JEE Advanced 2022: IIT JEE exam rescheduled, to be conducted on August 28
ଘୁଞ୍ଚିଲା JEE(ଆଡଭାନ୍ସଡ୍)-୨୦୨୨ପରୀକ୍ଷା । ଆସନ୍ତା ଅଗଷ୍ଟ ମାସ ୨୮ ତାରିଖକୁ ଘୁଞ୍ଚିଲା ପରୀକ୍ଷାର ତାରିଖ । ଦୁଇଟି ସିଟିଂରେ ହେବ ପରୀକ୍ଷା । ପୂର୍ବରୁ ଜୁଲାଇ ୩ରେ JEE (ଆଡଭାନ୍ସଡ୍) ହେବାକୁ ସ୍ଥିର ହୋଇଥିଲା ।
Advertisment
(JEE Advanced 2022)ସୂଚନା ଅନୁସାରେ, ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ଅଗଷ୍ଟ ୧୧ ତାରିଖରୁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଅଗଷ୍ଟ ୨୩ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ । ସେହିପରି ସେପ୍ଟେମ୍ୱର ୩ ତାରିଖରେ ୱେବ୍ସଇଟ୍ରେ ଉତ୍ତର ଖାତା ଉପଲବ୍ଧ ହେବ । ଏହାସହ ସେପ୍ଟେମ୍ୱର ୧୧ ତାରିଖରେ ରେଜଲ୍ଟ ଘୋଷଣା କରାଯିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)