ବଡ଼ ବଡ଼ ରେଷ୍ଟୁରାଣ୍ଟରେ ଭୋଜନ, ତା ସହ ତାରକା ହୋଟେଲ ଗୁଡ଼ିକୁ ସେ ନିଜର ଘର ଭାବେ ବାଛି ନେଇଥିଲା । ବିଳାସ ପୂର୍ଣ୍ଣ ଜୀବନ ବଞ୍ଚିବା ଯେମିତି ତାଙ୍କର ନିଶା ପାଲଟି ଯାଇଥିଲା । ମ୍ରିନଙ୍କ ନିଜକୁ ଆଇପିଏଲ କ୍ରିକେଟର କହୁଥିଲା ।
ଇଆଡ଼େ ଆସ ଇଆଡେ ଆସ...ବଢିବା ମାଲ୍...ଜିଅନ୍ତା ମାଛ...ଆରେ...ପୂରା ବରଫଦିଆ ଧରିଛୁ, ପୂରା ଦେଶୀ ବୋଲି କହୁଛୁ...ତୁ ପୂରା ମାରିଦେବୁରେ ନାରଣ...