ବିବାହ ଚାଲିଛି .. ମନ୍ତ୍ର ଫୁଙ୍କା ହେଉଛି । ଘଣ୍ଟ ଘଣ୍ଟା ବାଜୁଛି । କିନ୍ତୁ କନ୍ୟା ଜଣକ ଶୋଇ ପଡ଼ିଛନ୍ତି । ଏପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ହାତ ଧରିବ କହି ଅଧା ରାସ୍ତାରେ ଛାଡ଼ିଦେଲା ଭାବିସ୍ୱାମୀ । କାନ୍ଦୁଛି ମଙ୍ଗୁଳା କନ୍ୟା ।