ଅଗଷ୍ଟ ୨୧ ତାରିଖ ଆବେଦନ ପ୍ରକ୍ରିୟାର ଶେଷ ତାରିଖ । ଅଗଷ୍ଟ ୧ ରୁ ୨୧ ତାରିଖ ମଧ୍ୟରେ ରେଜିଷ୍ଟ୍ରେସନ କରିବା ସହ ଆପଣଙ୍କୁ ଆବେଦନ କରିବାକୁ ହେବ ଏବଂ ପେମେଣ୍ଟ କରିବାକୁ ମଧ୍ୟ ପଡ଼ିବ ।
ଏହି ପଦବୀ ପାଇଁ ଆବେଦନ କରିବାର ବୟସ ୨୦ରୁ ୨୮ ରଖାଯାଇଛି । ଇଚ୍ଛୁକ ପ୍ରାର୍ଥୀ ନିଜର ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ସହ ଆବେଦନ କରିପାରିବେ । ପ୍ରାର୍ଥୀ ଅନ୍ୟୁନ ଗ୍ରାଜୁଏସନ୍ ପାସ୍ କରିଥିବା ଉଚିତ୍ ।
IBPS ରିସର୍ଚ୍ଚ ଆସୋସିଏଟ୍ ପଦବୀ ପାଇଁ ଆବେଦନ ଆହ୍ୱାନ କରୁଛି। ଯେଉଁପ୍ରାର୍ଥୀ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କର ଦରମା ବର୍ଷକୁ ୧୨ ଲକ୍ଷ ଟଙ୍କା।
ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ସରକାରୀ ବ୍ୟାଙ୍କରେ ଚାକିରି ଖୋଜୁଥିବା ଆଇବିପିଏସ୍ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଏସବିଆଇ ଏବଂ ପିଏନବି ସମେତ ସମସ୍ତ ସରକାରୀ ବ୍ୟାଙ୍କରେ ୪୧ ହଜାରରୁ ଅଧିକ ପଦବୀ ଖାଲି ପଡିଛି ।
ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ସୋମବାର ଅଂଶଗ୍ରହଣକାରୀ ବ୍ୟାଙ୍କଗୁଡିକରେ କିରାଣୀ ନିଯୁକ୍ତି ନେଇ ସାଧାରଣ ନିଯୁକ୍ତି ପ୍ରକ୍ରିୟା ପାଇଁ ଆବେଦନକାରୀଙ୍କ ପାଇଁ ୱିଣ୍ଡୋ ଖୋଲିଛି।