ୱାୟନାଡ ଭୂସ୍ଖଳନରେ ମୃତ ଓଡ଼ିଆ ଡାକ୍ତରଙ୍କ ମିଳିଲା ମୃତଦେହ । ଆସନ୍ତାକାଲି ଓଡ଼ିଶା ଆସିପାରେ ମୃତ ବିଷ୍ଣୁ ପ୍ରସାଦଙ୍କ ମରଶରୀର । ବୁଲିବାକୁ ଯାଇ ବିପର୍ଯ୍ୟୟର ଶିକାର ହୋଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମରଶରୀର ଘରକୁ ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା ।
ବିମାନ ଭିତରେ ବହୁଛି ଗମଗମ ଝାଳ .. ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଆଫ୍ରିକା କପ୍ ଅଫ୍ ନେସନ୍ସ ପାଇଁ ଆଇଭୋରୀ କୋଷ୍ଟକୁ ବିମାନରେ ଯାଇଥାଆନ୍ତେ ଗାମ୍ୱିଆ ଖେଳାଳି । କିନ୍ତୁ ବିମାନ ଉଡ଼ାଣ ଭରିବା ପୂର୍ବରୁ ହିଁ ଘଟିଥିଲା ଅଭାବନୀୟ ଘଟଣା ।
ଝଡ଼ବାତ୍ୟା, ବନ୍ୟା, ଜଙ୍ଗଲ ନିଆଁ, ଏସବୁ କିଛି ବି ନୁହେଁ । ଆଗକୁ ଆସୁଛି ଆହୁରି ବିପଜ୍ଜନକ ସମୟ । ମାନବଜାତି ୨୦୩୦ ବେଳକୁ ବର୍ଷକୁ ୫୬୦ଟି ପ୍ରଳୟଙ୍କରୀ ଦୁର୍ବିପାକର ସାମ୍ନା କରିପାରେ ।
ଭାରତ ମହାସାଗର ଦ୍ୱୀପ ଦେଶରେ ଧ୍ୱଂସର ତାଣ୍ଡବ ରଚିବା ପରେ ଘୂର୍ଣ୍ଣିବାତ୍ୟାଟି ଦୁର୍ବଳ ହୋଇଥିଲା।
ସେ କ୍ରାଇମ୍ ରିପୋର୍ଟିଂ ହେଉ କି ବାତ୍ୟା କିମ୍ବା ବନ୍ୟା ବେଳେ ଅନ୍ ଦ ସ୍ପଟରୁ ତାଙ୍କର ରିପୋର୍ଟିଂ ବେଶ୍ ଆକର୍ଷଣୀୟ ଥିଲା। କ୍ରାଇମ୍ ରିପୋର୍ଟର ଭାବେ ତାଙ୍କ ପାଖରେ ବହୁତ ତଥ୍ୟ ରହୁଥିଲା। ସେଠାରୁ ଛାଡ଼ିବା ପରେ ସେ ଓଟିଭିକୁ ଆସିଥିଲେ। ପ୍ରାୟ ୧୦ ବର୍ଷ ଧରି ସେ ଓଟିଭିରେ ବିଭିନ୍ନ ବିଟ୍ରେ ରିପୋର୍ଟିଂ କରିଛନ୍ତି।