• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indian Army Recruitment

Indian Army Group C Recruitment
Indian Army Group C Recruitment: ଦଶମ ପାଶ୍ କରିଥିଲେ ଭାରତୀୟ ସେନାରେ ଚାକିରି ସୁଯୋଗ; ଆଜିଠାରୁ ଆବେଦନ ଆରମ୍ଭ

ଆପଣ ଯଦି ଦଶମ ପାଶ୍ କରି ଭାରତୀୟ ସେନାରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସେନା ନିକଟରେ MTS, ଫାୟାରମ୍ୟାନ୍, କୁକ୍ ଆଦି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Indian Air Force Recruitment 2023
Indian Air Force Recruitment 2023: ଭାରତୀୟ ବାୟୁସେନାରେ ନିଯୁକ୍ତି ସୁଯୋଗ; ପୂରଣ ହେବ ୩୫୦୦ ପଦବୀ

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଯୁବକଙ୍କ ପାଇଁ ଏକ ଖୁସି ଖବର। ଏହି ନିଯୁକ୍ତି ଭାରତୀୟ ବାୟୁସେନାରେ ଅଗ୍ନିବୀର ଏୟାର ରିକ୍ରୁମେଣ୍ଟ ଅଧୀନରେ ବାହାର କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୩୫୦୦ ପୋଷ୍ଟ୍ ପୂରଣ ହେବ।

Indian Army recruitment 2023
Indian Army recruitment 2023: ଭାରତୀୟ ସେନାରେ ପୂରଣ ହେବ ଏହିସବୁ ପଦବୀ

ସର୍ଟ ସର୍ଭିସ୍‌ କମିଶନ(SSC) ବୈଷୟିକ ପାଠ୍ୟକ୍ରମ ପାଇଁ ଭାରତୀୟ ସେନା ବିଜ୍ଞପ୍ତି ବାହାର କରିଛି। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଉଭୟ ଅବିବାହିତ ପୁରୁଷ ଏବଂ ଅବିବାହିତ ମହିଳା ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।

Bumper vacancy in Indian army for 10th pass
୧୦ମ ପାଶ୍ କରିଛନ୍ତି କି; ଭାରତୀୟ ସେନାରେ ଚାକିରି କରନ୍ତୁ

୧୦ ପାଶ୍‌ ପିଲାଙ୍କ ପାଇଁ ବି ସରକାରୀ ଚାକିରି। ଭାରତୀୟ ସେନାରେ ଅଛି ଚାକିରି। ୧୫୫ ପୋଷ୍ଟ୍‌ରେ ହେବ ନିଯୁକ୍ତି।

indian army recruitment
ଭାରତୀୟ ସେନାରେ ୧୯୧ଟି ପଦବୀ ପାଇଁ ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଆପଣ ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଭାରତୀୟ ସେନା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ସେନାରେ ସର୍ଟ ସର୍ଭିସ କମିସନର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ତୁରନ୍ତ କରନ୍ତୁ ଆବେଦନ ।

indian army recruitment
ଭାରତୀୟ ସେନାରେ ଚାକିରି, ମାସିକ ଦରମା ୬୦ ହଜାରରୁ ଉର୍ଦ୍ଧ୍ୱ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଭାରତୀୟ ସେନା ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ସେନାରେ ରିମାଉଣ୍ଟ ଭେଟନାରୀ କୋର୍ପ୍ସରେ ସର୍ଟ ସର୍ଭିସ କମିଶନ ଅଧିନରେ ଭେଟେନାରୀ ଗ୍ରାଜୁଏଟ୍ସ ଭର୍ତ୍ତି ପାଇଁ ଆବେଦନ କରିପାରିବେ ।