କାଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆଜି ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାର ସେନାର ଅସ୍ଥାୟୀ ଅପରେଟିଂ ବେସ (TOB) ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏଥିରେ ପାଞ୍ଚ ଜଣ ଯବାନ ଏବଂ ଜଣେ ସ୍ପେଶାଲ୍ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।
ଗତକାଲି ଆତଙ୍କବାଦୀମାନେ ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ କରିଥିଲେ। ସହିଦ ୫ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ଲାନ୍ସ ନାଏକ ଦେବାଶିଷ ବିଶ୍ୱାଳ ଅଛନ୍ତି। ଦେବାଶିଷଙ୍କ ବିୟୋଗ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ପୁଣି ଆଉ ଏକ ଷଡ଼ଯନ୍ତ୍ର ପଣ୍ଡ । ସିଧରାରେ ଲୁଚି ରହିଥିବା ତିନି ଆତଙ୍କବାଦୀଙ୍କୁ ନିପାତ କଲା ସେନା ।
ଜମ୍ମୁ ଓ କାଶ୍ମୀର ପୁଲଓ୍ବାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା...
ସାମ୍ନାକୁ ଆସିଲା ଜାମ୍ମୁ ଓ କାଶ୍ମୀରର ସୁଞ୍ଜଓ୍ୱାନା କ୍ୟାଣ୍ଟନମେଣ୍ଟ ରାସ୍ତାରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡର ଭିଜୁଆଲ । ରାତି ଅଧରେ କିଭଳି ଆତଙ୍କବାଦୀମାନେ ସିଆଇଏସ୍ଏଫ୍ ଯବାନଙ୍କ ଗାଡ଼ିକୁ ଅଟକାଇ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କଲେ ସେହି ଆକ୍ରମଣର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଜାମ୍ମୁ କାଶ୍ମୀରର ସୁଞ୍ଜଓ୍ୱାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାତୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।
ଏନ୍କାଉଣ୍ଟରେ ସହିଦ୍ ହେଲେ ୨ ଯବାନ୍ । ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧାର ସବ ଡିଭିଜନର ନାର ଖାସ ଜଙ୍ଗଲରେ ଚାଲିଥିବା ଏକ ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ୨ଜଣ ଯବାନ ସହିଦ୍ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ଏନକାଉଣ୍ଟରରେ ୩ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ଶୋପିଆନ୍ରେ ଆଜି ସକାଳେ ଏକ ଏନ୍କାଉଣ୍ଟର ହୋଇଥିଲା । ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଇଥିବା ଏହି ଏନକାଉଣ୍ଟରରେ ଲଶ୍କର-ଇ-ତାଇବାର ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଜମ୍ମୁ-କାଶ୍ମୀର ବାରମୁଳା ଜିଲ୍ଲାର ସୋପାରରେ ଆଜି ସେନା-ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଆତଙ୍କୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ସୁରକ୍ଷାକମୀ
ଜମ୍ମୁ-କାଶ୍ମୀରର ପୁଲ୍ୱାମାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟର ଲସ୍କର-ଇ-ତୋଇବା କମାଣ୍ଡର ଅବୁ ହୁରାଇରା ଓ ଆଉ ୨ ଜଣ ଆତଙ୍କବାଦୀ ଅଛନ୍ତି।
ଜାମ୍ମୁ-କାଶ୍ମୀରର ପୁଲଓ୍ୱାମା ପୁଚାଲ ଅଞ୍ଚଳରେ ହୋଇଛି ଏନ୍କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।