ନ୍ୟାସ୍ନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସ୍ନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (ଏନ୍ସିଆର୍ଟି) ରେ ଇ-ବିଦ୍ୟା ପ୍ରକଳ୍ପରେ ନିୟୋଜିତ ହେବା ପାଇଁ ଦକ୍ଷ ବୃତ୍ତିଗତମାନେ ଆବେଦନ କରିବାକୁ ଆହ୍ୱାନ କରାଯାଇଛି।