣନ୍ତୁ …
ଏହା ୨.୭ ମିଲିୟନ୍ ଡଲାର୍ ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୨୨ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ବିଶେଷଜ୍ଞଙ୍କ ଦ୍ୱାରା ଏହି ନିର୍ଦ୍ଦିଷ୍ଟ ୱିସ୍କି ସର୍ବଭାରତୀୟ ସ୍ତରରେ 'ବହୁ ଖୋଜା ଯାଇଥିବା ଜଣାପଡ଼ିଛି ।
ସତ କହିଲେ ପୁରା ନକଲି, କିନ୍ତୁ ଦେଖିବାକୁ ପୁରା ଅସଲି । ଡିପ ଫେକକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ।
ବିଶ୍ୱକପ୍ରେ ପରାଜୟ ପରେ ଦୁଃଖରେ ଭାଙ୍ଗି ପଡ଼ିଲା ଟିମ୍ ଇଣ୍ଡିଆ । କ୍ୟାପଟେନ୍ ରୋହିତ ଶର୍ମାଙ୍କଠୁ ଆରମ୍ଭ କରି କୋହଲି, କେଏଲ୍ ରାହୁଲ, ଜାଡେଜା, ସାମି...ସମସ୍ତେ ଯେମିତି ଏହି କଷ୍ଟକୁ ସହି ପାରି ନାହାନ୍ତି ।
୨୦୨୩ ବିଶ୍ୱକପ୍ରେ ପରାଜୟ ପରେ ଭାରତର ସବୁ ମହଲରେ ଏବେ ଶୋକର ବାତାବରଣ ଖେଳିଯାଇଛି। ଏହାରି ଭିତରେ ଅନେକ କ୍ରିକେଟ୍ ପ୍ରେମୀ ଏବଂ ସେଲିବ୍ରେଟି ଭାରତୀୟ ଟିମ୍କୁ ନେଇ ନିଜର ମତାମତ ଦେଉଛନ୍ତି। ସେଲିବ୍ରେଟିମାନେ ଭାରତୀୟ ଖେଳାଳୀଙ୍କ ମନୋବଳକୁ ଦୃଢ କରିବା ନେଇ ଉତ୍ସାହିତ କରୁଥିବା ଦେଖାଯାଏ।
ଗତକାଲି ବିଶ୍ୱକପ୍ ଜିତିବା ପରେ ଅଷ୍ଟ୍ରେଲିଆ ଖେଳାଳି ମିଚେଲ୍ ମାର୍ସ ଟ୍ରଫିକୁ ଗୋଡ଼ ତଳେ ରଖିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ଭାରତ ହୁଏତ ବିଶ୍ୱକପ୍ ୨୦୨୩୩ର ଫାଇନାଲକୁ ଅଷ୍ଟ୍ରେଲିଆ ଠାରୁ ହାରିଥାଇପାରେ। କିନ୍ତୁ ଭାରତୀୟ ଟିମ୍ ପ୍ରଶଂସକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ପରାଜୟ ସତ୍ତ୍ୱେ ପ୍ରଶଂସକମାନେ ଭାରତୀୟ କ୍ରିକେଟ୍ ଟିମ୍କୁ ସମର୍ଥନ କରୁଥିବା ଦେଖାଯାଏ।
ନଭେମ୍ବର-ଡିସେମ୍ବର ମାସରେ, ଅନେକଙ୍କ ଘରେ ଶଙ୍ଖ-ଢୋଲ-ତୂରୀ ବାଜେ। ବାପାମାଆମାନେ ନିଜ ପୁଅ କିମ୍ବା ଝିଅମାନଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ଖୋଜିବାରେ କୌଣସି ରାସ୍ତା ଛାଡନ୍ତି ନାହିଁ। ଆସନ୍ତୁ ଜାଣିବା ଜଣେ ଉପଯୁକ୍ତ ଜୀବନସାଥୀର କେଉଁସବୁ ଗୁଣ ରହିବା ଉଚିତ।
ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ....ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ...କେମିତି ଲାଗିଲା ନିଆଁ କାରଣ ଅସ୍ପଷ୍ଟ...
ସରୁନି ଯୁଦ୍ଧ, ଥମୁନି ଯନ୍ତ୍ରଣା .. ୪୦ ଦିନ ବିତିଲାଣି । ହମାସକୁ ନିର୍ମୂଳ କରିବା ପାଇଁ ଇସ୍ରାଏଲର ଶପଥ । ବଳି ପଡ଼ୁଛନ୍ତି ସାଧାରଣ ଜନତା, ସର୍ବନାଶ ହେଉଛି ଦେଶର ସମ୍ପତ୍ତି ।
ଆଜିକାଲି ଲୋକମାନଙ୍କଠାରେ ଦେଖାଯାଉଥିବା ରୋଗ ମଧ୍ୟରୁ ୟୁରିକ୍ ଏସିଡ୍ ମଧ୍ୟ ଅନ୍ୟତମ। ଏହି ରୋଗ ବଢିଲା ବେଳେ ଗଣ୍ଠିରେ ଯନ୍ତ୍ରଣା, କଠିନତା, ଫୁଲା, ଲାଲ ପଡିବା ଭଳି ଅନେକ ଲକ୍ଷଣ ଦେଖାଯାଏ। ଏପରି ପରିସ୍ଥିତିରେ, ସେହି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ ଯାହା ଶରୀରରେ ୟୁରିକ୍ ଏସିଡ୍ର ସ୍ତରକୁ ବଢାଇଥାଏ। ଆସନ୍ତୁ ଜାଣିବା…
ଯଦିଓ ସନ୍ତାନ ଜନ୍ମ କ୍ଷେତ୍ରରେ ଡାକ୍ତରଖାନା ଯିବା ଏକ ଶୁଭ ମୁହୂର୍ତ୍ତ ତେବେ ପ୍ରସବ ସମୟରେ ହେଉଥିବା ଖର୍ଚ୍ଚ ହେତୁ ଅନେକ ପରିବାର ଏହି ଖୁସି ଖବରକୁ ନେଇ ଚିନ୍ତାରେ ପଡନ୍ତି। କିନ୍ତୁ 'ଡାକ୍ତର ଦାଦି' ଏମାନକ ପାଇଁ କୌଣସି ଦେବୀ ଠାରୁ କମ ନୁହେଁ। ସେ କରିଛନ୍ତି ମାଗଣା ସେବା। ଜାଣନ୍ତୁ 'ଡାକ୍ତର ଦାଦି'ଙ୍କ ମହାନତା।