ନୀରଜ ଚୋପ୍ରାଙ୍କ ପାଇଁ ବଡ଼ ଅଫର ଘୋଷଣା କଲେ କ୍ରିକେଟର ରିଷଭ ପନ୍ତ । ଗୋଲ୍ଡ ଜିତିଲେ ଲକି ବିଜେତାଙ୍କୁ ମିଳିବ ।
ସ୍ୱର୍ଣ୍ଣ ପଦକ ଆଣିବା ଆଶାରେ ଭିନେଶ ଫୋଗଟଙ୍କ ଉପରେ ସମଗ୍ର ଦେଶର ଆଖି ଥିଲା, ଯାହା ବର୍ତ୍ତମାନ ଆଉ ସମ୍ଭବ ନୁହେଁ। ଏହି ଆଶା ଏବେ ମଉଳି ଯାଇଥିଲେ ମଧ୍ୟ ସେ କିନ୍ତୁ ଭାରତ ପାଇଁ ନିଶ୍ଚିତ ଗୌରବ। ତେବେ ଆସନ୍ତୁ ଏହାରି ଭିତରେ ଭିନେଶ ଫୋଗଟ୍ କିପରି ଜଣେ ରେସଲର୍ ହୋଇଗଲେ ସେ ବିଷୟରେ ଜାଣିନେବା।
ଯଦି ପାରୁଛ ଗୋଟିଏ ଦିନ ଆସି ଏଠାରେ ବସ । ଜାଣିବ କେମିତି ରହୁଛି ଏଠି ଚାପ । ଏମିତି କହି ଶୁଣାଣି ବେଳେ ରାଗି ଗଲେ ସିଜେଆଇ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ ।
ଭିନେଶ ତୁମେ ଭାରତ ପାଇଁ ଗର୍ବ ଓ ସାରା ଭାରତୀୟଙ୍କ ପାଇଁ ପ୍ରେରଣା । ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବାପରେ ଭିନେଶ ଫୋଗଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ୍ତ୍ୱନା ।
କେହି କେବେ ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ ଯେ ଆପଣ ଯାହା କଥା ହେଉଛନ୍ତି ତାହା କେହି ରେକର୍ଡ କରୁନାହାଁନ୍ତି ବୋଲି। ଯଦି ଆପଣ କିଛି କୌଶଳ ଅବଲମ୍ବନ କରନ୍ତି ଏବଂ ସତର୍କତା ଅବଲମ୍ବନ କରନ୍ତି, ତେବେ ଆପଣ ସହଜରେ ଜାଣିପାରିବେ ଯେ ଆପଣଙ୍କର କଲ୍ ରେକର୍ଡ ହେଉଛି କି ନାହିଁ।
କେଉଁ ଦେଶରେ ଶରଣ ନେବେ ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ? ଶରଣ ଦେବାକୁ ବ୍ରିଟେନ, ଆମେରିକା ଅମଙ୍ଗ ହେଉଥିବା କୁହାଯାଉଛି ।
ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟକୁ ନେଇ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ ମଧ୍ୟ ଭିନେଶଙ୍କ ବିଜୟରେ ଖୁସି ଅଛନ୍ତି ସତ କିନ୍ତୁ ସେ ତାଙ୍କର ଏକ ପୋଷ୍ଟରେ ତାଙ୍କୁ ପରିହାସ କରିଛନ୍ତି।
ପ୍ୟାରିସ୍ ଅଲିମ୍ପିକ୍ସରୁ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ । ୫୦ କିଲୋଗ୍ରାମ ବର୍ଗରେ ଖେଳିପାରିବେନି ଗୋଲ୍ଡ ମେଡାଲ ମ୍ୟାଚ୍ ।
ଜୀବନ୍ତ ଜଳିଗଲା ୨୪ ଜୀବନ । ଆୱାମୀ ଲିଗ୍ ପାର୍ଟିର ଜଣେ ନେତାଙ୍କ ମାଲିକାନାରେ ଥିବା ଏହ ହୋଟେଲରେ ଦୁର୍ବୃତ୍ତ ଲଗାଇଲେ ନିଆଁ ।
ବାଂଲାଦେଶରେ ଗରିବଙ୍କ ବନ୍ଧୁ ଭାବେ ଜଣାଶୁଣା ମହମ୍ମଦ ୟୁନୁସ ଦେଶରେ ଗରିବି ହଟାଇବା ପାଇଁ ବେଶ୍ କାମ କରିଛନ୍ତି । ମାଇକ୍ରୋଫାଇନାନ୍ସ ଜରିଆରେ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିଥିଲେ ।
ଢାକାରୁ ସ୍ବାଭାବିକ ହୋଇଛି ବିମାନ ଉଡ଼ାଣ । ବାଂଲାଦେଶରୁ ନୂଆଦିଲ୍ଲୀ ଆସିଥିବା କିଛି ପ୍ରବାସୀ ଭାରତୀୟ ଏହଂ ବାଂଲାଦେଶୀ ନାଗିରକ ସେଠାକାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ।
ସ୍ବର୍ଣ୍ଣ, ରୌପ୍ୟ ପଦରୁ ବଞ୍ଚିତ ଥିବା ଭାରତ ଆସନ୍ତାକାଲିର ମ୍ୟାଚ ଜିଣି ବ୍ରୋଞ୍ଜ୍ ପଦକ ଭାରତ ନାଁରେ କରିବ ବୋଲି ହକି ପ୍ରେମୀ ଆଶା ରଖିଛନ୍ତି ।
ଆଜିକାଲି ହସ୍ତତନ୍ତ ଶାଢି ଫ୍ୟାସନ ଦୁନିଆର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଯାଇଛି। ଏହାକୁ ବଲିଉଡ୍କୁ ଅନେକ ନାମୀଦାମୀ ଅଭିନେତ୍ରୀମାନେ ଆପଣେଇ ନେଇଛନ୍ତି। ତେବେ ଆସନ୍ତୁ ଏମିତି କିଛି ଅଭିନେତ୍ରୀଙ୍କ ନାଁ ଜାଣିବା ଯେଉଁମାନେ ହସ୍ତତନ୍ତ ଶାଢି ପିନ୍ଧିବାକୁ ଖୁବ ଭଲ ପାଆନ୍ତି।
ଫାଇନାଲ ଜିତିଲେ ସ୍ୱର୍ଣ୍ଣ, ହାରିଲେ ପାଇବେ ରୌପ୍ୟ ପଦକ ।
ଅଣଦାବିଦାର ମୃତକଙ୍କ ସହ ସୋମାଲିଙ୍କ DNA ମ୍ୟାଚ୍ କରି ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କେରଳ ସରକାର କହିଛନ୍ତି।
ସଂଖ୍ୟାଲଘୁ ହିନ୍ଦୁଙ୍କୁ ଟାର୍ଗେଟ୍ ପରେ ବଢ଼ିଲା ଭାରତର ଚିନ୍ତା । ମେହେରପୁର ଇସ୍କନ ମନ୍ଦିରରେ ହିଂସାକାରୀଙ୍କ ଭଙ୍ଗାରୁଜା ଅଭିଯୋଗ ।
ପ୍ୟାରିସ୍ ଅଲିମ୍ପିକ୍ସ ମହିଳା କୁସ୍ତି ଇଭେଣ୍ଟରେ ବଢ଼ିଲା ପଦକ ଆଶା । ୫୦ କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ସ୍ଥାନ ପକା କରିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ।
ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ ! ଭେଟେରାନ କ୍ରିକେଟର ଚାଲିବାକୁ ସଂଘର୍ଷ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ।
ଆପଣ ଯଦି ରେଳବାଇରେ ଚାକିରି ଖୋଜୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ପଶ୍ଚିମ ମଧ୍ୟ ରେଳବାଇରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ WCR ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।
ଦେଶର ସଂରକ୍ଷଣ ନୀତିରେ ସଂସ୍କାର ପାଇଁ ଚିନ୍ତା କରିବା ହସିନା ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଛାତ୍ର ଆନ୍ଦୋଳନ ସାଂଘାତିକ ରୂପ ନେବା ପରେ ଅଣାୟତ୍ତ ହୋଇଛି ପରିସ୍ଥିତି ।
ଆଭିଜାତ୍ୟପୂର୍ଣ୍ଣ ବିବାହ ଉତ୍ସବ ଏବଂ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଦେଖାଯିବା ପରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ବର୍ତ୍ତମାନ ହନିମୁନ୍ ଉପଭୋଗ କରୁଥିବା ଜଣାଯାଇଛି। ଏନେଇ ସେ ଯେଉଁ ହୋଟେଲ୍ ବାଛିଛନ୍ତି ତାହାର ଗୋଟିଏ ରାତିର ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ।
ଫାଇନାଲ ରାଉଣ୍ଡରୁ ବାଦ୍ ପଡ଼ିଲେ ଓଡ଼ିଆ ଆଥଲେଟ୍ କିଶୋର ଜେନା । ମଉଳିଲା ପଦକ ଆଶା ।
ଟୋକିଓ ପରେ ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ କମାଲ । ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ନୀରଜ ଚୋପ୍ରା ।
ବାଂଲାଦେଶ ମେହେରପୁର ଅଞ୍ଚଳରେ ଥିବା ଇସ୍କନ୍ ମନ୍ଦିରରେ ଆତତାୟୀ ମାନେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ମନ୍ଦିରର ଦୁଇଟି ଫ୍ଲୋରରେ ନିଆଁ ଲଗାଇ ଦେଇଛନ୍ତି।
ଆଜିକାଲି ବାଂଲାଦେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବଲିଉଡ୍ର ଏମିତି ଜଣେ ଅଭିନେତା, ଯିଏ କେବଳ ଗୋଟିଏ କି ଦୁଇଟି ନୁହେଁ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେଏବଂ ନାମୀ ତାରକାମାନଙ୍କୁ ଅଭିନୟ କରିବାର ABC ଶିଖେଇଥିଲେ। ଖାଲି ସେତିକି ନୁହେଁ, ବଡ ବଡ ତାରକାମାନଙ୍କ ସହିତ କାମ ମଧ୍ୟ କରିଥିଲେ। କିନ୍ତୁ ପରେ ହୋଇଗଲେ ବାଂଲାଦେଶର ସୁପରଷ୍ଟାର୍।