ଥାନାରେ ସୟୋନୀ ଘୋଷଙ୍କୁ ପଚରା ଉଚରା କରାଯାଉଥିଲା । ଅପରାହ୍ନରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଲୋକଙ୍କ ମଧ୍ୟରେ ଘୃଣା ଓ ହିଂସା ସୃଷ୍ଟି କରୁଥିବା ଅଭିଯୋଗ ରହିଛି ।
ହର୍ଷଲ ପଟେଲ ହେଉଛନ୍ତି ଟି-ଟ୍ୱେଣ୍ଟିରେ ଭାରତର ୯୪ତମ ଖେଳାଳି । ସେ ୧୯ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ । ଏଥିରେ ସେ ମ୍ୟାଚ୍ ୱିନର ମଧ୍ୟ ଥିଲେ । ହର୍ଷଲଙ୍କୁ ତାଙ୍କର ପ୍ରଥମ ମ୍ୟାଚରେ ହିଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଗଲା ।
ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ଫଳାଫଳ ରହିବ । ଏହି ସପ୍ତାହ ବୃତ୍ତିଗତ ଜୀବନରେ ଉନ୍ନତି କରିବେ । ଆର୍ଥିକ ସ୍ଥିତି ଦୃଢ ରହିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଏହି ସପ୍ତାହରେ ଅର୍ଥ ସଞ୍ଚୟ କରିବେ ।
ଦୁନିଆରେ ଅନେକ ପୋଷାକ ଅଛି ଯାହା ପଶୁମାନଙ୍କ ଲୋମରୁ ତିଆରି। କିନ୍ତୁ ଆପଣ କ’ଣ କେବେ ଶୁଣିଛନ୍ତି କି ଏମିତି ପୋଷାକର ନାମ ଯାହା ମଣିଷ ନିଶରୁ ତିଆରି? ତେବେ ଦେଖନ୍ତୁ…
ନିଜର ବିବାଦୀୟ ବୟାନ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କଙ୍ଗନା ରାଣାୱତ୍ ପୁଣି ଫସିଛନ୍ତି। ଶିଖ୍ଙ୍କ ଉପରେ ଅପମାନଜନକ ମତ ଓ ଦେଶକୁ ଜିହାଦ ସହ ତୁଳନା କରି ସେ ବିବାଦରେ ଛନ୍ଦି ହୋଇଛନ୍ତି।
ଦୁନିଆରେ ଏଭଳି ଅନେକ ରହସ୍ୟ ରହିଛି, ଯାହା ଆଜି ବି ସାଧାରଣ ଲୋକଟି ପାଇଁ ଅଭେଦ ରହସ୍ୟ ହୋଇ ରହିଛି । ସେଥିମଧ୍ୟରୁ କିଛି ରହସ୍ୟ ତ ଏଭଳି ଯାହା ବୈଜ୍ଞାନିକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଛି । ସେହିଭଳି ଏକ ରହସ୍ୟ ତୁର୍କୀର ପମୁକ୍କଲେ ପାହାଡରେ ଥିବା ପ୍ରାକୃତିକ ପୋଲ । ଏହାର ରହସ୍ୟ ବୈଜ୍ଞାନିକମାନଙ୍କୁ ଦ୍ୱନ୍ଦରେ ପକାଇଛି ସତ, ହେଲେ ଏ ସ୍ଥାନର ସୌନ୍ଦର୍ଯ୍ୟ ବି ସେତିକି ବିମୋହିତ କରେ ।
ଫିଟ୍ନେସ୍କୁ ନେଇ ସବୁବେଳେ ଜାଗ୍ରତ ଥାଆନ୍ତି ମନ୍ଦିରା ବେଦୀ। ଏବେ ତାଙ୍କର ଏକ ଏମିତି ଭିଡିଓ ସୋସିଆଲ୍ ମିଡିଆରେ ଶେୟାର ହୋଇଛି ଯାହାକୁ ଦେଖି ଲୋକେ ବିଶ୍ୱାସ କରିପାରୁ ନାହାନ୍ତି।
ପାଣିପାଗ ଯାହା ହେଉନା କାହିଁକି, ଚର୍ମ ସମସ୍ୟା ଦେଖାଦେଇଥାଏ । ସାଧାରଣତଃ ଆମେ ଦିନରେ ଚର୍ମର ଯତ୍ନ ନେଇଥାଉ । କିନ୍ତୁ ରାତିରେ ସ୍କିନର ଯତ୍ନ ଏତେ ଭଲଭାବେ ଧ୍ୟାନ ଦିଅନ୍ତି ନାହିଁ । ତେବେ ଏନେଇ ଆଜି ଜାଣିବା କିଛି ବିଉଟି ଟିପ୍ସ ...
ଏଣିକି ଯେକୌଣସି ବ୍ୟକ୍ତିଙ୍କର ଟିକାକରଣର ସ୍ଥିତି ବିଷୟରେ ଆପଣଙ୍କୁ ସୂଚନା ମିଳିପାରିବ। ଏନେଇ କୋ ଓ୍ୱିନ୍ ପୋର୍ଟାଲରେ ଏକ ନୂଆ ଫିଚର୍ସ ଯୋଡ଼ି ହୋଇଛି।
ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ଆନ୍ଧ୍ରରେ ଅତି ପ୍ରବଳ ବର୍ଷା । ବର୍ଷା ବିତ୍ପାତରେ ଏଯାଏଁ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ନିଖୋଜ ଅଛନ୍ତି ।
ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ଲାଗିଥିବା ମାସ୍କ ପିନ୍ଧି ପରୀକ୍ଷା ହଲ୍ରେ ପ୍ରବେଶ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀ ପୋଲିସ୍ ହାତରେ ଧରାପଡ଼ିଥିଲେ। ଯାଞ୍ଚ ବେଳେ ମାସ୍କରେ ଗୋଟିଏ ସିମ୍ କାର୍ଡ, ମାଇକ୍ ଓ ବ୍ୟାଟେରି ଲାଗିଥିବା ଜଣାପଡ଼ିଥିଲା।
ଆଜି ୨୦୨୧ ମସିହା, ନଭେମ୍ବର ମାସ ୨୧ ତାରିଖ,ରବିବାର, , ବିଛା ୬ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ,ଦ୍ୱିତୀୟାତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନୂଆ ମନ୍ତ୍ରୀ ଶପଥ ନେବେ। ଗେହଲଟଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୫ ଜଣ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି।
ଆମେ ଦେଖିଛେ ମାନବ ଓ ପଶୁ ମଧ୍ୟରେ ଥିବା ଅତୁଟ ପ୍ରେମ। କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ କୁହାଯାଉଥିବା ବେଳେ ଏବେ କୁକୁର ଓ ଏକ ଶିଶୁକୁ ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ କିପରି ଏକ କୁକୁର ଗୁରୁ ସାଜି ଶିଶୁଟିକୁ ଗୁରୁଣ୍ଡେଇବା ଶିଖଉଛି।
ଆମେ ଏଲିୟନ୍ସକୁ ନେଇ ଅନେକ ଗବେଷଣା ପଢିଛେ। ବର୍ତ୍ତମାନ ଏକ ଖବର ଆସିଛି ଯେ କିଛି ଏଲିୟନ୍ସ ଜଣେ ମହିଳାଙ୍କୁ କାବୁ କରି ତାଙ୍କ ଡିମ୍ବାଣୁ କାଢି ନେଇଛନ୍ତି।
ଗତ ଶୁକ୍ରବାର ୩ ଜଣ ମନ୍ତ୍ରୀ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ। ପଦରୁ ଓହରି ଯାଇ ଦଳରେ ରହି କାମ କରିବାକୁ ଆଗ୍ରହ ଥିବା କଥା ଦର୍ଶାଇଥିଲେ ନିଜ ଇସ୍ତଫା ପତ୍ରରେ।
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଜି ୨୦୨୨ ଆଇପିଏଲକୁ ନେଇ ବଡ଼ ଘୋଷଣା କରିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସହିତ ଏମଏସ ଧୋନିଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି । କିନ୍ତୁ ଆଇପିଏଲର ଆଗାମୀ ସଂସ୍କରଣ ଭାରତରେ ଆୟୋଜିତ ହେଉଥିବାରୁ ସେ ଶେଷ ମ୍ୟାଚ ଚେନ୍ନାଇରେ ଖେଳିବେ ବୋଲି ଦୁବାଇଅରେ କହିଥିଲେ ।
ଏପ୍ରିଲରେ ମହାଟକ୍କର । ସାମ୍ନାସାମ୍ନି ହେବେ ଆମୀର ଏବଂ ୟଶ୍ । ବହୁଦିନ ଧରି ଅପେକ୍ଷାରେ ଥିବା ଦର୍ଶକଙ୍କ ପାଇଁ ଖୁସିର ମୁହୂର୍ତ୍ତ । ଏକା ସାଙ୍ଗେ ରିଲିଜ ହେବ ଦୁଇଟି ବଡ ଫିଲ୍ମ । ଏପ୍ରିଲ ୧୪ ରେ ରିଲିଜ ହେବ ୟଶ୍ଙ୍କ କେଜିଏଫ୍ ଓ ଆମୀର ଖାନଙ୍କ ଲାଲ୍ ସିଂହ ଚଡ୍ଡା ।
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗର ଦୁର୍ଭାଗ୍ୟଜନକ ଘଟଣା । ଗର୍ଭଯନ୍ତ୍ରଣା ସହି ଯେଉଁ ପିଲାକୁ ଦୁନିଆକୁ ଆଣିଥିଲା ମା, ସେହି ପିଲାକୁ ଚୋରି କରି ନେଇଗଲା ଚୋର । ଜନ୍ମ ହେବାର କେଇଘଣ୍ଟା ଭିତରେ ଚୋରି ହୋଇଗଲା ପିଲା । ଅର୍ଥାତ କାଲି ଜନ୍ମ ଆଜି ଚୋରି ।
ଆପଣ ଇଞ୍ଚିନିୟରିଂ କରିଛନ୍ତି କି ? ତାହେଲେ ଅଏଲ ଇଣ୍ଡିଆ ଆପଣଙ୍କ ପାଇଁ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । (OIL)କେନ୍ଦ୍ର ସରକାରଙ୍କ ଉଦ୍ଦ୍ୟୋଗ, ଅଏଲ ଇଣ୍ଡିଆ ପକ୍ଷରୁ ଇଞ୍ଜିନିୟରିଂର ବିଭିନ୍ନ ପଦବୀ ପାଇଁ ଆବେଦନ କରୁଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଏନେଇ ଆବେଦନ କରିପାରିବେ ।
ସ୍ତ୍ରୀକୁ ହତ୍ୟା କରିବା ପାଇଁ ୨ କଣ୍ଟ୍ରାକ୍ଟ କିଲର୍ଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲା ସ୍ୱାମୀ। ହତ୍ୟାକାରୀମାନେ ସମ୍ପୃକ୍ତ ମହିଳାଙ୍କୁ ୧୬-୧୭ ଥର ଛୁରୀ ଭୁସି ହତ୍ୟା କରିଥିବା ଜଣାପଡ଼ିଛି।
ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ବମ୍ବେ ହାଇକୋର୍ଟର ବଡ ଶୁଣାଣି । ଏହି ମାମଲାର ଅଭିଯୁକ୍ତଙ୍କ ବିପକ୍ଷରେ ଥିବା ଅଭିଯୋଗକୁ ଖଣ୍ତନ କରିଛନ୍ତି ବମ୍ବେ ହାଇକୋର୍ଟ । ଅଭିଯୁକ୍ତ ଆର୍ୟନ ଖାନ୍, ଅରବାଜ ମର୍ଚାଣ୍ଟ ଓ ମୁନମୁନ୍ ଧମେଚାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସପ୍ ଚାଟ୍ରେ ମୁମ୍ବାଇ ଡ୍ରଗ୍ସ ମାମଲା ସହ ଜଡିତ କୌଣସି ବାର୍ତ୍ତାଳପ ହୋଇନାହିଁ ବୋଲି କୋର୍ଟରେ କୁହାଯାଇଛି ।
ବେଳେବେଳେ ଆମେ ପେଟର ବିଭିନ୍ନ ସମସ୍ୟା ଦ୍ୱାରା ଆକ୍ରାନ୍ତ ହୋଇଥାଉ l ଯାହାର କଷ୍ଟ ଆମ ପାଇଁ ଅତି ଅସହନୀୟ ହୋଇ ପଡିଥାଏ l ସେଥିମଧ୍ୟରୁ ଗୋଟିଏ ହେଉଛି ପେଟ ଫୁଲା ଅର୍ଥାତ ପେଟ ଫମ୍ପେଇବା ଆମେ ଯାହାକୁ କହିଥାଉ l ଏହି ସମସ୍ୟା ବିଭିନ୍ନ କାରଣରୁ ହୋଇଥାଏ l ଆସନ୍ତୁ ଜାଣିବା ପେଟ ଫମ୍ପେଇବାର କଣ ସବୁ ରହିଛି କାରଣ l
ଦୁର୍ଘଟଣାରେ ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଚେକ୍ଅପ୍ କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଜଣାପଡ଼ିଲା ସେ ଜୀବିତ।
ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୯ତମ ବାର୍ଷିକୋତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ୩ ଦିନ ଧରି ଚାଲି ଉଦ୍ଯାପିତ ହୋଇଯାଇଛି। ସୁରେଶ ସାଗରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଶିକ୍ଷାରେ ସନ୍ତୋଷ କର, ସମାଜସେବାରେ ଦୀପକ ସାହୁଙ୍କୁ ସମ୍ମାନିତ କରାଯାଇଛି।