ଏବେ ଚାଲିଛି ଧର୍ମର ମାସ କାର୍ତ୍ତିକ ମାସ । ହିନ୍ଦୁ ଧର୍ମ ଅନୁଯାୟୀ ଏହି ମାସରେ ଭଗବାନ ଶିବଙ୍କର ଦର୍ଶନ କରିଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେବେ ପୁରାଣ ଓ ଶାସ୍ତ୍ରରେ ଭଗବାନ ଶିବଙ୍କୁ ନେଇ ରହିଛି ଅନେକ ଗାଥା ଓ କଥା । ଭଗବାନ ଶିବଙ୍କୁ ନେଇ ଅନେକ ରହସ୍ୟ ରହିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଜାଣିବା ଭଗବାନ ଶିବଙ୍କର ତୃତୀୟ ନୟନର କଣ ରହିଛି ରହସ୍ୟ...
ସ୍ୱାସ୍ଥ୍ୟ ପାଇଁ ଧନିଆ ପତ୍ର ଅତ୍ୟନ୍ତ ଲାଭଦାୟକ ଅଟେ । ଧନିଆ ପତ୍ର ପାଟିକୁ ଯେତିକି ସୁଆଦିଆ ଲାଗିଥାଏ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ଧନିଆ ପତ୍ରରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଆମ ଶରରୀର ବିଭିନ୍ନ ରୋଗର ସମସ୍ୟାକୁ ଦୂର କରିପାରିବ ।
ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍ ପାଇଁ ପୋଲିସ ଟିମକୁ ସେହି ସ୍ଥାନକୁ ପଠାଯାଇଥିଲା । ଆଉ ଏହି ସମୟେର ସେଠାରେ ଲୁଚି ରହିଥିବା ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ
ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୬ ଜଣ ନିହତ ହୋଇଛନ୍ତି। ଏଥିରେ କମାଣ୍ଡିଂ ଅଫିସର, ତାଙ୍କ ସ୍ତ୍ରୀ ଓ ପୁଅ ଏବଂ ଅନ୍ୟ ୩ ଜଣ ସୈନିକ ନିହତ ହୋଇଛନ୍ତି। ମିଆଁମାର ସୀମାନ୍ତ ଚୁରାଚନ୍ଦ୍ରପୁରରେ ଆତଙ୍କବାଦୀମାନେ ହମ୍ଲା କରିଥିବା ସୂଚନା ମିଳିଛି।
ଜିଆଖତ ସମ୍ପର୍କୀତ ସମସ୍ତ ସୂଚନା ସଂଗ୍ରହ କରିବା ପରେ ୨୦୧୯ ରେ ବ୍ୟବସାୟ ଆରମ୍ଭ କରିଥିଲେ ପୂଜା । ପ୍ରଥମରୁ ସଫଳତା ମିଳିବା ପରେ ସାହସ ଆସିଲା । ଆଉ ବ୍ୟବସାୟକୁ ବଢ଼ାଇବାକୁ ଚିନ୍ତା କରିଥିଲେ ପୂଜା ।
ଯୁବତୀ ଓ ମହିଳାଙ୍କୁ ହଇରାଣ କଲେ ପାହାର ଖାଇବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୌଣସି ଅଭିଯୋଗ ଆସିଲେ, ତା’ର ସମ୍ପୂର୍ଣ୍ଣ ସମାଧାନ କରି ଛାଡ଼ୁଛନ୍ତି ମହିଳା ପୋଲିସ୍ ଅଧିକାରୀ ।
୪ ବର୍ଷ ଧରି ଏପରି ମହତ୍ କାମ କରିଆସୁଛନ୍ତି ରିତୁ
ମହାମାରୀ କରୋନା ପରେ ଏବେ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି। ସ୍ଥିତି ଏଭଳି ହୋଇଛି ଯେ, ଲୋକଙକୁ ଘର ଭିତରେ ବି ମାସ୍କ ପିନ୍ଧିକି ରହିବାକୁ ପଡୁଛି।
ଆଇଲ୍ୟାଣ୍ଡର ନାଁ ଶୁଣିବା ମାତ୍ରେ ଆମେ ସମସ୍ତେ ଖୁବ୍ ଖୁସି ହୋଇଯାଉ । ମନରେ ବୁଲିବା, ଛୁଟି କଟାଇବା ଓ ଭାକେସନର ଭରପୁରା ମଜା ନେବାର କଳ୍ପନା ମନରେ ଆରମ୍ଭ ହୋଇଯାଏ । କିନ୍ତୁ ଆମ ଦୁନିଆରେ ଏଭଳି ଅନେକ ଆଇଲ୍ୟାଣ୍ଡ ରହିଛି ଯାହା ନିକଟରେ ଅନେକ କିଛି ଗବେଷଣା ଇତ୍ୟାଦି ହାର ମାନିଛି । ଆଉ ସେଭଳି , ଅନେକ ସ୍ଥାନ ରହିଛି ଯେଉଁ ସ୍ଥାନକୁ ଆମେ ଯିବାକୁ ବି ଚାହିଁବା ନାହିଁ । ସେହିଭଳି ଏକ ଖାସ୍ ଦ୍ୱୀପ ହେଉଛି 'ପାଲମିରା ଆଇଲ୍ୟାଣ୍ଡ' । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏହି ଆଇଲ୍ୟାଣ୍ଡର ରହସ୍ୟ ।
ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯିବେ। ଆୟୋଜନ ହେବାକୁ ଥିବା ଏହି ବଡ଼ ଇଭେଣ୍ଟରେ ମଧ୍ୟପ୍ରଦେଶ ସରକାର ୨୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି।
ଆଜି ୨୦୨୧ ମସିହା, ନଭେମ୍ବର ମାସ ୧୩ ତାରିଖ, ଶନିବାର, ତୁଳା ୨୮ ଦିନ, କାର୍ତ୍ତିକ ମାସ , ଶୁକ୍ଳପକ୍ଷ, ଦଶମୀ ତିଥି, ଶତଭିଷା ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।
କିଛି ଘଣ୍ଟାରେ ୬ ଗୁଣା ବଢିଗଲା ‘ନାୟିକା’ର ମୋଟ ସଂପତ୍ତି । ରାତାରାତି ବିଲିୟନେୟଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଗଲେ ‘ନାୟିକା’ ବ୍ରାଣ୍ଡର ପ୍ରତିଷ୍ଠାତା ଫାଲ୍ଗୁନି ନାୟାର୍ । ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ନାୟିକା କମ୍ପାନୀର ମାଲିକ ଫାଲ୍ଗୁନି ।
ଫେସ୍ବୁକ୍ ଖୋଲିଲେ ମିଳିବ ଚାପୁଡା । ସେସିଆଲ୍ ମିଡିଆର ନିଶା ଛଡାଇବା ପାଇଁ ଏହିପରି ଅଭିନୟ ଉପାୟ ବାହାର କରିଛନ୍ତି ଭାରତୀୟ- ଆମେରିକୀୟ ଉଦ୍ୟୋଗୀ ମନୀଷ ସେଠୀ ।
ପ୍ରଦୂଷଣ ମାତ୍ରା ଶରୀରରେ ବ୍ୟାପକ କ୍ଷତି ପହଞ୍ଚାଉଥିବାରୁ ଏଦିଗରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୪୮ ଘଣ୍ଟା ଭିତରେ ଆଖିଦୃଶିଆ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛି ବୋର୍ଡ ।
ଦୁନିଆରେ ଏମିତି ବି ଗାଁ ଅଛି ଯେଉଁଠି ଏକ ନିର୍ଦ୍ଦିଷ୍ଟ ବୟସ ପରେ ଆଉ ବଢେ ନାହିଁ ସେମାନଙ୍କ ଉଚ୍ଚତା। ଅତି ବେଶିରେ ଦେଖାଯାଆନ୍ତି ପାଖାପାଖି ୪ ଫୁଟିଆ ମଣିଷ। ଏହା କ’ଣ ଅଭିଶପ୍ତ ଗାଁ!
ଏ ଦୁନିଆରେ ରହିଛି ଏମିତି ଏକ ଦ୍ୱୀପ ଯାହା ମହିଳାପ୍ରଧାନ। ଏଠାରେ ପ୍ରାୟ ୯୦ ଭାଗ ମହିଳା ରହିଥାନ୍ତି। ଏହି ଦ୍ୱୀପର ସମସ୍ତ ଦାୟିତ୍ୱ ମହିଳାଙ୍କ ହାତରେ।
ୱାୟାନାଡ ଜିଲ୍ଲାର ଭିଥିରି ନିକଟ ପୁକୋଡେଠାରେ ଏକ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ରହିଛି । ଦୁଇ ସପ୍ତାହ ପୂର୍ବେ ସେଠାକାର ୧୩ ଜଣ ଛାତ୍ରଙ୍କ ନିକଟରେ ଏହି ବିରଳ ନୋରୋ ଭାଇରସ୍ ଦେଖାଯାଇଥିଲା ।
କୋଲକାତାର ଡାକ୍ତରମାନେ କହିଛନ୍ତି ଯେ, ଅଧିକାଂଶ ଲୋକଙ୍କୁ କରୋନା ଟିକା ଲାଗିସାରିଛି ତେଣୁ ସେମାନେ ଏବେ ଏହି ରୋଗକୁ ଆଉ ଗୁରୁତ୍ୱର ସହ ନେଉ ନାହାନ୍ତି ।
ଏହି ବର୍ଗରେ ତାଙ୍କ ସହ ଅନ୍ୟ ୫ ଜଣ ଖେଳାଳି ରହିଛନ୍ତି । ସେହିପରି ଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଯୋଡି ବର୍ଗରେ ମଧ୍ୟ ଓଡ଼ିଆ ପୁଅ ପ୍ରମୋଦ ଏବଂ ତାଙ୍କ ଡବଲସ୍ ପାର୍ଟନର ମନୋଜ ସରକାର ମନୋନୀତ ହୋଇଛନ୍ତି ।
ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଜୟ ଶ୍ରୀରାମ ନାରା ଲଗାଉଥିବା ସମସ୍ତ ବ୍ୟକ୍ତି ମୁନି ବା ସାଧୁ ନୁହନ୍ତି ବରଂ ରାକ୍ଷସ ରହିଥାନ୍ତି । ସେମାନଙ୍କ ଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ନେତୃତ୍ୱ ନେବେ ଆଜିଙ୍କ୍ୟ ରାହାଣେ । ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ଆଜି ୧୬ ଜଣିଆ ଟିମ୍ ଘୋଷଣା କରାଯାଇଛି । ନିୟମିତ କ୍ୟାପଟେନ୍ ବିରାଟ କୋହଲିଙ୍କ ବଦଳରେ ପ୍ରଥମ ଟେଷ୍ଟ ପାଇଁ ରାହାଣେଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।
୨୦୦୬ରେ ଗିରଫ ହୋଇ ରାଉରକେଲା ଜେଲରେ ଥିଲେ ସିଲା ମାରାଣ୍ଡି। ୨୦୧୬ରେ ସିଲାଙ୍କୁ ରାଉରକେଲା ଜେଲରୁ ମୁକ୍ତ କରାଯାଇଥିଲା।
ସେନା ପକ୍ଷରୁ ଅନେକ ମହିଳାଙ୍କୁ ସ୍ଥାୟୀ କମିଶନରେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ କିଛି ଜଣଙ୍କୁ ଦିଆଯାଇନଥିଲା । ସୁପ୍ରିମକୋର୍ଟରେ ଏଭଳି ୭୧ ଜଣ ମହିଳା ପିଟିସନ ଦାଖଲ କରି କୋର୍ଟଙ୍କ ଆଦେଶକୁ ଅବମାନନା କରିଥିବା ଅଭିଯୋଗ ଆଣିଥିଲେ ।
ଓଡ଼ିଶା ହାଇକୋର୍ଟରେ ଆଇନ ରିପୋର୍ଟର ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ପଦବୀ ପାଇଁ ଜଣେ ପ୍ରାର୍ଥୀ ଓଡ଼ିଶା ହାଇକୋର୍ଟରେ ଅତି କମରେ ୧୦ ବର୍ଷର ସ୍ଥାୟୀ ଓକିଲ ଭାବେ କାମ କରିଥିବେ ଓ ତାଙ୍କୁ ୦୨।୦୧।୨୦୨୨ ସୁଦ୍ଧା ୩୫ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ବୟସ ହୋଇ ନ ଥିବ।
ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ୍ ଟିକା ୭୭.୮% ଉପାଦେୟତା ରହିଛି। ଲାନ୍ସେଟ୍ ପକ୍ଷରୁ ରିପୋର୍ଟରେ ଏହା ପ୍ରକାଶ ପାଇଛି।