ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛନ୍ତି ଜଣେ ମହିଳା। ସେ ଡବଲ୍ MA ସହିତ PhD କରିଛନ୍ତି। ପୁଟ୍ପାଥ୍ରେ ବିକୁଛନ୍ତି ଚା’। ସେ ଅନେକ ଅସହାୟ ଲୋକଙ୍କୁ ମଧ୍ୟ ନିଜ ପାଖରେ ରଖିଛନ୍ତି। ଦେଖନ୍ତୁ ଏହି ଭିଡିଓ ସେ କ’ଣ କହୁଛନ୍ତି।
କଟକରେ ଚିକିତ୍ସା ଅବହେଳା ହେବାରୁ ସନ୍ତୋଷଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଯାହାକୁ ବଢେଇ କୁଢେଇ ଦୁନିଆ ଦେଖାଇଥିଲା, ଆଜି ସିଏ ଯେତେବେଳେ ଦୁନିଆ ଛାଡି ପଳାଇଲା ସେତେବେଳେ କୋଉ ମାଆର ବା ଧୈର୍ଯ୍ୟ ରହିବ ?
ଯାହାଙ୍କ ପାଇଁ ନିଜେ ଅଣ୍ଟା ସଳଖି ଚାଲିବା କାଠିକର ପାଠ, ସେମାନଙ୍କ ପିଠିରେ ଏବେ ଚିନ୍ତାର ପାହାଡ଼ । ଚିନ୍ତା ପେଟକୁ ନେଇ ଆଉ ତାଠୁ ବଳି ପୁଅକୁ ନେଇ ।
ପାଠ ପଢିବା ନେଇ ତାଙ୍କର ବହୁତ ଇଛା। ତାଙ୍କ ପାଖରେ ଅଭାବ ଅଛି ସତ ହେଲେ ମରିଯାଇଛି ଲକ୍ଷ। ନିଜ ପଢାକୁ ଜାରି ରଖିବା ନେଇ ଝିଅ ହେଇ ମଧ୍ୟ ସେ ରାସ୍ତାକଡରେ ବିକୁଛନ୍ତି ଗୁପ୍ଚୁପ୍।
ପ୍ରାୟ ୩ କିଲୋମିଟର ପାହାଡ଼ ଉପରୁ ତଳକୁ କାନ୍ଧରେ ବୋହି ବୋହି ଆଣିଛନ୍ତି ପୋଲିସ ବାବୁ । ଏଭଳି ଏକ ନିଆରା ଓ ହୃଦୟକୁ ଛୁଇଁଗଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଫୁଲଝର ନିକଟ ଗୀନିଆ ଜଙ୍ଗଲରେ ।
ଜନ୍ମର ୩ ମାସ ପରେ ମାଆ ମରିଯିବାରୁ ଆଶ୍ରମକୁ ଟେକି ଦେଇଥିଲେ ବାପା । ପୋଷ୍ୟ ସନ୍ତାନ ଭାବେ ମାମିନାଙ୍କୁ ନେଇଥିଲେ ବିଦେଶୀ ଦମ୍ପତ୍ତି ।
ପାଇଖାନାରେ ଆସବାବ ପତ୍ର ରଖୁଥିବା ବେଳେ ପାଇଖାନାକୁ ଲଗେଇ ଏକ ଝାଟିମାଟି ଚାଳ କୁଟୀର ତିଆରି କରି ପୂରା ପରିବାର ରହୁଛନ୍ତି ।
ବାପା ମାଆ କିମ୍ବା ଗୁରୁଜନ ପିଲାମାନଙ୍କୁ କୁହନ୍ତି ଯାହାର ପାଠ ପଢ଼ିବାର ଇଚ୍ଛା ଥିବ, ଷ୍ଟ୍ରିଟ୍ ଲାଇଟ୍ ତଳେ ବି ପାଠ ପଢ଼ିପାରିବ । ଆଉ ନିଶ୍ଚିତ ଭାବେ ଜୀବନରେ ଆଗକୁ ବଢ଼ିବ ।
ସୁଡ଼ଙ୍ଗ ଖୋଳି, ଚାଲିଛି ଉଦ୍ଧାର କାର୍ଯ୍ୟ । ରାହୁଲଠୁ ମାତ୍ର କିଛି ଫୁଟ୍ ଦୂରରେ ରେସ୍କ୍ୟୁ ଟିମ୍ । ଜଳସ୍ତର ହ୍ରାସ ପାଇଁ ଆଖପାଖ ଗାଁରେ ଖୋଲିଦିଆଯାଇଛି ବୋରୱେଲ ।