ଶକ୍ତିଶାଳୀ ଯୁଦ୍ଧ ବିମାନ ଧରି ବୀର ଭାରତୀୟ ଯବନା ଦେଖାଇଛନ୍ତି ବିରତ୍ୱ । ଗୋଟେ ପରେ ଗୋଟେ ଶକ୍ତିଶାଳୀ ଯୁଦ୍ଧ ବିମାନ ଏଠାରେ ନିଜର ବୀରତ୍ୱ ପ୍ରଦର୍ଶନ କରିଛନ୍ତି ।
ଆମ ଦୈନଦିନ କର୍ମମୟ ଜୀବନରେ ଆମେ ଅନେକ ପରିଶ୍ରମ କରି ଅର୍ଥ ଉପାର୍ଜନ କରିଥାଉ ହେଲେ ଅର୍ଥ ସଞ୍ଚୟ କରି ରଖିପାରନ୍ତି ନାହିଁ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାର ବିଭିନ୍ନ କାରଣ ପାଇଁ ହୋଇଥାଏ । ଆଜିର ବାସ୍ତୁ ଟିପସ୍ରେ ଜାଣିବା କଣ ଉପଚାର କଲେ ଘରେ ଅର୍ଥର ଅଭାବ ରହିବ ନାହିଁ ।
ଅନ୍ଲାଇନ୍ରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା । ୨୩ଟି ଭିନ୍ନ ଭିନ୍ନ ମାମଲାରେ ୮୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ସିବିଆଇ ।
ମୁମ୍ବାଇ ଏୟାରପୋର୍ଟରେ କଷ୍ଟମ ବିଭାଗ ଦ୍ୱାର ହାର୍ଦ୍ଦିକ ପାଣ୍ତ୍ୟାଙ୍କ ୨ଟି ଦାମୀ ଘଣ୍ଟାକୁ ଜବତ କରାଯାଇଥିଲା । ଯାଞ୍ଚ ପରେ ଜଣା ପଡିଥିଲା ଯେ ଏହି ଘଣ୍ଟାଟିର ମୂଲ୍ୟ ୫ କୋଟି ଟଙ୍କା । ତେବେ ଏନେଇ ହାର୍ଦ୍ଦିକ ନିଜର ମନ୍ତବ୍ୟ ରଖିଛନ୍ତି ।
ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୂରିଛି ୨୫ ବର୍ଷ। ଫିଲ୍ମର କିଛି ସ୍ମୃତିକୁ ମନେପକେଇ କରିସ୍ମା କପୁର ଏହାର କିଛି ସିକ୍ରେଟ୍ ଶେୟାର କରିଛନ୍ତି।
ପୂର୍ବାଞ୍ଚଳ ଏକ୍ସପ୍ରେସେ ଓ୍ୱର ଲୋକାର୍ପଣ ଉତ୍ସବରେ ଆୟୋଜିତ ଏୟାର ଶୋ ବେଳେ ଏକ୍ସପ୍ରେସ୍ ୱେରେ ଲ୍ୟାଣ୍ଡ କରିଛି ଯୁଦ୍ଧ ବିମାନ ମିରାଜ-୨୦୦୦ । ଏହାଛଡ଼ା AN-32 ପରିବହନ ବିମାନ ଯବାନଙ୍କୁ ନେଇ ଲ୍ୟାଣ୍ଡ କରିବା କାର୍ଯ୍ୟକ୍ରମ ରହିଛି
ବହୁ ନାମିଦାମୀ ସ୍ପା, ସେଲୁନ ଓ ବିୟୁଟି ପାର୍ଲରଗୁଡ଼ିକରେ ମସାଜ୍ କରିବା ଉପରେ ଅନେକ କଟକଣା କରାଯାଇଛି। ଜାଣନ୍ତୁ ଗୌହାଟୀ ମ୍ୟୁନସିପାଲ କର୍ପୋରେସନ କଣ ନିର୍ଦ୍ଦେଶାନାମା ଜାରି କରିଛନ୍ତି।
ସୋନୁ ସୁଦ୍ ଏବେ ସୋସିଆଲ୍ ମିଡିଆରେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ ସେ ଟ୍ରୋଲ୍ ହେଉଛନ୍ତି। ଏହି ଫଟୋରେ ସେ ଏକ ଘଷି ଗଦାରେ ବସିଥିବା ନଜର ଆସିଛନ୍ତି।
ଆମ ଦେଶ ଭାରତଠାରୁ ପାଖାପାଖି ୭ହଜାର ୮୦୦ କମି ଦୂରରେ ଏକ ଦ୍ୱୀପ ରହିଛି, ଯାହା ନିଜର ଆକୃତି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଆଉ ଏହି ଦ୍ୱୀପର ଏରିଏଲ ଭିଉ ବା ଆକାଶ ମାର୍ଗରୁ ଦୃଶ୍ୟ କୌଣସି ବ୍ୟକ୍ତିର ଫିଙ୍ଗର ପ୍ରିଣ୍ଟ୍ ବା ଟିପ ଚିହ୍ନ ଆକୃତିର । ଯାହା ବର୍ତ୍ତମାନ ସମୟରେ ଏକ ପର୍ଯ୍ୟଟନ ସ୍ଥଳୀ ହୋଇସାରିଛି ।
ଚୀନ୍, ବ୍ରିଟେନ୍, ରୁଷ, ଫ୍ରାନ୍ସ, ବ୍ରାଜିଲ ଓ ଜର୍ମାନୀରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି। ସତରେ କଣ ଏବେ ବୁଷ୍ଟର୍ ଡୋଜର ଆବଶ୍ୟକତା ନାହିଁ? ସାରା ବିଶ୍ୱକୁ ଆନ୍ଦୋଳିତ କରୁଛି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।
ଆର୍ୟନ ଖାନ୍ଙ୍କୁ ସୁରକ୍ଷା ଦେବା ପାଇଁ ବଡ଼ିଗାର୍ଡ଼ ପଦବୀର ପ୍ରକାଶ ପାଇଛି ବିଜ୍ଞପ୍ତି। ଘଣ୍ଟାଏରେ ଶହେରୁ ଅଧିକ ସଂଖ୍ୟାରେ ଆସୁଛି ଆବେଦନ। ଏହି ସବୁ ଯୋଗ୍ୟତା ଥିଲେ....
ଗତ କିଛିଦିନ ହେବ ଦିଲ୍ଲୀରେ ଭୟଙ୍କର ଭାବରେ ବଢିବାରେ ଲାଗିଛି ପ୍ରଦୂଷଣ, ଏହାରି ମଧ୍ୟରେ ଲକଡାଉନ୍ ପାଇଁ ପ୍ରସ୍ତୁତ ଥିବା ନେଇ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଦିଲ୍ଲୀ ସରକାର
ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍ ଜିତିବା ପରେ ଉତ୍ସାହିତ ହେଲେ କଙ୍ଗାରୁ ଦଳ, ଜୋତା ଭିତରେ ମଦ ପିଇ ପିଇଗଲେ ଖେଳାଳୀ
ଜଣେ ମହିଳା ଦେଖେଇଛନ୍ତି ନିଜ ଶକ୍ତିର ପରିଚୟ। ନିଜ ବାଇସେପ୍ରେ ୧୦ରୁ ଅଧିକ ସେଓ ଭାଙ୍ଗି ମହିଳାଙ୍କ ପାଇଁ ସାଜିଛନ୍ତି ଉଦାହରଣ। ଏନେଇ ତାଙ୍କ ନାମକୁ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନିତ ହୋଇଛି।
ଆପଣ ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଭାରତୀୟ ସେନା ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ସେନାରେ ରିମାଉଣ୍ଟ ଭେଟନାରୀ କୋର୍ପ୍ସରେ ସର୍ଟ ସର୍ଭିସ କମିଶନ ଅଧିନରେ ଭେଟେନାରୀ ଗ୍ରାଜୁଏଟ୍ସ ଭର୍ତ୍ତି ପାଇଁ ଆବେଦନ କରିପାରିବେ ।
ଆଜିକାଲି ସୋସିଆଲ୍ ମିଡିଆରେ ଅଗ୍ନି ଚିକିତ୍ସା ବେଶ ଚର୍ଚ୍ଚାର କାରଣ ହୋଇଛି। ଦେହରେ ନିଆଁ ଲଗେଇ ଏହି ଚିକିତା କରାଯାଉଥିବାରୁ ଏହାକୁ ଏପରି ନାମକରଣ କରାଯାଇଛି। ଏହି ଚିକିତ୍ସା ଦ୍ୱାରା ଅନେକ ବଡ ବଡ ରୋଗ ଭଲ ହେଉଥିବା କୁହାଯାଏ।
କରୋନା ପରେ ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀରେ ଲାଗୁ ହୋଇପାରେ ଲକଡାଉନ୍ । ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ୍ କରିବାକୁ ଆଜି କେଜରିୱାଲ ସରକାର ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି ।
ସୂର୍ଯ୍ୟାସ୍ତ ପୂର୍ବରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ହସ୍ପିଟାଲରେ ପୋଷ୍ଟମର୍ଟମ ହୋଇପାରୁଥିଲା। ଆଉ ଏବେ କଣ ହେବ, ସେନେଇ ଗାଇଡଲାଇନ୍ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର।
ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆକର୍ଷଣୀୟ ଅଫର୍। ଜଣେ ଲୋକ ବର୍ଷକରେ ଯେତିକି ଟଙ୍କା ରୋଜଗାର କରୁଥିବ ଜଣେ ୧୪ ଦିନ କାମ କରି ମଧ୍ୟ ସେତିକି ରୋଜଗାର କରିନେବ। ଆଣ ଯଦି ଏହି ଚାକିରି ପାଇଁ ମନୋନୀତ ହୋଇଯିବେ ତେବେ ଦୁଇ ସପ୍ତାହ କାମ କରି ୯ ଲକ୍ଷ ଟଙ୍କା ପାଇବେ।
ପୁଣି ବଢିଛି ସୁନାର ଦାମ୍ । ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୮୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୯,୦୦୦ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୬,୨୦୦ ଟଙ୍କା ଓ ୫୦,୨୮୦ ଟଙ୍କା ରହିଛି । ତେବେ ରୁପା ମୂଲ୍ୟ ଆଜି କିନ୍ତୁ ହ୍ରାସ ପାଇଛି ।
ଭାରତୀୟ ଜୁନିୟର ହକି ବିଶ୍ୱକପ ଦଳରେ ସାମିଲ ହେଲେ ଦୁଇ ଓଡିଆ ଝିଅ । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ଜୁନିୟର ମହିଳା ହକି ବିଶ୍ୱକପ୍ ପାଇଁ ଭାରତର ୧୮ ଜଣିଆ ଟିମ୍ର ଘୋଷଣା କରାଯାଇଛି । ତେବେ ଏହି ୧୮ ଜଣଙ୍କ ମଧ୍ୟରେ ୨ ଓଡିଆ ଝିଅ ମଧ୍ୟ ସାମିଲ ହୋଇଛନ୍ତି ।
ରିଲିଜ୍ ହୋଇଛି ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପୃଥ୍ୱୀରାଜ’ର ଟିଜର୍। ବୀର ପୃଥ୍ୱୀରାଜଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ। ଏଥିରେ ଦର୍ଶକେ ପ୍ରେମ ସହିତ ସଂଗ୍ରାମର ଝଲଜ ଦେଖିବାକୁ ପାଇବେ।
ପ୍ରେମ ହେଉଛି ପବିତ୍ର ଓ ବନ୍ଦନୀୟ ,ପ୍ରେମ ହେଉଛି ପୂଜା ଓ ପ୍ରତିଶ଼ତି ,ପୁଣି ସେହି ପ୍ରେମ କେତେବେଳେ ହୋଇଯାଏ ଚିର ସ୍ମରଣୀୟ । ଆଜି ଜାଣିବା ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ କଣ ରହିଛି ଟିପସ୍ ।
କୁହାଯାଏ ଯେ ମା-ବାପା ହେବା ପାଇଁ ବିବାହ କରିବା ଜରୁରୀ। କିନ୍ତୁ ବଲିଉଡ୍ରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଏହି କଥାକୁ ଭୁଲ ପ୍ରମାଣିତ କରି ଦେଖେଇଛନ୍ତି। ସେମାନେ ପ୍ରମାଣିତ କରିଦେଇଛନ୍ତି ଯେ ମା-ବାପା ହେଉଛି ଏକ ଭାବନା ଓ ହୃଦୟରେ ସାଇତା ଥିବା ସ୍ନେହ ଓ ମମତା।
ମଣିଷ ଶରୀରର ସବୁଠାରୁ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି ମୁଖମଣ୍ଡଳ ବା ମୁହଁ । ତେଣୁ ମୁଖମଣ୍ଡଳ ସବୁବେଳେ ସତେଜ ଓ ସୁନ୍ଦର ଦେଖାଯିବା ନିହାତି ଜରୁରୀ ଅଟେ । ମୁହଁରେ ରିଙ୍କଲ୍ସ ବା କୁଞ୍ଚନ ପଡିଲେ ବୟସ ଅନୁସାରେ ମଣିଷ ଅଧିକ ବୟସ୍କ ଦେଖାଯାଇ ଥାଏ । ତେବେ ଆଜି ଆମେ ଜାଣିବା ମୁହଁରେ ରିଙ୍କଲ୍ସ ବା କୁଞ୍ଚନ କିଭଳି ଦୂର ହେବ ।