ଗ୍ୟାସ୍ ବେଲୁନ ପାଖରେ ବାଣ ଫୁଟାଯିବା ବେଳେ ଏହି ବେଲୁନ୍ ମଧ୍ୟ ଏକକାଳୀନ ଭାବେ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ସେଠାରେ ଉପସ୍ଥିତ ଥିବା ଅନେକ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି। ଆହତଙ୍କୁ ମେହସାନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ତେଲେଙ୍ଗାନାରେ ଜୋରସୋରରେ ଜାରି ରହିଛି ପ୍ରଚାର ଅଭିଯାନ।
ଗୋଟିଏ ପଟେ କ୍ୟାଟ୍ରିନା ତାଙ୍କ କାମରେ ବ୍ୟସ୍ତ ଥିବାବେଳେ ତାଙ୍କ ସ୍ୱାମୀ ତଥା ଅଭିନେତା ଭିକି କୌଶଲ ମଧ୍ୟ ତାଙ୍କର ଆଗାମୀ ଫିଲ୍ମ୍ 'ସାମ୍ ବାହାଦୂର'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଭିକି ଏବଂ କ୍ୟାଟ୍ରିନା ପରସ୍ପର ସହ ସମୟ ବିତାଇବାକୁ ସୁଯୋଗ ପାଇ ନାହାଁନ୍ତି। କ୍ୟାଟ୍ରିନା ନିଜେ ଏହା କହିଛନ୍ତି।
'ଟାଇଗର ୩' ଆରମ୍ଭରୁ ଯେମିତି ରୋଜଗାର କରୁଥିଲା ଧିରେ ଧିରେ ଏଥିରେ ପ୍ରଭାବ ଦେଖିବାକୁ ମିଳୁଛି। ଦିନକୁ ଦିନ ଏହାର ରୋଜଗାର କମୁଛି। ଏହା ପଛରେ ରହିଛି ଏକ ଦୃଢ କାରଣ। ଏହି କାରଣ କ’ଣ ନିଜେ ସଲମାନ ଖାନ୍ କହିଛନ୍ତି। ଆସନ୍ତୁ ଜାଣିବା।
ଆଜି କାଲି ଟେଲିଗ୍ରାମ ପାର୍ଟ ଟାଇମ୍ ଜବ୍ ଫ୍ରଡ୍ ସୀମା ଟପିଲାଣି। ଆଜି ଏ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିବା । ଏହି ଫ୍ରଡ ଆରମ୍ଭ ହୁଏ what's app ଚାଟ୍ରୁ।
ସୋସିଆଲ୍ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଆପଣ ନିଜ ହସକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ ନାହିଁ। ଭାଇରାଲ ହେଉଥିବା ଏହି ଭିଡିଓରେ ଶାଢି ପିନ୍ଧିଥିବା ଜଣେ ମହିଳା ଝରକା ଦେଇ ବସ୍ ଭିତରକୁ ଯାଉଥିବା ଦେଖିବାକୁ ମିଳେ।
କାଳର କୋଳରକୁ ଚାଲିଗଲା ଜୀବନ । ଭୋଜି ଖାଇ ଫେରୁଥିବା ବେଳେ ହେଲା ଭୟଙ୍କର ଦୁର୍ଘଟଣା, ଚାଲିଗଲା ୫ ଜୀବନ ।
୫ ଥରର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆକୁ ହରାଇ ତୃତୀୟ ଥର ଚାମ୍ପିୟନ ହେବାକୁ ପ୍ରାଣପଣେ ଚେଷ୍ଟା କରିବ ଭାରତ । ଚଳିତ ବିଶ୍ୱକପ୍ରେ ଅପରାଜେୟ ରହିଛି ଘରୋଇ ଟିମ୍ ।
ଆସନ୍ତାକାଲି ଖେଳାଯିବ ବିଶ୍ୱକପ ଫାଇନାଲ ମ୍ୟାଚ । ଅହମଦାବାଦରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।
ମା’ ପାଇଁ ଚିନ୍ତାରେ ଅନ୍ଧାରୀ ସୁଡ଼ଙ୍ଗରେ ଫସିଥିବା ଶ୍ରମିକ, ଭାଇ ସହ କଥା ହେବା ପରେ ଘରେ ଏକଥା ନଜଣାଇବା ପାଇଁ ଅନୁରୋଧ କରିଛନ୍ତି...କହିଛନ୍ତି, ଭାଇ ମୋ କଥା ମା’କୁ କହିବୁନି...ସେ ମୋତେ ଭାରି ଭଲପାଏ..ମୋ କଥା ଜାଣିଲେ କାନ୍ଦିବ... ଏପଟେ ଭାଇ ସହ କଥା ହେବା ପରେ ବଡ଼ ଭାଇ କାନ୍ଦି ପକାଇଛନ୍ତି...
ବର୍ତ୍ତମାନ ଗ୍ୟାସ୍ ଭର୍ତ୍ତି ବେଲୁନ୍ ପାର୍ଟୀ ଫଙ୍କସନ୍ରେ ବ୍ୟବହୃତ ହେବା ଆରମ୍ଭ ହୋଇଛି। ହିଲିୟମ୍ ଭର୍ତ୍ତି ବେଲୁନ୍ ଆକାଶରେ ଉଡୁଛି। କିନ୍ତୁ ବର୍ତ୍ତମାନ ଅନେକ ବିକ୍ରେତା ହିଲିୟମ୍ ପରିବର୍ତ୍ତେ ହାଇଡ୍ରୋଜେନ୍ ସହିତ ଏହି ବେଲୁନ୍ ଭରିବା ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ ବିପଜ୍ଜନକ ଗ୍ୟାସ୍।
ଗୁଜରାଟ ଅହମଦାବାଦରେ ହୋଟେଲ୍ ରୁମ୍ ଭଡ଼ା ଲକ୍ଷେ ଟଙ୍କାରେ ପହଞ୍ଚିଛି । ଗୋଟିଏ ଦିନ ପାଇଁ ରୁମ୍ ଭଡ଼ା ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି ।
ଆୟୁର୍ବେଦ ଅନୁଯାୟୀ ତୁଳସୀ ହେଉଛି ଏକ ମହୌଷଧି। ଏଥିରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି। ଏହା କାଶ, ଥଣ୍ଡା ଏବଂ ଶ୍ୱାସକ୍ରିୟା ସଂକ୍ରମଣରୁ ମୁକ୍ତି ଦେଇଥାଏ। ଏହା ମଧ୍ୟ ଅନେକ ରୋଗ ପାଇଁ ଏକ ଶକ୍ତି ବୃଦ୍ଧିକାରୀ ଏବଂ ହର୍ବାଲ ଉପଚାର। ତୁଳସୀ ସହିତ ମହୁ ଚାପ ସ୍ତରକୁ ହ୍ରାସ କରିବା ସହ ଆରାମ ଦେଇଥାଏ।
ସପ୍ତମ ଦିନରେ ପହଞ୍ଚିଛି ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି । ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ ।
ଅନ୍ଧାରୀ ସୁଡଙ୍ଗରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶାରୁ ଯାଇଥିବା ଶ୍ରମ ଅଧିକାରୀଙ୍କ ଆଶ୍ୱାସନା । ସମ୍ପର୍କ ସ୍ଥାପନର ଏକ ମାତ୍ର ମାଧ୍ୟମ । ଏକ ସରୁ ପାଇପ୍ ବାଟେ କଥା ହେବା ସହ ଧୈର୍ଯ୍ୟର ସହ ଅପକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରମ ଅଧିକାରୀ ।
SBI ନେଇଆସିଛି ଚାରିକି ସୁଯୋଗ। ନିକଟରେ SBI ଅନ୍ଲାଇନ୍ ଆବେଦନ ମୋଡ୍ ମାଧ୍ୟମରେ (JA) ଜୁନିଅର ଆସୋସିଏଟ୍ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୮୦୦୦ରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ। ଓଡ଼ିଶା ପାଇଁ ମଧ୍ୟ ଅଛି ଅନେକ ଖାଲି।
ଛତିଶଗଡରେ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ହୋଇଛି। ପୂର୍ବରୁ ୨୦ଟି ଆସନରେ ଭୋଟ ଗ୍ରହଣ ହୋଇଥିବାବେଳେ ଆଜି ବାକି ୭୦ଟି ଆସନରେ ମତଦାନ ହୋଇଛି ।
ଆପଣ ଜାଣନ୍ତି କି ଏମିତି ଏକ ମାଛ ରହିଛି । ଯାହା ପାଣିରୁ ମାସ ମାସ ଧରି ବାହାରେ ରହିବା ପରେ ତା’ର ମୃତ୍ୟୁ ହୁଏ ସିନା ହେଲେ ସେ ପୁଣି ଜୀବିତ ହୋଇଉଠେ ।
ସୈଫ୍ ଅଲ୍ଲୀ ଖାନ ତାଙ୍କ କ୍ୟାରିଅରର ପିକ୍ ସମୟରେ ଏମିତି ପାଞ୍ଚଟି ବଡ ଭୁଲ୍ କରିଥିଲେ ଯେ ଯେଉଁଥିପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଯଦି ଏହି ଭୁଲ୍ ସୈଫ କରି ନଥାନ୍ତେ ତେବେ ସେ ଆଜି ୩ ଖାନଙ୍କ ଉପରେ ଥାଆନ୍ତେ। ଆସନ୍ତୁ ଜାଣିବା ସୈଫ୍ ଅଲ୍ଲୀ ଖାନ୍ଙ୍କ ଏହି ୫ଟି ଭୁଲ କ’ଣ…
ଆଗରୁ ଯେଉଁ ଡ୍ରିଲିଂ ମେସିନ ଥିଲା, ତାହା କାମରେ ଆସି ନଥିଲା । ତେଣୁ ଦିଲ୍ଲୀରୁ ସ୍ୱତନ୍ତ୍ର ମେସିନକୁ ବିମାନରେ ଉତ୍ତରାଖଣ୍ଡକୁ ନିଆଯାଇଥିଲା ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବ୍ୟବହାର କରି ଡିପଫେକ୍ ଭିଡିଓ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ଲୋକମାନଙ୍କୁ ଗଣମାଧ୍ୟମ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଟନେଲରେ ଫସିଥିବା ଶ୍ରମିକଙ୍କୁ ପାଇପ୍ ମାଧ୍ୟମରେ କରାଯିବ ଉଦ୍ଧାର । ପାଇପ୍ ଯୋଗେ ସେମାନଙ୍କୁ ଉଦ୍ଧାର କରିବାକୁ ଯୋଜନା ରଖାଯାଇଛି ।
କୁଲଗାମରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ସୁରକ୍ଷାକର୍ମୀମାନେ ଖବର ପାଇଥିଲେ । ଖବର ପାଇବାପରେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚଅପରେସନ୍ କରିଥିଲେ ।
ବାଇଡେନ-ଜିନପିଙ୍ଗ ବୈଠକକୁ ନେଇ ପ୍ରଶ୍ନ...ଜିନପିଙ୍ଗକୁ ପୁଣି ଏକଛତ୍ରବାଦୀ ଶାସକ କହିଲେ ବାଇଡେନ୍
ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ । ଛତିଶଗଡ଼ର ୭୦ଟି ଆସନ ପାଇଁ ସକାଳୁ ମତଦାନ ଆରମ୍ଭ ହୋଇଛି । ମୋଟ ୯୫୮ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭ ଜଣ ଭୋଟର ।