ପାଦ ବାହାରକୁ ନବାହାର କଲେ ଘର ଚଳୁନି । ଏଥର ମାଟ୍ରିକ ପରୀକ୍ଷାରେ ୪୧୯ ନମ୍ୱର୍ ରଖି ବି -୨ ଗ୍ରେଡ୍ରେ ପାସ କରିଛନ୍ତି ରଶ୍ମିତା l ଅଧିକ ପାଠ ପଢ଼ିବାକୁ ଇଚ୍ଛାଥିଲେ ମଧ୍ୟ ଅର୍ଥ ନଥିବାରୁ ସବୁ କିଛି ଅଧାରେ ରହିଯାଇଛି ।
କଥାରେ ଅଛି ‘ଅଭାବରୁ ସ୍ୱଭାବ ନଷ୍ଟ। ସମସ୍ତେ ବିଶ୍ୱାସ କରନ୍ତି ଯେ ଗରିବ ଲୋକମାନେ ଚୋରି କରନ୍ତି, କିନ୍ତୁ ବାସ୍ତବରେ ଧନୀ ଲୋକମାନଙ୍କର ଲୋଭ ବେଶି। ଗୋଟିଏ ଧନୀ ଲୋକର ଦୁର୍ନୀତିର ଭାର ସମସ୍ତ ଚୋରଙ୍କର ଚୋରି ଧନ ଠାରୁ ଅଧିକ। ସେଥିପାଇଁ ଭଲମନ୍ଦ, ଧନୀଗରିବ ସହ ମଣିଷପଣିଆ କିମ୍ବା ସଚ୍ଚୋଟତାର କୌଣସି ସମ୍ପର୍କ ନଥାଏ ।
ଆଜିକା ସମୟରେ ବି ଏପରି ବି କିଛି ବଦାନ୍ୟ ବ୍ୟକ୍ତି ଅଛନ୍ତି, ଯାହାଙ୍କ ପାଇଁ ଦୁନିଆରେ ମଣିଷପଣିଆ ବଞ୍ଚିଛି । ଏପରି ଜଣେ ବ୍ୟକ୍ତି ହେଲେ ଉଦ୍ୟୋଗପତି ଶିବ ନାଦର । ତାଙ୍କୁ କଳିଯୁଗର ଦାନବୀର କୁହାଯାଇପାରିବ । ଦାନ ଦେବାରେ ଅଦାନୀ ଓ ଅମ୍ବାନୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମୋଟ ସମ୍ପତ୍ତି ମାମଲାରେ ଅମ୍ବାନୀ ଓ ଅଦାନୀଙ୍କ ପଛରେ ତୃତୀୟରେ ତାଙ୍କ ନାମ ଆସେ । କିନ୍ତୁ ଦାନ ଦେବା କ୍ଷେତ୍ରରେ ତାଙ୍କ ନାମ ପ୍ରଥମରେ ଆସେ ।
ଦଶନ୍ଧି ପରେ ବରୌନି ଫ୍ଲାଗ ଗାଁ କେବଳ ବିହାରରେ ନୁହେଁ ସମଗ୍ର ଦେଶରେ ଖେଳ ଗାଁ ଭାବରେ ଜଣାଶୁଣା । ଖେଳ ପ୍ରତି ଆଗ୍ରହ ତଥା ପରିଶ୍ରମ ବଳରେ ପରିବାର ଓ ସମାଜକୁ ନୂଆ ପରିଚୟ ଦେଇଥିବା ବେଳେ ଗାଁକୁ ଏକ ନୂତନ ବାଟ ଦେଖାଇଛନ୍ତି ଝିଅମାନେ । କ୍ରୀଡା କ୍ଷେତ୍ରରେ ଆଜି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏ ଗାଁର ଝିଅ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ମେଡାଲ ଜିତିଛନ୍ତି । କେବଳ ଏତିକି ନୁହେଁ ଖେଳ ଆଧାରରେ ଅନେକଙ୍କୁ ସରକାରୀ ଚାକିରି ମଧ୍ୟ ମିଳିଛି ।
ବଲିଉଡର ଏକ ଫିଲ୍ମ ‘ସାଦି ମେଁ ଜରୁର ଆନା’ ର କାହାଣୀ ସମସ୍ତେ ଜାଣିଥିବେ । ପ୍ରେମିକା ଧୋକା ଦେଇ ଚାଲିଯିବା ପରେ ମୁଖ୍ୟ ନାୟକ ରାଜକୁମାର ରାଓ ଭାଙ୍ଗି ପଡିଥିଲେ । ହତାଶା ଆଉ ଅପମାନ ତାଙ୍କୁ ଆଇଏଏସ ହେବା ପାଇଁ ମନୋବଳ ଦେଇଥିଲା ଏବଂ ସେ ଆଇଏଏସ ହୋଇଥିଲେ । ଏହା ଏକ ଫିଲ୍ମର କାହାଣୀ ଥିଲା । ହେଲେ ଏହି କାହାଣୀକୁ ବାସ୍ତବରେ ପରିଣତ କରିଛନ୍ତି ବିହାରର ଆଦିତ୍ୟ ପାଣ୍ଡେ । ବିଫଳ ପ୍ରେମ ତାଙ୍କୁ ଦେଇଥିଲା ସଫଳତା ହାସଲ କରିବା ପାଇଁ ଦୃଢ ମନୋବଳ । ସେ ୨୦୨୨ ୟୁପିଏସସିରେ ଅଲ ଇଣ୍ଡିଆ ରାଙ୍କ ୪୮ ହାସଲ କରିଥିଲେ ଯାହାର ରେଜଲ୍ଟ ୨୦୨୩ରେ ପ୍ରକାଶ ପାଇଥିଲା । ଏବେ ସେ ଝାରଖଣ୍ଡର ବୁଣ୍ଡୁରେ ନିଯୁକ୍ତି ପାଇଁ ସେବାରତ ଅଛନ୍ତି ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛନ୍ତି ଜଣେ ମହିଳା। ସେ ଡବଲ୍ MA ସହିତ PhD କରିଛନ୍ତି। ପୁଟ୍ପାଥ୍ରେ ବିକୁଛନ୍ତି ଚା’। ସେ ଅନେକ ଅସହାୟ ଲୋକଙ୍କୁ ମଧ୍ୟ ନିଜ ପାଖରେ ରଖିଛନ୍ତି। ଦେଖନ୍ତୁ ଏହି ଭିଡିଓ ସେ କ’ଣ କହୁଛନ୍ତି।
କଟକରେ ଚିକିତ୍ସା ଅବହେଳା ହେବାରୁ ସନ୍ତୋଷଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଯାହାକୁ ବଢେଇ କୁଢେଇ ଦୁନିଆ ଦେଖାଇଥିଲା, ଆଜି ସିଏ ଯେତେବେଳେ ଦୁନିଆ ଛାଡି ପଳାଇଲା ସେତେବେଳେ କୋଉ ମାଆର ବା ଧୈର୍ଯ୍ୟ ରହିବ ?
ଯାହାଙ୍କ ପାଇଁ ନିଜେ ଅଣ୍ଟା ସଳଖି ଚାଲିବା କାଠିକର ପାଠ, ସେମାନଙ୍କ ପିଠିରେ ଏବେ ଚିନ୍ତାର ପାହାଡ଼ । ଚିନ୍ତା ପେଟକୁ ନେଇ ଆଉ ତାଠୁ ବଳି ପୁଅକୁ ନେଇ ।
ପାଠ ପଢିବା ନେଇ ତାଙ୍କର ବହୁତ ଇଛା। ତାଙ୍କ ପାଖରେ ଅଭାବ ଅଛି ସତ ହେଲେ ମରିଯାଇଛି ଲକ୍ଷ। ନିଜ ପଢାକୁ ଜାରି ରଖିବା ନେଇ ଝିଅ ହେଇ ମଧ୍ୟ ସେ ରାସ୍ତାକଡରେ ବିକୁଛନ୍ତି ଗୁପ୍ଚୁପ୍।
ପ୍ରାୟ ୩ କିଲୋମିଟର ପାହାଡ଼ ଉପରୁ ତଳକୁ କାନ୍ଧରେ ବୋହି ବୋହି ଆଣିଛନ୍ତି ପୋଲିସ ବାବୁ । ଏଭଳି ଏକ ନିଆରା ଓ ହୃଦୟକୁ ଛୁଇଁଗଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଫୁଲଝର ନିକଟ ଗୀନିଆ ଜଙ୍ଗଲରେ ।
ଜନ୍ମର ୩ ମାସ ପରେ ମାଆ ମରିଯିବାରୁ ଆଶ୍ରମକୁ ଟେକି ଦେଇଥିଲେ ବାପା । ପୋଷ୍ୟ ସନ୍ତାନ ଭାବେ ମାମିନାଙ୍କୁ ନେଇଥିଲେ ବିଦେଶୀ ଦମ୍ପତ୍ତି ।
ପାଇଖାନାରେ ଆସବାବ ପତ୍ର ରଖୁଥିବା ବେଳେ ପାଇଖାନାକୁ ଲଗେଇ ଏକ ଝାଟିମାଟି ଚାଳ କୁଟୀର ତିଆରି କରି ପୂରା ପରିବାର ରହୁଛନ୍ତି ।
ବାପା ମାଆ କିମ୍ବା ଗୁରୁଜନ ପିଲାମାନଙ୍କୁ କୁହନ୍ତି ଯାହାର ପାଠ ପଢ଼ିବାର ଇଚ୍ଛା ଥିବ, ଷ୍ଟ୍ରିଟ୍ ଲାଇଟ୍ ତଳେ ବି ପାଠ ପଢ଼ିପାରିବ । ଆଉ ନିଶ୍ଚିତ ଭାବେ ଜୀବନରେ ଆଗକୁ ବଢ଼ିବ ।
ସୁଡ଼ଙ୍ଗ ଖୋଳି, ଚାଲିଛି ଉଦ୍ଧାର କାର୍ଯ୍ୟ । ରାହୁଲଠୁ ମାତ୍ର କିଛି ଫୁଟ୍ ଦୂରରେ ରେସ୍କ୍ୟୁ ଟିମ୍ । ଜଳସ୍ତର ହ୍ରାସ ପାଇଁ ଆଖପାଖ ଗାଁରେ ଖୋଲିଦିଆଯାଇଛି ବୋରୱେଲ ।