• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Yash

Kareena kapoor confirms the news of joining toxic will south debut
'ଟକ୍ସିକ୍'ରେ ୟଶଙ୍କ ସହ କିଏ କରିବେ ରୋମାନ୍ସ; ସାଇ ପଲ୍ଲଭୀ ନା କରୀନା କପୁର…

ଶୁଣିବାକୁ ମିଳୁଛି ଯେ କରୀନା କପୁର, ୟଶଙ୍କ ଆଗାମୀ ଚଳଚ୍ଚିତ୍ର 'ଟକ୍ସିକ୍'ରେ ସାମିଲ ହୋଇପାରନ୍ତି ଏବଂ କନ୍ନଡ ସିନେମାରେ ତାଙ୍କର ଡେବ୍ୟୁ ଆରମ୍ଭ କରିପାରନ୍ତି। ଗତ ବର୍ଷ ଏହି ପ୍ରକଳ୍ପ ଘୋଷଣା ହୋଇଥିଲା ଏବଂ ଡିସେମ୍ବରରେ ଏହାର ଟାଇଟଲ୍ ଉନ୍ମୋଚନ କରିଥିଲେ ୟଶ।

Arun govil to play dashrath in nitesh tiwari Ramayana
ଫିଲ୍ମ 'ରାମାୟଣ'ରେ ରାମ ହେବେ ରଣବୀର; ଆଶ୍ଚର୍ଯ୍ୟ କରିବ ଅରୁଣ ଗୋଭିଲ୍‌ଙ୍କ ଭୂମିକା

ନୀତେଶ ତିୱାରୀଙ୍କ ଫିଲ୍ମ 'ରାମାୟଣ' ଦୀର୍ଘ ଦିନ ଧରି କାଷ୍ଟିଂକୁ ନେଇ ଚର୍ଚ୍ଚା ସୃଷ୍ଟି କରିଆସୁଛି। ଫିଲ୍ମରେ ପ୍ରଭୁ ରାମ, ମାତା ସୀତା, ହନୁମାନ ଓ ରାବଣ ଭୂମିକାରେ ଅଭିନେତା ଚୟନ ସରିଥିବା ବେଳେ ବର୍ତ୍ତମାନ ଅଯୋଧ୍ୟା ନରେଶ ଦଶରଥ ଭୂମିକାରେ ଯାହାଙ୍କ ନାଁ ଚୟନ ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ।

Who will play goddess sita in nitesh tiwari Ramayana
ରଣବୀରଙ୍କ 'ରାମାୟଣ'ରେ କିଏ ହେବ ସୀତା… ସାଇ ପଲ୍ଲଭୀ ନା ଜାହ୍ନବୀ କପୁର

ରଣବୀରଙ୍କ 'ରାମାୟଣ'ରେ ସାଇ ପଲ୍ଲଭୀ ମାତା ସୀତା ଭୂମିକାରେ ନଜର ଆସିବେ ବୋଲି ପୂର୍ବରୁ କୁହାଯାଇଥିଲା। ନିକଟରେ ଆଉ ଏକ ଖବର ଆସିଥିଲା ଯେ ନିର୍ମାତା ସାଇ ପାଲ୍ଲଭୀଙ୍କୁ ରିପ୍ଲେସ୍ କରି ଜାହ୍ନବୀ କପୁରଙ୍କୁ ମାତା ସୀତାଙ୍କ ଭୂମିକା ପାଇଁ ଚୟନ କରିଛନ୍ତି। ଦର୍ଶକ ଦ୍ୱନ୍ଦ୍ୱରେ ଥିବାବେଳେ ଏମିତି ଆସିଲା ଖବର…

Kgf actor yash announce his new movie
ପ୍ରଶଂସକଙ୍କୁ ଚମକେଇଲେ ୟଶ୍; ଘୋଷଣା କଲେ ନୂଆ ଫିଲ୍ମ

‘କେଜିଏଫ୍’ ଫେମ୍ ୟଶ ତାଙ୍କର ନୂଆ ଫିଲ୍ମ ଘୋଷଣା କରିଛନ୍ତି। ସାଉଥ୍ ରକିଂ ଷ୍ଟାର୍ ୟଶଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଏକ ନୂଆ ଫିଲ୍ମକୁ ଅପେକ୍ଷା କରିଥିଲେ, ଯାହାର ଅପେକ୍ଷା ବର୍ତ୍ତମାନ ଶେଷ ହେବାକୁ ଯାଉଛି।

Unknown facts of kgf star Yash
Happy Birthday Yash: ବସ୍‌ ଡ୍ରାଇଭରଙ୍କ ପୁଅ କେମିତି ହେଲେ ସୁପର୍‌ଷ୍ଟାର୍

ବାପା ବସ୍ ଚଳେଇ ପରିବାର ଚଳଉଥିଲେ। ପୁଅ ଚାହୁଥିଲେ ଅଭିନେତା ହେବା ନେଇ। ଏନେଇ ତାଙ୍କୁ କରିବାକୁ ପଡିଛି କଠିନ ପରିଶ୍ରମ। ସେ ହେଲେ KGF ଷ୍ଟାର୍ ୟଶ୍। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିନେବା ତାଙ୍କୁ ନେଇ କିଛି ରୋଚକ ତଥ୍ୟ।

In Brahmastra-2 not Ranveer Singh but KGF star Yash to play
'ବ୍ରହ୍ମାସ୍ତ୍ର ୨'ରେ ଦେବ ଭୂମିକାରେ ନଜର ଆସିବେ କନ୍ନଡର ଏହି ସୁପରଷ୍ଟାର୍

'ବ୍ରହ୍ମାସ୍ତ୍ର ୨'ରେ ଦେବ ଭୂମିକାରେ କିଏ ଅଭିନୟ କରିବେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଏହି ଚରିତ୍ରକୁ ନେଇ କେତେବେଳେ ରଣବୀର ସିଂହଙ୍କ ନାମ ଆସିଛି ତ ପୁଣି କେତେବେଳେ ହ୍ରିତିକ ରୋଶନ। ଏବେ ଏମିତି ଜଣେ ସୁପରଷ୍ଟାରଙ୍କ ନାମ ଆସିଛି ଯାହାକୁ ନେଇ ତାଙ୍କ ପ୍ରଶଂସକଙ୍କ ଖୁସି ସୀମା ପାର ହୋଇଯିବ।

Kannada film industry would shut down anytime
ମରିଯାଇଥାନ୍ତା କନ୍ନଡ ସିନେମା; କେଜିଏଫ୍ ଦେଲା ନୂଆ ଜୀବନ

କିଛି ବର୍ଷ ପୂର୍ବେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅବସ୍ଥା ଏପରି ଥିଲା ଯେ ଏହା ଯେକୌଣସି ସମୟରେ ବି ବନ୍ଦ ହୋଇଯାଇଥାନ୍ତା। କିନ୍ତୁ ଜଣେ ହିଁ ବ୍ୟକ୍ତି ଥିଲେ ଯିଏ ଫିଲ୍ମ ନିର୍ମାଣ ଏବଂ ସେସବୁରେ ବହୁ ଅର୍ଥ ଖର୍ଚ୍ଚ କରିବାରେ ବିଶ୍ୱାସ କରୁଥିଲେ। ସେହି ବ୍ୟକ୍ତି ‘କେଜିଏଫ୍’ ତିଆରି କରି ଇତିହାସ ସୃଷ୍ଟି କରିଥିଲେ।

Yash could not break the record of Salman Khan
ସବୁ ରେକର୍ଡ କାଟିଥିଲେ ବି ସଲମାନଙ୍କ ଆଗରେ ଫେଲ୍ ମାରିଲା 'KGF ୨'

ରେକର୍ଡ ଭଙ୍ଗା ରୋଜଗାର କରିଛି 'KGF ୨'। ଚଳିର ବର୍ଷର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ହୋଇଛି। କିନ୍ତୁ କାଟି ପାରିନି ସଲ୍‌ମାନ୍‌ ଖାନ୍‌ଙ୍କ ରେକର୍ଡ। ଆଜି ବି ଭାଇଜାନ ଆଗରେ।

Yash once bringing tea and cigarettes for senior directors
ସିନିୟରଙ୍କ ପାଇଁ ଦିନେ ଚା’-ସିଗାରେଟ୍ ଆଣୁଥିଲେ କେଜିଏଫ୍ ଫେମ୍ ୟଶ

ଗ୍ଲାମର ଦୁନିଆରେ ଯେଉଁମାନେ ତୃଣମୂଳ ସ୍ତରରୁ ଆସିଥାନ୍ତି ସେମାନଙ୍କୁ ଅନେକ ଷ୍ଟ୍ରଗଲ କରିବାକୁ ହୋଇଥାଏ। ସିନିୟରମାନଙ୍କ ଆଗରେ ମୁଣ୍ଡ ନଇଁ ଚାଲିବାକୁ ହୋଇଥାଏ। ସେମାନଙ୍କ ପାଇଁ ଚା’ ସିଗାରେଟ ମଧ୍ୟ ଆଣିବାକୁ ହୋଇଥାଏ। ଏଥିରୁ ବି ମୁକୁଳି ପାରି ନଥିଲେ କେଜିଏଫ୍ ତାରକା ୟଶ।

Teenager recreates Rocky Bhai's iconic smoking scene
ମହଙ୍ଗା ପଡ଼ିଲା ‘KGF 2’ ନିଶା: ରକି ଭାଇଙ୍କ ସିଗାରେଟ୍‌ ଟାଣିବା ଷ୍ଟାଇଲ୍‌କୁ କପି କରି ହସ୍ପିଟାଲ୍‌ରେ ନାବାଳକ

ମହଙ୍ଗା ପଡ଼ିଲା ‘KGF 2’ ନିଶା। ୟଶ୍‌ ଓରଫ ରକି ଭାଇଙ୍କ ସିଗାରେଟ୍‌ ଟାଣିବା ଷ୍ଟାଇଲ୍‌କୁ କପି କରି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଜଣେ ନାବାଳକ।

KGF  top 15 dialogues of Yash
ଏହି ୧୫ ଡାଏଲଗ୍‌ KGF କୁ କରିଦେଲା ସୁପର୍‌ହୀଟ୍, ଆପଣ ବି ପଢିଲେ ନିଆଁ ଲାଗିଯିବ

KGF କେବଳ ବକ୍ସ ଅଫିସ୍‌କୁ ଦୋହଲେଇ ଦେଇନି ନାହିଁ ବରଂ ଦର୍ଶକଙ୍କୁ ପାଗଳ ମଧ୍ୟ କରିଦେଇଛି। ଏହା ପଛରେ ରହିଛି ଦମଦାର୍ ଡାଏଲଗ୍। ଆଜି ଏହିସବୁ ଡାଏଲଗ ଲୋକଙ୍କ ମୁହଁରେ। ଆସନ୍ତୁ ଏମିତି ୧୫ଟି ଡାଏଲଗ୍ ଜାଣିନେବା ଯାହା ମନରେ ନିଆଁ ଲଗେଇ ଦେବ।

Father bus driver and son king of box office
ବସ୍‌ ଡ୍ରାଇଭରଙ୍କ ପୁଅ ୟଶ ଆଜି ସାରା ଦେଶରେ ପରିଚିତ

'କେଜିଏଫ୍ ୨' ଆଜି ୟଶଙ୍କୁ ଘରେ ଘରେ ପରିଚୟ କରେଇଛି। ତେବେ ୟଶ ରକୀ ଭାଇ ହେବା ଏବଂ ସାରା ଦେଶରେ ଛାଇ ହୋଇଯିବା ପଛର କାହାଣୀ ଏତେ ସହଜ ନୁହେଁ। ବାପା ବସ୍ ଡ୍ରାଇଭର ଥିବା ବେଳେ ପୁଅ କେମିତି ହେଲେ ବସ୍ ଅଫିସ୍ କିଙ୍ଗ ଆସନ୍ତୁ ଜାଣିବା।

KGF 2
ସବୁ ରେକର୍ଡ ଭାଙ୍ଗିଲା KGF 2 ! ୪ ଦିନରେ ୫୫୧.୮୩ କୋଟି

ୟଶଙ୍କ ସହ ଶ୍ରୀନଧି ଶେଟ୍ଟୀ, ସଞ୍ଜୟ ଦତ୍ତ, ରବିନା ଟଣ୍ଡନ, ପ୍ରକାଶ ରାଜଙ୍କ ଭଳି ବଡ଼ ବଡ଼ କଳାକାରଙ୍କ ଏହି ଫିଲ୍ମ ରବିବାର ହିନ୍ଦୀ ବ୍ୟତୀତ ଅନ୍ୟ ଭାଷାରେ ମଧ୍ୟ ଖୁବ୍‌ ଧୁମ୍‌ ମଚାଇଛି ।

KGF 2 expected to beat  pushpa and RRR box office collection
ଅଲ୍ଲୁ ଅର୍ଜୁନ ଓ ରାମ ଚରଣଙ୍କ ଉପରେ ଭାରି ପଡିଲେ ୟଶ୍; ଜାଣନ୍ତୁ କାହିଁକି

'କେଜିଏଫ୍ ୨' ଆଗୁଆ ବୁକିଂ ବଡ ବଡ ତାରକାଙ୍କ ଫିଲ୍ମକୁ ପଛରେ ପକେଇ ଦେଇଛି। ଏହା ପରେ, ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସ୍ ଜବରଦସ୍ତ ବ୍ୟବସାୟ କରିଛି। 'କେଜିଏଫ୍ ୨'ର ଏପରି କ୍ରେଜ୍ ଦେଖି ଏହା ସ୍ପଷ୍ଟ ହୋଇଛି ଯେ ରୋଜଗାର ଦୃଷ୍ଟିରୁ ବକ୍ସ ଅଫିସରେ ପୁଷ୍ପା, ଆର୍‌ଆର୍‌ଆର୍‌ ଭଳି ବଡ ବଜେଟ୍ ଫିଲ୍ମକୁ ବି ପଛରେ ପକେଇଦେବ।

KGF Chapter 2- Monster Swag Of Rocky Bhai Aka Yash Driving One & All Crazy, Sets New Record
ବୋବାଲ ମଚାଉଛି KGF2, ଗୋଟିଏ ଦିନରେ ଆୟ ୧୩୪ କୋଟି !!

ସମସ୍ତଙ୍କୁ ପଛରେ ପକାଇଲା KGF-2। ମାତ୍ର ୨୪ ଘଂଟାରେ ଆୟ କଲା ୧୦୦ କୋଟିରୁ ଅଧିକ ଟଙ୍କା...ରାତି ୩ଟାରୁ ଫିଲ୍ମ ଚାଲୁଛି, ହେଲେ ପ୍ରତି ଥର ହାଉସ୍‌ଫୁଲ୍‌ ରହୁଛି। ଦର୍ଶକଙ୍କ ମନରେ ରହିଛି ପ୍ରବଳ ଉତ୍କଣ୍ଠା

Yash  talked about kgf success
ଭାରତୀୟ ସିନେମାକୁ ଆଗକୁ ନେବାର ଅଛି; ପରସ୍ପର ସହ ନ ଲଢି ବିଶ୍ୱର ବାକି ଶିଳ୍ପ ସହ ଲଢିବାକୁ ହେବ: ୟଶ୍

ଜଣେ ଷ୍ଟାର୍‌ ଯେଉଁ ଶିଳ୍ପରୁ ଆସୁନା କାହିଁକି, ଆପଣମାନେ ତାଙ୍କୁ ସମର୍ଥନ କରିବାକୁ ୟଶ୍‌ କହିଛନ୍ତି। ଏହା ଦ୍ୱାରା ଆମେ ଆମର ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଆହୁରି ବଡ଼ କରିବାକୁ ସମର୍ଥ ହେବା। ପରସ୍ପର ସହ ଲଢିବା ପରିବର୍ତ୍ତେ ଆମକୁ ବିଶ୍ୱର ବାକି ଶିଳ୍ପ ସହ ଲଢିବାକୁ ହେବ ବୋଲି ସେ କହିଛନ୍ତି।