ସ୍ୱାଧିନ ଗଣତାନ୍ତ୍ରିକ ରାଷ୍ଟ୍ର ତାଇଓ୍ୱାନ୍କୁ ମୂଳ ଭୁଖଣ୍ଡରେ ସାମିଲ ଲାଗି ପ୍ରସ୍ତୁତି ଆରମ୍ଭ କରିଛି କି ଚୀନ? ଏଥିପାଇଁ ତକଲାମାକନ୍ ମରୁଭୂମିରେ ଚଳାଇଛି କି ମକ୍ ଡ୍ରିଲ୍ ? ଆମେରିକା ନାଭାଲ ଇନଷ୍ଟିଚ୍ୟୁଟ୍ ଏସଂପର୍କରେ ରିପୋର୍ଟ ଛାପିବା ପରେ ବିଶ୍ୱବ୍ୟାପୀ ଉଦବେଗ୍ ବଢିଛି । କାରଣ ତାଇଓ୍ୱାନ୍ ପ୍ରସଙ୍ଗକୁ ନେଇ ଚୀନ୍ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗିଯିବାର ଆଶଙ୍କା ରହିଛି ।
କାଲି ମହାରାଷ୍ଟ୍ରରେ ଦେଖାଯିବ ହାଇଡ୍ରାମା। ଗୋଟିଏ ପଟେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନର କ୍ୟାବିନେଟ୍ ମନ୍ତ୍ରୀଙ୍କ ନାଁରେ ଅନେକ ଗୁମର ଖୋଲିଥିବା ବେଳେ କାଲି ନୱାବ ଦେବେନ୍ଦ୍ରଙ୍କ ପୋଲ୍ ଖୋଲିବେ ବୋଲି ସୂଚନା ଦେଇଛନ୍ତି
ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ତ ମିଳିଛି, ତା ସହ ବଣ ମଲ୍ଲୀ ହୋଇ ବଣରେ ଝଡ଼ି ଯାଉଥିବା ଅନେକ ଅକ୍ଷାତ ପଲ୍ଲୀର ବିଖ୍ୟାତଙ୍କୁ ମିଳିଛି ଏଥର ସମ୍ମାନଜନକ ପଦ୍ମଶ୍ରୀ ।
ବିରାଟ୍ କୋହଲି ଅଧିନାୟକତ୍ୱ ଛାଡ଼ିବା ପରେ ରୋହିତ ଶର୍ମା ମୁଣ୍ଡାଇଛନ୍ତି ଭାରତୀୟ ଟି-୨୦ ଦଳର ଭାର । ଏବେ ତାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ମ୍ୟାଚ୍ ଖେଳିବ ।
ନିଜ ଜୀବନ କାଳରେ ୩୦ ହଜାରରୁ ଅଧିକ ଗଛ ଲଗାଇଛନ୍ତି ତୁଲସୀ । ଦୁଇ ବର୍ଷ ବୟସରୁ ପରିବେଶ, ପଶୁ, ଜଙ୍ଗଲ ସହ ଜଡ଼ିତ ତୁଲସୀ ।
ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ଖାଲି ପଡ଼ିଛି ପଦବୀ । IOCLରେ ଖାଲିପଡିଛି ୨୪୯୫ ଟେକ୍ନସିଆନ ଏବଂ ଟ୍ରେଡ ଆପ୍ରେଣ୍ଟିସ ପଦବୀ, ୧୨ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ iocl.comକୁ ଯାଇ ଅନଲାଇନ ଆବେଦନ କରିପାରିବେ ।
ସବୁ ନବଦମ୍ପତି ବାସରରାତିକୁ ଏକାନ୍ତରେ କାଟିବାକୁ ଚାହାନ୍ତି। କିନ୍ତୁ ଏ ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଏହି ଦିନ ବର-କନ୍ୟାଙ୍କ ସହ କନ୍ୟାର ମା’ ଶୋଇଥାଏ। ଜାଣନ୍ତୁ କେଉଁଠି ଓ କାହିଁକି…
ପ୍ରତ୍ୟେକ ବାସ୍ତୁ ନିୟମରେ କିଛିନା କିଛି ରହସ୍ୟ ରହିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବରେ ପ୍ରଭାବ ପକାଇଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ କିଛି ବସ୍ତୁ ଘରେ ନକାରାତ୍ମକ ଉର୍ଜା ବା ଶକ୍ତି ସୃଷ୍ଟି କରେ ।
ଫୁଟବଲ ଗ୍ରାଉଣ୍ଡଠାରୁ ପ୍ରାୟ ୩ ଗୁଣ ବଡ। ଫ୍ରାନ୍ସର ଏଫିଲ ଟାଓ୍ବାରଠାରୁ ଆହୁରି ବିଶାଳ। ଏମିତି ଏକ ବିଶାଳ ଓ ଭୟଙ୍କର ଧୂମକେତୁ ପୃଥିବୀ ଆଡେ ମୁହାଁଇଛି। ଆସନ୍ତା ଡିସେମ୍ବର ୧୧ ତାରିଖରେ ଏହା ପୃଥିବୀର ନିକଟ ଦେଇ ଗତି କରି ପାରେ ବୋଲି ନାସା ପକ୍ଷରୁ କୁହାଯାଇଛି।
ଭାରତୀୟ କ୍ରିକେଟ୍ ଟିମ୍ ସବୁ ଫର୍ମାଟରେ ଚମ୍ପିଆନ୍ । ସାରା ବିଶ୍ୱରେ ଟିମ୍ ଇଣ୍ଡିଆର ଖ୍ୟାତି ରହିଛି । ସବୁ ଖେଳାଳି ପ୍ରତିଭାବାନ ଅଟନ୍ତି । ଡ୍ରେସିଂ ରୁମରେ ବିଦାୟୀ କୋଚ୍ ରବି ଶାସ୍ତ୍ରୀ ଏପରି କିଛି କହି ଖେଳାଳିଙ୍କ ଦମ୍ଭ ବଢ଼ାଇଛନ୍ତି ।
ଆମ ମଧ୍ୟରୁ ଅଧିକାଂଶ କଫି ନପିଇଲେ ସକାଳେ ନିଦରୁ ଉଠନ୍ତି ନାହିଁ । ଏହାର କାରଣ ହେଉଛି କଫିରେ ମିଳୁଥିବା କେଫିନ୍। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ଦିନରେ ଅଧିକ କଫି ପିଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଯଦି ଏହା ସଠିକ୍ ପରିମାଣରେ ପିଅନ୍ତି ତାହେଲେ ଏହାର ଅନେକ ଲାଭ ମଧ୍ୟ ମିଳିପାରେ ।
ସବୁବେଳେ ନିଜର ବୋଲ୍ଡନେସ୍ ଓ ହଟଚମଟ ବୟାନକୁ ନେଇ ବିବାଦରେ ଥିବା ପୁନମ ପାଣ୍ଡେ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ର ହୋଇଛନ୍ତି। ଏ ଏବେ ହସ୍ପିଟାଲ୍ ବେଡ୍ରେ। ସ୍ୱାମୀଙ୍କ ମାରପିଟ୍ ଯୋଗୁଁ ସେ ହୋଇଛନ୍ତି କ୍ଷତାକ୍ତ। ଏହି ମାମଲା ପୋଲିସ୍ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରିଛି।
ହୋଟେଲକୁ ନୂଆ ନୂଆ ଯୁବତୀଙ୍କୁ ଆଣି ଶାରୀରିକ ସଂପର୍କ ରଖୁଥିଲା ରଙ୍ଗିଲା ପୋଲିସ ଅଫିସର । ଦିନେ ଅଚାନକ ହୋଟେଲ ରୁମର କବାଟ ଖୋଲି ପଶିଆସିଲେ ସ୍ତ୍ରୀ। ଅସଂଜତ ଅବସ୍ଥାରେ ଥିବା ସ୍ୱାମୀକୁ ଧରିପକାଇଲେ ସ୍ତ୍ରୀ। ପଦାକୁ ଆସିଗଲା ପୋଲିସ୍ ବାବୁଙ୍କ ପରକୀୟା ପ୍ରୀତି ।
ହ୍ୱାଟ୍ସଆପରେ ଏଣିକି ଗୋଟିଏ ନୁହେଁ, ଏକାଧିକ ଡିଭାଇସରେ ଖୋଲି ହେବ ଆକାଉଣ୍ଟ। ଏହା କେମିତି ବୋଲି ଜାଣିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ରିପୋର୍ଟ...
ସ୍ଥଗିତ ହେଲା ଆଲିଆ ଓ ରଣବୀର ଙ୍କ ବିବାହ । ଗତ କିଛି ଦିନି ହେବ ଆଲିଆ-ରଣବୀର ଉଭୟଙ୍କ ବିବାହକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ।
ଆଜିକାଲି ସୋସିଆଲ୍ ମିଡିଆରେ ଯିଏ ଥରେ ଚର୍ଚ୍ଚିତ ହୋଇଗଲା ସିଏ ହେଇଗଲା ଏକ ଟ୍ରେଣ୍ଡ୍। ସେଭଳି ମଧ୍ୟ ହୋଇଛି ରାନୁ ମଣ୍ଡଳଙ୍କ କ୍ଷେତ୍ରରେ। ଭାଇରାଲ ହେବା ନେଇ ତାଙ୍କ ନାମ ହିଁ ଯଥେଷ୍ଟ ହୋଇଯାଇଛି। ତାଙ୍କ ନାମକୁ ବ୍ୟବହାର କରି ଚାଲୁଛି ଭିଡିଓ। ନିଜକୁ ଚର୍ଚ୍ଚାର ପରିସରକୁ ଆଣିବା ନେଇ ଲୋକେ ରାନୁ ମଣ୍ଡଳଙ୍କ ନାମକୁ ବ୍ୟବହାର କରୁଥିବା ଦେଖାଯାଉଛି।
ପରଦାରେ ସତ କାହାଣୀ ,ଅଭିନୟ ବି ଜୀବନ୍ତ, କାହାଣୀ ବି ହୃଦୟସ୍ପର୍ଶୀ । ଆମେ କହୁଛୁ, ତାମିଲ ଫିଲ୍ମ ‘ଜୟ ଭୀମ୍’ କଥା। ତାମିଲ ଫିଲ୍ମ ‘ଜୟ ଭୀମ’କୁ ମିଳୁଛି ପ୍ରଶଂସା । ବିଭିନ୍ନ ମହଳରୁ ଫିଲ୍ମକୁ ପସନ୍ଦ କରାଯାଇଛି । ଫିଲ୍ମର ଚିତ୍ରନାଟ୍ୟ, କାହାଣୀ, ଅଭିନୟ ଦର୍ଶକଙ୍କ ଥମ୍ସ ଅପ୍ ମିଳିଛି। ‘ଜୟ ଭୀମ୍’ ଫିଲ୍ମର କାହାଣୀ ତାମିଲନାଡ଼ୁର ବହୁଚର୍ଚ୍ଚିତ ୧୯୯୩ ବିନ୍ଦ୍ରାଞ୍ଚଳମ୍ ହାଜତ ମୃତ୍ୟୁ ମାମଲା ଉପରେ ଆଧାରିତ।
ଦୋକାନୀଙ୍କ କି ସାହସ, ତେଲ କଡ଼େଇରୁ ହାତରେ ଚିକେନ୍ ଛାଣି ଆଣୁଛନ୍ତି ।
ପୁଣି ଭାରତ ବିରୋଧରେ ଜାଲ ବିଛାଉଛି ଚୀନ୍ । ପାକିସ୍ତାନକୁ ସାହାଯ୍ୟ କରି ଭାରତକୁ ଟାର୍ଗେଟ କରୁଛି ।
ଡାଇମଣ୍ଡ ଦେଖିବାକୁ ବହୁତ ସୁନ୍ଦର ଲାଗେ ନା । ଆଉ ସମୁଦ୍ର ବେଳାଭୂମି ବି ବେଶ୍ ମନମୁଗ୍ଧକର ଲାଗେ । ତେବେ ଭାବନ୍ତୁ ଏହି ଦୁଇଟି ଯାକ ଯଦି ମିଶି ଯିବ ତେବେ କଣ ହେବ । ଅର୍ଥାତ୍ ଏକ ସୁନ୍ଦର ସମୁଦ୍ର ବେଳାଭୂମିରେ ଆପଣ ସବୁଠାରେ କେବଳ ଡାଇମଣ୍ଡ ହିଁ ଡାଇମଣ୍ଡ ପାଇଯିବେ । ଆଉ ଏହି ବେଳାଭୂମିର ବିଶେଷତ୍ୱ ହେଉଛି ପ୍ରତିକ୍ଷଣରେ ରୂପ ବଦଳାଇଥାଏ । ତେବେ ଭାବନ୍ତୁ ସ୍ଥାନର ଦୃଶ୍ୟ କେତେ ବିଚିତ୍ର ଆଉ ମନମୁଗ୍ଧକର ଲାଗିବ । ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳେ ଆଇସଲ୍ୟାଣ୍ଡର ଏକ ବେଳାଭୂମିରେ, ସତରେ କଣ ଏହି ବେଳାଭୂମିରେ ଡାଇମଣ୍ଡ ମିଳେ, ନା ଆଉ କିଛି ରହସ୍ୟ ରହିଛି…
ଆଜି ଆମେ ଆପଣଙ୍କ ପାଇଁ ସାକଳର ବ୍ରେକଫାଷ୍ଟ ପାଇଁ ଏକ ନିଆରା ଦୋସା ରେସିପି ବନେଇବୁ । ଏହି ଦୋସାର ରେସିପିକୁ ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଶେଜ୍ୱାନ୍ ଦୋସା’ ।
କୁହାଯାଏ ପ୍ରେମ ଶାଶ୍ୱତ ଓ ଚୀରନ୍ତନ ସତ୍ୟ। ପ୍ରେମ ପାଇଁ ଯାଇଛି ଅନେକ ଜୀବନ। କିନ୍ତୁ ଆଜିର ସମାଜରେ ପ୍ରେମ ହୋଇଛି ଦିଗହରା। ଜଣେ ବ୍ୟକ୍ତି ସହିତ ଅନ୍ୟଜଣେ ସବୁଦିନ ପାଇଁ ରହିବା ମନଭାବ ଆଉ ନାହିଁ। ସେ ପୁରୁଷ ହେଉ କି ନାରୀ ଜଣକୁ ପ୍ରେମ କରୁଥିଲେ ବି ମନରେ ଆଉ ଜଣେ ଆସି ଘର କରିଯାଉଛି। ଏଠି ସୃଷ୍ଟି ହେଉଛି ପ୍ରେମରେ ଫାଟ। କିନ୍ତୁ ଏ ଦୁନିଆରେ ଏମିତି ବି ଜାଗା ଅଛି, ଯେଉଁଠି ଜଣେ ପୁରୁଷ ୩ଟି ଲେଖାଏଁ ପ୍ରେମିକା ଧରି ବୁଲୁଛି।
ଆଜି୨୦୨୧ ମସିହା, ନଭେମ୍ୱର ମାସ, ୯ ତାରିଖ, ମଙ୍ଗଳବାର ତୁଳା ୨୪ ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ,ପଞ୍ଚମୀ ଭୁକ୍ତ, ଷଷ୍ଠୀ ତିଥି,ପୂର୍ବାଷାଢା ନକ୍ଷତ୍ର, ଧନୁ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ବାକି ୩୬ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏସ୍ଏନସିୟୁ ଓ୍ୱାର୍ଡରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ବିବାହ ସମୟ ଯେତେ ପାଖେଇ ଆସେ ଝିଅ ନିଜକୁ ସେତେ ସଜ କରେ। କାରଣ ସେ ତା’ର ମନ ମଣିଷକୁ ଦେଖେଇବାକୁ ଚାହେଁ ଯେ ସେ ହେଉଛି ଦୁନିଆର ସବୁଠାରୁ ସୁନ୍ଦରୀ ଯୁବତୀ। କିନ୍ତୁ ଏ ଦୁନିଆରେ ଏପରି ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ବିବାହ ପୂର୍ବରୁ ଝିଅର ଶରୀରକୁ ବିକୃତ କରାଯାଏ। ତାକୁ କାଦୁଅ ଓ ବିଭିନ୍ନ ପ୍ରକାର ଆବର୍ଜନାରେ ସ୍ନାନ କରାଯାଏ। ଏହି ପରମ୍ପରା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।