ଦିଲ୍ଲୀର ରୋହିଣୀ କୋର୍ଟ ପାଖରେ ଗୁଳିକାଣ୍ଡ । ଆଜି ସକାଳେ କୋର୍ଟ ଚାଲିଥିବାବେଳେ ରୋହିଣୀ କୋର୍ଟ ନିକଟରେ ଗୁଳିକାଣ୍ଡ ହୋଇଛି ।
ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା କାର୍। ଆଉ ଗାଡ଼ି ଭିତରେ ଥିବା ଗୋଟିଏ ପରିବାରର ୫ ଜଣ ଜୀଅନ୍ତା ଜଳିଗଲେ। ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।
ପାକ୍ର ନୂଆ ଷଡ଼ଯନ୍ତ୍ର । ସ୍ୱାଧୀନ କାଶ୍ମୀର ରାଷ୍ଟ୍ର ଗଠନ ପାଇଁ ପ୍ରୟାସ କରୁଛି ପାକିସ୍ତାନ ।
ଶେଷର ରିଲିଜ୍ ହେଲା ବଲିଉଡ୍ ଅଭିନେତା ସାହିଦ୍ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସିି’(Jersey)। ୪ ଥର ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚିବା ପରେ ଶେଷରେ ଆଜି ରିଲିଜ୍ ହୋଇଛି।
ଆଜି ଦିଲ୍ଲୀରେ ମୋଦି-ଜନସନ ସାକ୍ଷାତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ପରସ୍ପରକୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ।
ଜାମ୍ମୁ କାଶ୍ମୀରର ସୁଞ୍ଜଓ୍ୱାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାତୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।
ହ୍ରଦର ନାମ ନାଟ୍ରନ୍। ପାଣି କ୍ଷାରୀୟ। ଏହି ହ୍ରଦ ଅତ୍ୟନ୍ତ ବିପଜ୍ଜନକ। କୁହାଯାଏ ଯେ ଏହି ହ୍ରଦ ସଂସ୍ପର୍ଶରେ ଆସୁଥିବା ଜୀବ ପଥରରେ ପରିଣତ ହୋଇଯାଆନ୍ତି।
ବେକ ଯନ୍ତ୍ରଣାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଏପରି ହେଲେ ଏହା ଶରୀରର ଅନ୍ୟ ଅଙ୍ଗ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। କିଛି ଲୋକଙ୍କ କ୍ଷେତ୍ରରେ ଏହି ଯନ୍ତ୍ରଣା ବଢି ପିଠି ଏବଂ କାନ୍ଧରେ ପହଞ୍ଚିଯାଏ। ତେବେ ଆସନ୍ତୁ ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କେଉଁ ସବୁ ଆସନ ଦରକାର ସେ ବିଷୟରେ ଜାଣିନେବା।
ଶିକ୍ଷିତ ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଭଲ ନ ଥିବାରୁ ସୁଇପର ଭାବରେ କାମ କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ତାଙ୍କର ଦକ୍ଷତା ଓ ପରିଶ୍ରମ ଲୁଚି ରହିଲା ନାହିଁ। ତାଙ୍କର ଜୋସ୍ ତାଙ୍କୁ ସଫଳତା ଦେଇଥିଲା। ସେ ହେଉଛନ୍ତି ହାଇଦ୍ରାବାଦର ପୋଷ୍ଟ୍ ଗ୍ରାଜୁଏଟ୍ ସୁଇପର ଅମ୍ବି ରଜନୀ।
ବିଶ୍ୱର ସବୁଠୁ ଶକ୍ତିଶାଳୀ କୁହାଯାଉଥିବା ସରମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଋଷ । ପ୍ଲେସେସ୍କ କଷମୋଡ୍ରମରୁ ଏହି ପରୀକ୍ଷଣ କରାଯାଇଛି ।
ବିଶ୍ୱର ସବୁଠୁ ବୟସ୍କ ପାଣୀ ପାଲଟିଛି ଜୋନାଥନ୍ କଇଁଛ । ଚଳିତ ବର୍ଷ ଜୋନାଥନ୍ ୧୯୦ ବର୍ଷରେ ପାଦ ଥାପିଛି ।
ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୨୨ ତାରିଖ, ଶୁକ୍ରବାର, ମେଷ ୯ ଦିନ,ବୈଶାଖମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି, ପୂର୍ବାଷାଢା ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଉତ୍ସବରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଉତ୍ସବ ଦିଲ୍ଲୀ ଶିଖ୍ ଗୁରୁଦ୍ୱାର ପରିଚାଳନା କମିଟି ସହଯୋଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆୟୋଜନ କରାଯାଇଛି ।
ଡିସିଜିଆଇର ଅନୁମତି ମିଳିଲେ ଏହି କରୋନା ଟିକା ପିଲାଙ୍କ ପାଇଁ ଜରୁରୀକାଳନୀ ବ୍ୟବହାର କରାଯାଇ ପାରିବ । ବାୟୋଲଜିକାଲ ଇ ଫାର୍ମା କମ୍ପାନୀ ପକ୍ଷରୁ ଏହି ସ୍ୱଦେଶୀ ଟିକା ପ୍ରସ୍ତୁତ ହୋଇଛି ।
ସାମନ ସ୍ଥିତି ବାଲେଶ୍ୱରରେ । ସଞ୍ଜ ନଇଁବା ମାତ୍ରେ ରାଜୁତି କରୁଛି ଅନ୍ଧକାର । ଏଠି ପାଓ୍ୱାରକଟ୍ ନିତିଦିନିଆ ହେଲାଣି । ଜିଲ୍ଲାର ସୋର, ସିମୁଳିଆ ଓ ଖଇରା ଅଚଂଳରେ ବି ଘନ ଘନ ପାଓ୍ୱାରକାଟ୍ରେ ଅସ୍ତବ୍ୟସ୍ତ ହୋଇଗଲେଣି ବିଦ୍ୟୁତ୍ ଉପଭୋକ୍ତା ।
ମହତାବଜୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକ ମହୋଦୟ ରାଜନୈତିକ ସଂପର୍କରେ ଗୁରୁ-ଶିଷ୍ୟ ହେଲେ ହେଁ ବାସ୍ତବରେ ସେମାନେ ଥିଲେ ବିଚକ୍ଷଣ ରାଜନୀତିଜ୍ଞ। ସେମାନଙ୍କ ରାଜନୈତିକ ଜୀବନରେ ବହୁ ସାମଞ୍ଜସ୍ୟ ଥିବାରୁ ଜାନକୀବାବୁଙ୍କୁ ‘ଓଡ଼ିଶାର ଦ୍ୱିତୀୟ ମହତାବ’ ବୋଲି କୁହାଯାଏ।
ଯଦି କେହି ଏହି ଦୋକାନରୁ ମୋବାଇଲ୍ କିମ୍ବା ଅନ୍ୟ କୌଣସି ଆସେସୋରିଜ୍ କିଣନ୍ତି, ତେବେ ସେ ମାଗଣା ପେଟ୍ରୋଲ ଏବଂ ଲେମ୍ବୁ ପାଇବେ। ଆସନ୍ତୁ ଜାଣିବା କେଉଁଠି ଅଛି ଏହି ଦୋକାନ।
ଅମିତାଭ ବଚ୍ଚନ ଦେଖେଇଲେ ନିଆରା ଆକ୍ସନ। ଟାଇଗର ଶ୍ରଫ୍ଙ୍କ ପରି ଏକ୍ରୋବେଟିକ୍ ମୁଭ୍ସ ସହିତ ଏୟାର କିକ୍ କରୁଥିବା ଦେଖେଇଛନ୍ତି। ଏବେ ବଲିଉଡ୍ ମେଗାଷ୍ଟାର୍ଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି।
ଟ୍ୱିଟରକୁ ଜୋରଜବରଦସ୍ତ ଅଧିଗ୍ରହଣ କରିବାକୁ ଏଲନ ମସ୍କ ଲାଗିପଡ଼ିଛନ୍ତି। ଯାହାକୁ ନେଇ ଟ୍ୱିଟରର ବୋର୍ଡ ମେମ୍ବର୍ସ ଏବଂ ମସ୍କଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ବୋର୍ଡର ସଦସ୍ୟମାନେ ଏଲନ ମସ୍କଙ୍କୁ ଚେକ୍ ଦେବା ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି।
ମୁଣ୍ଡର ଓ୍ୱିଗ୍ ତଥା ନକଲି ଚୁଟି ଭିତରେ ରଖା ଯାଇଥିଲା ଗୁଣ୍ଡ ସୁନା। ଏହାସହ ମଳଦ୍ୱାରରେ ମଧ୍ୟ ଗୁଣ୍ଡ ସୁନା ରଖି ଚୋରା ଚାଲାଣ ବେଳେ ଜଣେ ଯାତ୍ରୀ ଏୟାରପୋର୍ଟରୁ ଧରାପଡ଼ିଛନ୍ତି। ଯାତ୍ରୀ ଜଣକ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଧରାପଡ଼ିଛନ୍ତି।
ପ୍ରିୟଙ୍କା ଗୁପ୍ତା ବିହାର ପାଟନାର ମହିଳା ମହାବିଦ୍ୟାଳୟ ବାହାରେ ଚା ଦୋକାନ କରିଛନ୍ତି । ସେ ୨୦୧୯ ରେ ଅର୍ଥନୀତିରେ ସ୍ନାତକ ପାସ କରିଛନ୍ତି ।
ମାରିଉପୁଲ୍ ସହର ଉପରେ ବି କବଜା କଲେ ଋଷୀୟ ସୈନ୍ୟ । ତେବେ ଏନେଇ ସ୍ପଷ୍ଟ ହୋଇନଥିବା ବେଳେ ଋଷୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଋଷୀୟ ସେନା ମାରିଉପୁଲ ସହରରେ ଥିବା ଏକ ବିରାଟ ଇସ୍ପାତ କାରଖାନାରେ ଲୁଚି ରହିଥିବା ୟୁକ୍ରେନ୍ ସୈନ୍ୟଙ୍କୁ ଚାରିଆଡ଼ୁ ଘେରି ରହିଛନ୍ତି । ମାରିଉପୁଲ ୟୁକ୍ରେନ ଅକ୍ତିଆରରେ ଥିବା ଶେଷ ଗଡ଼ ବୋଲି କୁହାଯାଉଛି
ଗୁଜରାଟ ଅହମ୍ମଦାବାଦରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସେ ସାବରମତୀ ଆଶ୍ରମ ପରିଶଦର୍ଶନରେ ଯାଇଥିଲେ। ସେଠାରେ ସେ ମହାତ୍ମାଗାନ୍ଧୀଙ୍କ ଚରଖା ଚଲେଇଥିଲେ।
ରାତିରାତି ବାପାଙ୍କୁ ଫେମସ କଲା ପୁଅ । ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏହି ଘଟଣା।