ବାଂଲାଦେଶରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦ ଓ ଦେଶ ଛାଡ଼ିବା ପରେ କିଏ ନେବେ ଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ଦାୟିତ୍ବ ? କାହା ହାତରେ ନ୍ୟସ୍ତ ହେବ ଦେଶର ଶାସନ ଭାର ?
ଜଳୁଛି ବାଂଲାଦେଶ। ଏହାରି ଭିତରେ ଶେଖ ହସିନାଙ୍କୁ କଡ଼ା ସମାଲୋଚନା କରିଛନ୍ତି ତସ୍ଲିମା । ନିର୍ବାସିତ ବାଂଲାଦେଶୀ ଲେଖକ ତସ୍ଲିମା ନସ୍ରିନ୍ । ଶେଖ ହସିନାଙ୍କ ଦେଶରୁ ପଳାୟନକୁ ଏକ ବିଡ଼ମ୍ବନା ବୋଲି ସେ କହିଛନ୍ତି ।
ପ୍ୟାରିସ୍ ଅଲିମ୍ପିକ୍ସ ହକି ସେମି ଫାଇନାଲରେ ଆଜି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଜର୍ମାନୀ ସହ ଲଢ଼େଇ ରହିଛି। ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ଏହି ମ୍ୟାଚ୍ ଖେଳାଯିବ।
ଜାଭେଲିନ୍ ଥ୍ରୋରେ ନୀରଜଙ୍କ ସହ ମୈଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା। କ୍ବାଲିଫିକେସନ୍ ରାଉଣ୍ଡରେ କମାଲ କରିବା ଲକ୍ଷ୍ୟରେ ରହିଛନ୍ତି।
ଅନେକ ସମୟରେ ମନରେ ଏହି ଭୟ ଥାଏ ଯେ ପିଲାମାନଙ୍କ ସହିତ 'ବନ୍ଧୁତ୍ୱପୂର୍ଣ୍ଣ' କଥାବାର୍ତ୍ତା ହେବା ଦ୍ୱାରା ସେମାନଙ୍କର ଭୟ ଦୂର ହୋଇଯିବ ନି ତ? ସେମାନେ କ’ଣ ଠିକ୍ ରାସ୍ତାରେ ଯିବେ? ସମୟ ଆସିଲେ ସେମାନେ କ’ଣ ବାପାମାଆଙ୍କ କଥାକୁ ଗମ୍ଭୀରତାର ସହ ଗ୍ରହଣ କରିବେ? ଏହିପରି ଅନେକ ଭୟ ବାପାମାଆଙ୍କ ମନକୁ ଆସେ। ଆସନ୍ତୁ ଏହାର ଉତ୍ତର ଜାଣିବା।
ଦିଲ୍ଲୀ ସ୍ଥିତ ବାଂଲାଦେଶ ଦୂତାବାସ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଭାରତ-ବାଂଲାଦେଶ ସୀମାରେ ବିଏସ୍ଏଫ୍ କୁ ମଧ୍ୟ ହାଇ-ଆଲର୍ଟରେ ରଖାଯାଇଛି। ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି ଆସାମ।
ପ୍ରତିବର୍ଷ ଅଗଷ୍ଟ ୬ରେ ହିରୋସିମା ଦିବସ ପାଳନ କରାଯାଏ। ଏହି ଦିନ ଆମକୁ ୧୯୪୫ ମସିହାର ଜାପାନର ହିରୋସୀମା ସହର ଉପରେ ପରମାଣୁ ବୋମାର ଭୟାବହ ରୂପକୁ ମନେ ପକାଇଦିଏ। ଏହି ଘଟଣାର ଠିକ୍ ତିନି ଦିନ ପରେ ନାଗାସାକୀରେ ହୋଇଥିବା ବୋମା ବିସ୍ଫୋରଣ ସହିତ ଏହି ଘଟଣା ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ସମାପ୍ତ କରିଥିଲା ସତ, କିନ୍ତୁ ପରମାଣୁ ଯୁଗର ଆରମ୍ଭ ହୋଇଗଲା…
ଅପରାହ୍ନ ୨ଟା ୩୦ ବେଳେ କୁର୍ମିଟୋଲା ବାୟୁସେନା ଘାଟି ଦେଇ ସେ ନିଜ ଭଉଣୀ ରିହାନାଙ୍କ ସହ ସେନା ହେଲିକପ୍ଟରରେ ଭାରତକୁ ଆସିଛନ୍ତି।
ରାଜନୈତିକ ଦଳ ଗୁଡ଼ିକ ସହ ଆଲୋଚନା କରି ମୁଁ ଆପଣଙ୍କ ଧନଜୀବନର ଦାୟିତ୍ୱ ନେଉଛି ଏବଂ ଆପଣଙ୍କ ଦାବି ସଂପର୍କରେ ଉଚିତ ପଦକ୍ଷେପ ନିଆଯିବ । ଆପଣମାନେ ଧୈର୍ଯ୍ୟ ଧରନ୍ତୁ ବୋଲି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।
ନୂଆ ବ୍ରଡକାଷ୍ଟ ବିଲକୁ ନେଇ ବିବାଦ । ଟେଲିଭିଜନ ନେଟୱର୍କ ଆକ୍ଟ ୧୯୯୫ର ସ୍ଥାନ ନେବାକୁ ଯାଉଛି ବ୍ରଡକାଷ୍ଟ ବିଲ୍ ୨୦୨୪ ।
ସମସ୍ତେ ଜାଣନ୍ତି ଯେ ଏକ ସରକାରୀ ଚାକିରିର ଅନେକ ଲାଭ ଅଛି। ସେହିପରି ରେଳବାଇରେ ମଧ୍ୟ ଉପଭୋଗ କରିବା ପାଇଁ ଅନେକ ସୁବିଧା ରହିଛି। ତେବେ ରେଳବାଇରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ପ୍ରତ୍ୟେକ ପ୍ରାର୍ଥୀ ଏହିସବୁ ଅତିରିକ୍ତ ଲାଭଗୁଡିକ ଜାଣିବା ଜରୁରୀ।
ଶେଖ୍ ହାସିନାଙ୍କ ତତ୍କାଳ ଇସ୍ତଫା ଦାବିରେ ଲୋକଙ୍କୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଅଫିସ୍, ହସ୍ପିଟାଲ, ଦୋକାନବଜାର ଆଦି ବନ୍ଦ ରଖିବାକୁ ଡାକରା ଦିଆଯାଇଥିଲା ।
ବହୁ ପ୍ରତୀକ୍ଷିତ ଫିଲ୍ମ ଡବଲ୍ ଆଇସ୍ମାର୍ଟର ଟ୍ରେଲର ମୁକ୍ତିଲାଭ କରିଛି ଯାହା ଜମେଇକି ଭାଇରାଲ୍ ହେଉଛି। ଏଥି ସହିତ ପ୍ରଶଂସକମାନେ ଏହା ଏକ ବ୍ଲକବଷ୍ଟର ହେବ ବୋଲି କହିବା ଆରମ୍ଭ କରିଦେଲେଣି। ପ୍ରଶଂସକମାନେ ସଞ୍ଜୟ ଦତ୍ତଙ୍କୁ ଭିଲେନ୍ ଭୂମିକାରେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।
ସୁଟର ମନୁ ଭାକରଙ୍କୁ ମିଳିଲା ବଡ଼ ଦାୟିତ୍ୱ । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଉଦଯାପନୀ ସମାରୋହରେ ହେବେ ଭାରତର ଧ୍ୱଜା ବାହକ ।
ଶ୍ରାବଣ ସୋମବାରରେ ବଡ଼ ଅଘଟଣ। ମହାଦେବଙ୍କୁ ଜଳାଭିଷେକ ପୂର୍ବରୁ ଚାଲିଗଲା ୯ କାଉଡିଆଙ୍କ ଜୀବନ। ବିତ୍ୟୁତ ତାର ସଂସ୍ପର୍ଶରେ ଆସି ୯ ଜଣ କାଉଡ଼ିଆଙ୍କର ମୃତ୍ୟୁ ହୋଇଛି।
୧୦୦ ମିଟର ରେସରେ ଜାମାଇକାର କିଶାନେ ଥମ୍ପସନଙ୍କୁ ଗୋଟିଏ ସେକେଣ୍ଡର ହଜାରେ ଭାଗରୁ ୫ ଭାଗ ସମୟ ପଛରେ ପକାଇ ଲାଇଲ୍ସ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।
ମହାବିପର୍ଯ୍ୟୟର ସାମନା କରିଛି କେରଳ। ଏହାରି ଭିତରେ ଛୁଟିଛି ସହାୟତାର ସୁଅ। ପୀଡିତାଙ୍କ ପରିବାର ତଥା ପୁନଃ ଥଇଥାନ ପାଇଁ ସହାୟତାର ହାତ ବଢାଇଛନ୍ତି ସେଲିବ୍ରିଟି। କରୋନା ମହାମାରୀ ବେଳେ ଦେବଦୂତ ସାଜିଥିବା ସୋନୁସୁଦଙ୍କ ପରେ କେରଳରେ ମଧ୍ୟ ଆଉଜଣେ ସୋନୁସୁଦ୍ ସହାୟତାର ହାତ ବଢାଇଛନ୍ତି।
ସୁନା ଦରରେ ପରିବର୍ତ୍ତନ । ସାମାନ୍ୟ ବଢିଲା ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...
ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE। ମାର୍କେଟ ଖୋଲିବା ପରେ ସେନସେକ୍ସ ୧୫ ଶହରୁ ଅଧିକ ଖସିଥିବା ବେଳେ ନିଫଟି ୪୬୩ ପଏଣ୍ଟ ଖସିଛି।
ଗାଜା-ଇସ୍ରାଏଲ ଯୁଦ୍ଧ ଭିତରେ ବଳି ପଡୁଛି ନିରୀହ ଜୀବନ। ଗାଜାସିଟିର ଦୁଇଟି ସ୍କୁଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା ।ଏହି ହମଲାରେ ୩୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତ । ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି ।
ବର୍ତ୍ତମାନ ଏମିତି ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି ଯାହାକୁ ଦେଖି ଲୋକେ କ୍ରୋଧ ପ୍ରକାଶ କରୁଛନ୍ତି। ସୋସିଆଲ ମିଡିଆରେ ଜଣେ ଯୁବତୀ ନିଜ୍ 'ଜେଜେମା’ଙ୍କ ବିବାହ’ ଠାରୁ ଆରମ୍ଭ କରି ଜେଜେବାପାଙ୍କ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସବୁକିଛି ପାଇଁ ମେକଅପ୍ କିପରି ନିଅନ୍ତି ସେ ସମ୍ବନ୍ଧରେ ଭିଡିଓ ପ୍ରସ୍ତୁତ କରୁଛନ୍ତି।
ପ୍ୟାରିସ ଅଲିମ୍ପିକ୍ସର ଗୋଟିଏ ମ୍ୟାଚରୁ ବ୍ୟାନ ହେଲେ ଅମିତ ରୋହିହାସ । ଆସନ୍ତା ଜର୍ମାନୀ ସହ ଥିବା ସେମି ଫାଇନାଲ ମ୍ୟାଚ ସେ ଖେଳିପାରିବେ ନାହିଁ ।
କେରଳ ୱାୟନାଡ୍ ଭୂସ୍ଖଳନ ବିପର୍ଯ୍ୟୟର ୭ ଦିନ ପରେ ବି ସରୁନି ଜୀବନ ଖୋଜା।ମାଟି ତଳୁ ମଣିଷ ଖୋଜିବା ପାଇଁ ସ୍ବତନ୍ତ୍ର ଡ୍ରୋନ୍ ରାଡାର୍ ଆସିଥିଲେ ବି ତାହା ଫେଲ୍ ମାରୁଛି। ତଥାପି ମନୋବଳ ହରାଇନାହାନ୍ତି ଉଦ୍ଧାରକାରୀ ଟିମ୍।
ଯଦି କୌଣସି କାରଣରୁ ଗୁଗୁଲ୍ ଫଟୋରୁ ଫଟୋ ଡିଲିଟ୍ ହୋଇଯାଏ, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ସମସ୍ତ ଫଟୋଗୁଡିକୁ ସହଜରେ ରିଷ୍ଟୋର୍ କରିହେବ। ସମସ୍ତ ଫଟୋକୁ ରିଷ୍ଟୋର୍ କରିବା ପାଇଁ କିଛି ସହଜ ପଦକ୍ଷେପ ଅଛି ଯାହାକୁ ଅନୁସରଣ କରିବାକୁ ପଡିବ।
ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାକାଣ୍ଡ। ବହୁ ପୋଲିସ କର୍ମଚାରୀଙ୍କ ସମେତ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି।