ଉଭୟ ରାଜ୍ୟର ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଏବଂ ଝାଡ଼ଖଣ୍ଡରେ ୨ଟି ଫେଜରେ ଭୋଟ୍ ଗ୍ରହଣ ହେବ।
ଉଭୟ ରାଜ୍ୟର ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଏବଂ ଝାଡ଼ଖଣ୍ଡରେ ୨ଟି ଫେଜରେ ଭୋଟ୍ ଗ୍ରହଣ ହେବ।
ଦୁଇ ରାଜ୍ୟରେ ବଦଳିଗଲା ଏକଜିଟ୍ ପୋଲ୍ ରିପୋର୍ଟ। ଯାହା ଦେଖାଇଥିଲା ଏକଜିଟ୍ ପୋଲ୍ ବିଲକୁଲ୍ ଏହାର ଓଲଟା ରେଜଲ୍ଟ ହୋଇଛି।
ଏଥର ଦେଶରେ ୭ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେଉଛି । ମୂଳରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇନି, ଏଣେ ସାରା ଦେଶରୁ ଜବତ ହେଲାଣି ୪ ହଜାର ୬୫୮ କୋଟି ମୂଲ୍ୟର ବିଭିନ୍ନ ଉପହାର ସାମଗ୍ରୀ । ଯାହାକି ୭୫ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ସର୍ବାଧିକ ।
ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରିଥିଲେ।
ଗତ ମଙ୍ଗଳବାର ଏହି ତଥ୍ୟ SBI ଦାଖଲ କରିବା ପରେ, ଏହାକୁ ୧୫ ତାରିଖ ସୁଦ୍ଧା ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହାକୁ ଯେମିତି ମିଳିଥିଲା ସେମିତି ପ୍ରକାଶ କରାଯାଇଛି ବୋଲି ଦର୍ଶାଇଛି ECI ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ ଆୟୋଗର ଏହି ସ୍ପେଶାଲ ଟିମ୍।
ଆସନ୍ତା ୧୪ ତାରିଖରେ ଉତ୍ତରାଖଣ୍ଡର ୭୦ ଆସନରେ ଏବଂ ଗୋଆର ୪୦ଟି ଆସନରେ ଭୋଟ୍ ଗ୍ରହଣ ହେବ।
କଟକଣା ଜାନୁଆରୀ ୨୨ ଅର୍ଥାତ୍ ପର୍ଯ୍ୟନ୍ତ ରହିଥିବା ବେଳେ କାଲିଠୁ ପୁଣି ଆଉ ସପ୍ତାହେ ବଢ଼ାଯାଇଛି । ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ସମେତ ବର୍ତ୍ତମାନ ସମୟରେ ଚାଲୁଥିବା ଅନ୍ୟ ସମସ୍ତ ପ୍ରକାର ନିର୍ବାଚନ ପ୍ରକ୍ରିୟା ପାଇଁ ଏହା ପ୍ରଜୁଯ୍ୟ ହେବ ବୋଲି କୁହାଯାଇଛି । ନିର୍ବାଚନ ପ୍ରଚାର ପାଇଁ ସମସ୍ତ ପ୍ରକାର ରାଲି ଓ ରୋଡ୍ ଶୋ ଉପରେ କଟକଣାକୁ ପୁଣି ସପ୍ତାହେ ବଢ଼ାଇଛନ୍ତି ଇସିଆଇ ।
୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ECI କହିଲେ- ୫ ରାଜ୍ୟର ୬୯୦ଟି ଆସନ ପାଇଁ ହେବ ନିର୍ବାଚନ, ୫ ରାଜ୍ୟର ୧୮ କୋଟି ୩୪ ଲକ୍ଷ ମତଦାତା ମତଦାନ କରିବେ, ସୁରକ୍ଷିତ ନିର୍ବାଚନ କରାଇବା ଆମର ମୁଖ୍ୟ ଲକ୍ଷ୍ୟ