• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: World S Happiest Country

ଏହି ଦେଶରେ ଦେବାକୁ ପଡ଼େନି ଆୟକର
Country of Millionaires: ଛୋଟ କିନ୍ତୁ ବିଶ୍ୱର ସବୁଠାରୁ ଧନୀ ଦେଶ: ଏଠି ପ୍ରତି ତିନିଜଣରେ ଜଣେ କୋଟିପତି

ଏତେ କମ ଜାଗାରେ କିପରି ଲୋକଙ୍କୁ ଥଇଥାନ କରିବେ ସେ ନେଇ ମୋନାକୋ ସରକାର ସମାଧାନର ବାଟ ବାହାର କରୁଛନ୍ତି । ମୋନାକୋ ସରକାର ପାହାଡ ଉପରେ ଘର କରିବା, ଗଗନଶ୍ଚୁମ୍ଭୀ ଅଟ୍ଟାଳିକା କରିବା, ମାଟି ତଳେ ଘର କରିବା ପରି ସବୁ ଉପାୟ ପୂର୍ବରୁ କରି ସାରିଛନ୍ତି । ଘର ପାଇଁ ଆଉ କେଉଁଠି କିଛି ଜାଗା ନାହିଁ ଯେଉଁଠି ଲୋକଙ୍କୁ ଥଇଥାନ କରାଯାଇ ପାରିବ । କେବଳ ଗୋଟିଏ ଜାଗା ରହିଛି ପାଣି । ପାଣି ଉପରେ ଘର କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର । ଏଥିପାଇଁ ୫ ବର୍ଷ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଏହା ଉପରେ କାମ ଆରମ୍ଭ ମଧ୍ୟ ହୋଇଛି ।

World's Happiest Countries
ବିଶ୍ୱର ସବୁଠୁ ସୁଖୀ ଦେଶ କିଏ ? ଜାଣନ୍ତୁ କେତେ ନମ୍ୱର ସ୍ଥାନରେ ରହିଛି ଭାରତ

ଶ୍ରେଷ୍ଠ ୧୦ଟି ଦେଶରେ କେବଳ ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆର ଜନସଂଖ୍ୟା ୧୫ମିଲିୟନରୁ ଅଧିକ। ଟପ୍ ୨୦ଟି ଦେଶ ମଧ୍ୟରୁ କାନାଡା ଏବଂ ବ୍ରିଟେନର ଜନସଂଖ୍ୟା ୩୦ନିୟୁତରୁ ଅଧିକ। ଆଫଗାନିସ୍ତାନ, ଲେବାନନ୍ ଏବଂ ଜୋର୍ଡାନରେ ୨୦୦୬ରୁ ୨୦୧୦ ମସିହା ପରଠାରୁ ଲୋକମାନେ ସୁଖୀ ନାହାନ୍ତି।