• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Voters List

A Family Has Nearly 350 Voters
ଦେଶର ସର୍ବବୃହତ୍ତ ଭୋଟର ପରିବାର; ଭୋଟ୍ ଦେବେ ୩୫୦ସଦସ୍ୟ

ରନ୍ ବାହାଦୂରଙ୍କର ପରିବାରରେ ମୋଟ ୧୨୦୦ରୁ ଅଧିକ ସଦସ୍ୟ ରହିଛନ୍ତି । ତାଙ୍କ ପୂର୍ବଜଙ୍କର ପ୍ରାୟ ୩୦୦ ପରିବାର ସୋନୀତପୁର ସଂସଦୀୟ ନିର୍ବାଚନମଣ୍ଡଳୀର ଫୁଲୋଗୁରୀ ନେପାଳୀ ପାମ ଅଞ୍ଚଳରେ ବାସ କରନ୍ତି।

maharashtras-voter-no-1
ପରିବର୍ତ୍ତନ ପାଇଁ ଭିନ୍ନ ପ୍ରୟାସ; ଭୋଟ୍ ଦେବାକୁ ୧୩୮କିଲୋମିଟର ଯାତ୍ରା

କେବଳ ଭୋଟ ଦେବା ପାଇଁ ସେ ସାଙ୍କେଡାରୁ ୧୩୮କିଲୋମିଟର ଯାତ୍ରା କରନ୍ତି। ସଡକ ପଥ ପରେ ୨ଘଣ୍ଟାର ଜଳପଥ ରାସ୍ତା ଅତିକ୍ରମ କରିବା ପରେ ସେ ଅଧଘଣ୍ଟା ପାଦରେ ଚାଲିଚାଲି ପାହାଡ ଉପରରେ ଥିବା ଘରେ ପହଞ୍ଚନ୍ତି।

Polling Booth
ଗୋଟିଏ ଭୋଟ ପାଇଁ ଜଙ୍ଗଲ-ପାହାଡ଼-ନଦୀ ଡିଅନ୍ତି ପୋଲିଂ ଅଫିସର୍

ଜଣେ ମାତ୍ର ଭୋଟରଙ୍କ ପାଇଁ ପୂରା ବୁଥର ପ୍ରତିଷ୍ଠା କରାଯାଇଛି । ବିଗତ ନିର୍ବାଚନମାନଙ୍କରେ ବନେଜରେ ଥିବା ଗିର୍ ଜଙ୍ଗଲ ମଧ୍ୟରେ ବୁଥ୍ ପ୍ରତିଷ୍ଠା କରାଯାଇଛି । ସେ ଜଙ୍ଗଲ ମଧ୍ୟରେ ଜଣେ ମାତ୍ର ଭୋଟର ରହୁଥିଲେ । ଜଙ୍ଗଲ ଭିତରେ ଥିବା ଶିବ ମନ୍ଦିରର ପୁରୋହିତ ଥିଲେ ମହନ୍ତ ହରିଦାସ ଜୀ ।

Political parties
ବିଜେଡିକୁ ଘାରିଛି କି ନୂଆ ଭୋଟର୍ ? ମୋଦି କ୍ରେଜ୍ ଆଗରେ ମଳିନ ପଡ଼ିଯାଉଛି କି ନୂଆ ଓ’ ?

ରାଜନୈତିକ ଦଳଙ୍କ ଟାର୍ଗେଟରେ ଯୁବ ଭୋଟର୍ । ଆସନ୍ତା ନିର୍ବାଚନରେ ପ୍ରାୟ ୮ ଲକ୍ଷ ଯୁବ ଭୋଟର୍ ପ୍ରଥମ ଥର ଲାଗି ଭୋଟ୍ ଦେବେ। ଏହି ନୂଆ ଭୋଟରମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ସବୁ ଦଳ ଚଳାଇଛନ୍ତି କସରତ ।

Voter ID updated
ଆପଣଙ୍କର ଭୋଟର ID ଅପଡେଟ୍ ହୋଇଛି କି ? ନିର୍ବାଚନ ପୂର୍ବରୁ ଜାଣନ୍ତୁ ଅନ୍‌ଲାଇନ୍‌ରେ କେମିତି କରିବେ ଚେକ୍‌...

Voter ID Updated: ଅପେକ୍ଷାର ଅନ୍ତ ହୋଇଛି । ଘୋଷଣା ହୋଇଛି ୨୦୨୪ ସାଧାରଣ ନିର୍ବାଚନ ତାରିଖ । ତେବେ ଆପଣଙ୍କର ଭୋଟର ID ଅପଡେଟ୍ ହୋଇଛି କି ? ଜାଣନ୍ତୁ କେମିତି କରିବେ ଚେକ୍‌...

ECI
ଆଜିଠୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

୨୦୨୩ ଜାନୁଆରୀ ୫ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ଓଡ଼ିଶାରେ ବୁଥ୍ ସଂଖ୍ୟା ଥିଲା ୩୭ ହଜାର ୬୦୬ । ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ବୁଥ୍ ସଂଖ୍ୟା ବଢ଼ି ୩୭ ହଜାର ୮୦୯ରେ ପହଞ୍ଚିଛି।

College Admission & Voter I Card Form
ସରକାରଙ୍କ ଫୋକସ୍‌ରେ ଯୁବପିଢି ! ଭୋଟ୍‌ ହାତେଇବାକୁ କଲେଜ୍‌ରେ ସ୍ପେଶାଲ ଡ୍ରାଇଭ୍‌ ଫନ୍ଦି?

ପ୍ରଥମ ଥର ଲାଗି ଅଭିନବ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ । ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି ।

BASTI_VOTER_CRUCIAL_WILL BE GAME CHANGER IN ELECTION
କାଲି ଶେଷ ଦିନ ପ୍ରଚାର, ବସ୍ତି ଭୋଟ୍‌ର ହୋଇ ପାରନ୍ତି ଗେମ୍‌ ଚେଞ୍ଜର

ପୌର ନିର୍ବାଚନ ପାଇଁ କମ୍ପୁଛି ସାରା ରାଜ୍ୟ: କାଲି ଶେଷ ଦିନ ପ୍ରଚାର, ଭୋଟ୍‌ରଙ୍କୁ ମନାଇବା ଲାଗି ନେତାଙ୍କ ଜାରି ରହିଛି ପ୍ରୟାସ

ପୌର ନିର୍ବାଚନ ପ୍ରସ୍ତୁତି
ପୌର ନିର୍ବାଚନ ପାଇଁ ଫେବ୍ରୁଆରୀ ୧୦ରେ ପ୍ରକାଶ ପାଇବ ଭୋଟର ତାଲିକା

ରାଜ୍ୟ ସରକାରଙ୍କ ପକ୍ଷରୁ କାଉନସିଲରଙ୍କ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି।

State Election Commissioner AP Padhi
ଡିସେମ୍ବର ୧୪ ସୁଦ୍ଧା ପ୍ରକାଶ ପାଇବ ପୂର୍ଣ୍ଣାଙ୍ଗ ଭୋଟର ତାଲିକା

୨୦୨୨ ମାର୍ଚ୍ଚ ୨୨ରେ ପଞ୍ଚାୟତ କାର୍ଯ୍ୟକାଳ ସରିବାକୁ ଥିବାବେଳେ ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ କହିଛନ୍ତି। ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରକାଶ ପାଇବ।