• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Darjiling Train Tragedy
ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛ ପଟୁ ପିଟିଲା ଦ୍ରୁତଗାମୀ ମାଲଗାଡ଼ି

ରେଳ ବିଭାଗ କହିଲା ମନୁଷ୍ୟକୃତ ତ୍ରୁଟିରୁ ଆକ୍ସିଡେଣ୍ଟ । ଦାର୍ଜିଲିଂ ଦୁର୍ଘଟଣା ପରେ ମନେ ପଡ଼ିଗଲା ବାହାନଗା ଟ୍ରାଜେଡି ।

Expensive Singer
ଶ୍ରେୟା, ସୁନିଧି କିମ୍ବା ମିକ୍କା ନୁହନ୍ତି... ଆଉ ଜଣେ ଗାୟକ ଯିଏ ନିଅନ୍ତି ୩ କୋଟି...

ଏଇ ଭାରତରେ ଏମିତି ଜଣେ ସିଙ୍ଗର ଅଛନ୍ତି, ଯିଏ କି ଗୋଟିଏ ଗୀତ ପାଇଁ ତିନି କୋଟି ଟଙ୍କା ଚାର୍ଜ କରିଥାନ୍ତି ।

Salman Khan
ସଲମାନ ଖାନଙ୍କୁ ୫ ମାସରେ ମିଳିଲାଣି ୩ ହତ୍ୟା ଧମକ; ଗିରଫ ହେଲା ୨୫ ବର୍ଷର ଯୁବକ

ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ । ୫ ମାସରେ ମିଳିଲାଣି ୩ଟି ହତ୍ୟା ଧମକ । ଏହି ଘଟଣା ପରେ ମୁମ୍ବାଇ ସାଉଥ୍ ସାଇବର ଥାନାରେ ଏଫ୍‌ଆଇଆର୍ ପଞ୍ଜିକୃତ ହୋଇଛି । 

Social Media
ମେଣ୍ଟେନ୍‌ ହେଉନି ହାଇଜିନ୍‌ ! ଫ୍ଲାଇଟ୍‌ ଖାଇବାରେ ବାହାରିଲା ବ୍ଲେଡ୍‌...

ମାଥୁରେସ ପଲ୍‌ଙ୍କୁ ଯାତ୍ରା ସମୟରେ ମିଲ୍‌ ଯୋଗାଇ ଦିଆଯାଇଥିଲା। ସେ ଏହାକୁ ଖାଉଥିବା ବେଳେ ରୋଷ୍ଟେଡ ସ୍ୱିଟ ପୋଟାଟୋ ଭିତରୁ ଗୋଟିଏ ବ୍ଲେଡ ମିଳିଥିଲା।

Joe Biden
ମଞ୍ଚ ଉପରେ ଫ୍ରିଜ୍‌ ହୋଇଗଲେ ବାଇଡେନ୍‌, ଓବାମା ଡାକିବାରୁ ଚମକି ପଡ଼ିଲେ...

ପୂର୍ବରୁ ମଧ୍ୟ ବାଇଡେନ୍‌ଙ୍କ ଏଭଳି ଭିଡିଓ ସାମ୍ନାକୁ ଆସିଥିଲା । ସେହି ଭିଡିଓଗୁଡ଼ିକୁ ଦେଖିଲେ ଲାଗୁଛି ବାଇଡେନ୍‌ ଅନେକ କଥା ଭୁଲିଯାଉଛନ୍ତି ।

ଡେରିରେ ଆସିଲେ ଦଣ୍ତ
କର୍ମଚାରୀଙ୍କ ପ୍ରତି କଠୋର ହେଲେ କେନ୍ଦ୍ର ସରକାର; ଏଣିକି ବିଳମ୍ବରେ ଅଫିସ୍ ଆସିଲେ କାର୍ଯ୍ୟାନୁଷ୍ଠାନ !

ବିଳମ୍ବରେ ଅଫିସରେ ପହଞ୍ଚିଲେ ପଡ଼ିପାରେ ମହଙ୍ଗା । କର୍ମଚାରୀଙ୍କ ପ୍ରତି କଠୋର ହେଲେ କେନ୍ଦ୍ର ସରକାର । ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି ।

Train Tragedy
ଟ୍ରେନ୍‌ ଟ୍ରାଜେଡି: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ଅଶ୍ୱିନୀ ବୈଷ୍ଣବ ।

 tigress 'waving' at tourists
ଆଶ୍ଚର୍ଯ୍ୟ ! ପର୍ଯ୍ୟଟକଙ୍କୁ ଗୋଡ ହଲାଇ ସ୍ୱାଗତ କଲା ବାଘୁଣୀ ‘ମାୟା’; ଦେଖନ୍ତୁ ଭିଡ଼ିଓ...

ରୋଚକ ଘଟଣା । ପର୍ଯ୍ୟଟକଙ୍କୁ ଗୋଡ ହଲାଇ ସ୍ୱାଗତ କଲା ବାଘ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ ! 

14 haj pilgrims dead in Saudi Arabia
ସାଉଦି ଆରବରେ ବଡ଼ ଅଘଟଣ; ମକ୍କା ମଦିନାରେ ୧୪ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ 

ସାଉଦି ଆରବର ପବିତ୍ର ମକ୍କା ମଦିନାରେ ଘଟିଲା ବଡ଼ ଅଘଟଣ । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ୧୪ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

Train Accident
ଦାର୍ଜିଲିଂରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା: ରେଲୱେ ପକ୍ଷରୁ ଜାରି ହେଲା ହେଲ୍ପଲାଇନ ନମ୍ବର

ଦୁର୍ଘଟଣା ପରେ ରେଲୱେ ପକ୍ଷରୁ ହେଲପ ଲାଇନ୍ ନମ୍ବର ଜାରି ହୋଇଛି । ରେଲୱେ ପକ୍ଷରୁ ୭ଟି ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି ।

Chenab Bridge
ବିଶ୍ୱର ସର୍ବୋଚ୍ଚ ରେଳବ୍ରିଜ୍ ଉପରେ ଗଡ଼ିଲା ଟ୍ରେନ୍

ଚେନାବ ବ୍ରିଜ ପ୍ୟାରିସର ଇଫେଲ ଟାୱାରଠାରୁ ଉଚ୍ଚ ଅଟେ । ଇଫେଲ ଟାୱାରର ଉଚ୍ଚତା ୩୩୦ ମିଟର ହୋଇଥିବାବେଳେ ଏହି ୧.୩ କିଲୋମିଟର ଲମ୍ବା ସେତୁ ଚେନାବ ନଦୀ ଉପରେ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି ।

Kanchanjunga Train Accident
ବଡ଼ ରେଳ ଦୁର୍ଘଟଣା; ଏକ୍ସପ୍ରେସ ଟ୍ରେନକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ୮ ମୃତ

ଏକ୍ସପ୍ରେସ ଟ୍ରେନକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍। ସିଲିଗୁଡ଼ି ଜିଲ୍ଲାରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଗୋଟିଏ ମାଲଗାଡ଼ି ଧକ୍କା ଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ୮ ମୃତ, ୨୫ ଆହତ ହୋଇଥିବା ଦାର୍ଜିଲିଂ ଅତିରିକ୍ତ ଏସ୍‌ପିଙ୍କ ସୂଚନା ।

Encounter
ଝାଡ଼ଖଣ୍ଡରେ ବଡ଼ ଧରଣର ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ନକ୍ସଲ

ଏହି ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲଙ୍କ ସମେତ ଚାରିଜଣ ନକ୍ସଲଙ୍କୁ ସୁରକ୍ଷାକର୍ମୀ ହତ୍ୟା କରିଛନ୍ତି । ହତ୍ୟା କରାଯାଇଥିବା ନକ୍ସଲମାନଙ୍କ ମଧ୍ୟରେ ଜଣେ ଜୋନାଲ କମାଣ୍ଡର, ଏରିଆ କମାଣ୍ଡର ଏବଂ ସବ-ଜୋନାଲ କମାଣ୍ଡରଙ୍କ ବ୍ୟତୀତ ଜଣେ ମହିଳା ନକ୍ସଲ ମଧ୍ୟ ଅଛନ୍ତି।

Red Alert
ଖରା ପାଇଁ ଦିଲ୍ଲୀରେ ରେଡ୍‌ ଆଲର୍ଟ, ଘରୁ ନ ବାହାରିବାକୁ ପରାମର୍ଶ

ରବିବାର ଦିନ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୪୪.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସେହିପରି ସର୍ବନିମ୍ନ ତାପମାତ୍ରା ୩୩.୨ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା

NDA Meeting
ବାଚସ୍ପତି ପଦକୁ ନେଇ NDAର ମାନସ ମନ୍ଥନ, ରାଜନାଥ ସିଂଙ୍କ ଘରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଆସନ୍ତା ୨୬ ତାରିଖରେ ୧୮ ତମ ଲୋକସଭାର ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ, ଏହା ପୂର୍ବରୁ ନିଜର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସଂପର୍କରେ ଆଲୋଚନା କରିବାକୁ ଏହି ବୈଠକ ବସିଥିବା କୁହାଯାଉଛି।

Eid-ul-Adha
Eid-ul-Adha: ଆଜି ଇଦ୍-ଉଲ୍-ଆଦା, ଜାଣନ୍ତୁ କାହିଁକି ପାଳନ କରାଯାଏ ବକ୍ରିଇଦ୍‌

ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ୍-ଉଲ-ଆଦା ବା ବକ୍ରିଇଦ୍‌ । ସାରା ବିଶ୍ୱରେ ଆଜି ଏହି ପର୍ବ ପାଳନ ହେଉଛି ।

EVM
EVM କୁ ନେଇ ପୁଣି ଉଠିଲା ପ୍ରଶ୍ନ; ରାହୁଲ କହିଲେ, ଏଟା ଗୋଟେ ବ୍ଲାକ୍ ବକ୍ସ

ଲୋକସଭା ନିର୍ବାଚନ ସରୁ ସରୁ ଉଠିଲା ଇଲେକ୍ ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ୍ ପ୍ରସଙ୍ଗ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଇଭିଏମକୁ ନେଇ ଉଠାଇଛନ୍ତି ପ୍ରଶ୍ନ ।

Tomato Rate
ପାକିସ୍ତାନରେ ଦ୍ୱିଶତକ କଲା ଟମାଟୋ, ଗୋଟିଏ ଦିନରେ ୧୦୦ ଟଙ୍କା ବଢ଼ିଗଲା ଦର

ପାକିସ୍ତାନରେ ୨୦୦ ପାର୍ କରିଛି ଟମାଟୋ ଦର । ଆସନ୍ତାକାଲି ମୁସଲମାନ ସମ୍ପ୍ରଦାୟର ଇଦ୍-ଅଲ-ଅଦା ରହିଛି ।

Neet Exam
ନିଟ୍ ପରିକ୍ଷାର୍ଥୀଙ୍କ ସ୍ୱାର୍ଥରେ ଆଞ୍ଚ ଆସିବାକୁ ଦିଆଯିବ ନାହିଁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନିଟ୍ ପରୀକ୍ଷାରେ ଅନିୟମିତତା ନେଇ ସାରା ଦେଶରେ ଛାତ୍ର ପ୍ରତିବାଦ କରୁଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ । ମେଧାବୀ ନିଟ୍ ପରିକ୍ଷାର୍ଥୀ ମାନଙ୍କର ସ୍ୱାର୍ଥକୁ ଆଞ୍ଚ ଆଣିବାକୁ ଦିଆଯିବ ନାହିଁ ।

Virat Kohli
ବିରାଟ କୋହଲିଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ବ୍ୟାଟିଂ କୋଚ୍‌, କହିଲେ....

ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ବିରାଟ କୋହଲିଙ୍କ ଫର୍ମ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିକ୍ରମ ରାଠୋର କହିଛନ୍ତି ଯେ ବିରାଟ କୋହଲି ଭଲ ବ୍ୟାଟିଂ କରୁଛନ୍ତି।

Centipede found inside icecream
ଅନଲାଇନ୍‌ରେ ମଗାଇଥିଲେ ଆଇସକ୍ରିମ୍‌, ବାହାରିଲା ବିଛା

ତିନି ଦିନ ପୂର୍ବେ ମୁମ୍ବାଇରେ ଏକ ଆଇସକ୍ରିମ ଭିତରୁ କଟା ଆଙ୍ଗୁଠି ମିଳିବା ପରେ ଏବେ ନୋଏଡାର ଏକ ଆଇସ୍କ୍ରିମ ଭିତରେ ବିଛା ବାହାରିଥିବା ଦେଖିବାକୁ ମିଳିଛି ।

Qatar Airways
ବିମାନରେ ଖରାପ ହୋଇଗଲା AC, ଅସହ୍ୟ ଗରମରେ ଅଚେତ ହୋଇଗଲେ ଯାତ୍ରୀ

ଗ୍ରୀସର କାତାର ଏୟାରୱେଜ୍ ବିମାନରେ ଯାଉଥିବା ଯାତ୍ରୀମାନଙ୍କୁ ଏସି ଖରାପ ହେତୁ ତିନି ଘଣ୍ଟାରୁ ଅଧିକ ସମୟ ଗରମରେ ବସିବାକୁ ପଡିଲା ।

Amit Shah
ନିପାତ ହେବେ ଆତଙ୍କବାଦୀ, ଜୋରଦାର ହେବ ଅପରେସନ୍‌.. ଯବାନଙ୍କୁ ମିଳିବ ଫୁଲ ପାୱାର...

ବୈଠକରେ ଏନଏସଏ ଅଜିତ ଡୋଭାଲ, ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବଙ୍କ ସମେତ ସେନା ମୁଖ୍ୟ ମନୋଜ ପାଣ୍ଡେ, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ୍ ଡିଜି ଅନିଶ ଦୟାଲ, ବିଏସଏଫ୍ ଡିଜି ନୀତିନ ଅଗ୍ରୱାଲଙ୍କ ସମେତ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

One Nation One Election
ଏଥର କ୍ୟାବିନେଟରେ ଆସିପାରେ ‘ୱାନ ନେସନ୍ ୱାନ୍ ଇଲେକସନ୍’ ରିପୋର୍ଟ

ଆସନ୍ତା ସପ୍ତାହେ ଓ ଦୁଇ ସପ୍ତାହ ଭିତରେ କେନ୍ଦ୍ର କ୍ୟାବିନେଟକୁ ଏହି ରିପୋର୍ଟ ପ୍ରଦାନ କରିବାକୁ ଆଇନ ମନ୍ତ୍ରଣାଳୟ ଯୋଜନା କରିଛି। ଗତ ବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ସାରା ଦେଶରେ ଏକକାଳୀନ ନିର୍ବାଚନ ସମ୍ଭାବ୍ୟତା ଉପରେ ଆଲୋଚନା ପାଇଁ ୮ ଜଣିଆ କମିଟି ନିଯୁକ୍ତ କରିଥିଲେ।

Human Killing Bacteria
ଡରାଇଲାଣି ମାଂସ ଖିଆ ଜୀବାଣୁ, ୪୮ ଘଣ୍ଟାରେ ମଣିଷ ଜୀବନ ନେବାକୁ ସକ୍ଷମ

ଗ୍ରୁପ୍ ଏ ଷ୍ଟ୍ରେପଟୋକୋକସ୍ (GAS) ଯୋଗୁ ସାଧାରଣତଃ ଶରୀର ଫୁଲିଥାଏ ଓ ଗଳାରେ ସମସ୍ୟା ହୋଇଥାଏ। ପିଲାମାନଙ୍କ ଗଳାରେ ଘା ମଧ୍ୟ ସୃଷ୍ଟି ହେବା ଦେଖାଯାଏ। ତେବେ କେତେକ ପ୍ରକାରର ଜୀବାଣୁ କ୍ଷେତ୍ରରେ ଲକ୍ଷଣ ଦ୍ରୁତଗତିରେ ମାଡ଼ି ଯିବାର ମଧ୍ୟ ନଜିର ରହିଛି।