ଜବତ ମୋଟ ୪୦ କେଜି ସୁନା ମଧ୍ୟରୁ ୩୬ କେଜି ସୁନାର କାଗଜପତ୍ର ଠିକଠାକ ରହିଛି । ସେହିପରି ୧ କୁଇଣ୍ଟାଲ ୨୦ କେଜି ରୂପାର କାଗଜପତ୍ର ମଧ୍ୟ ସଠିକ୍ ଥିବା ସୂଚନା ମିଳିଛି ।
ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୨ କୋଟି ୭୯ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି । ଦୁବାଇରୁ ଭୁବନେଶ୍ୱର ଆସୁଥିବା ୪ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ କରାଯାଇଛି ।
ଲକ୍ଷେ କି କୋଟିଏ ନୁହଁ । ୬ କୋଟିରୁ ଅଧିକ ମୂଲ୍ୟର ସୁନା ଚୋରା ଚାଲାଣ ବେଳେ ମାଡ଼ି ବସିଛି ଡିରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ-DRI ।
ହେୟାର କ୍ଲିପ୍କୁ ରୋଡିୟମ୍ କୋଟିଂ କରି ସୁନା ଲୁଚାଇ ନେବାବେଳେ ଜଣେ ଯାତ୍ରୀ ଏୟାରପୋର୍ଟରୁ ଧରାପଡ଼ିଛନ୍ତି। ଏହାବ୍ୟତୀତ ତାଙ୍କ ଲଗେଜ୍ରୁ ଅନ୍ୟାନ୍ୟ ଅଳଙ୍କାର ଯଥା ମୁଦି, ଚୁଡ଼ି ମଧ୍ୟ ମିଳିଛି।
କଥାରେ ଅଛି, ଚୋର ଯେତେ ଚାଲାକି ହେଲେ ମଧ୍ୟ ଛୋଟ ଭୁଲ୍ ଧରାପକାଇ ଦେଇଥାଏ। ଏଭଳି କିଛି ଘଟିଛି ୭ ଯାତ୍ରୀଙ୍କ ସହ। ଆଉ ହାତରୁ ଚାଲି ଯାଇଛି କୋଟି କୋଟି ଟଙ୍କା।
ମୁଣ୍ଡର ଓ୍ୱିଗ୍ ତଥା ନକଲି ଚୁଟି ଭିତରେ ରଖା ଯାଇଥିଲା ଗୁଣ୍ଡ ସୁନା। ଏହାସହ ମଳଦ୍ୱାରରେ ମଧ୍ୟ ଗୁଣ୍ଡ ସୁନା ରଖି ଚୋରା ଚାଲାଣ ବେଳେ ଜଣେ ଯାତ୍ରୀ ଏୟାରପୋର୍ଟରୁ ଧରାପଡ଼ିଛନ୍ତି। ଯାତ୍ରୀ ଜଣକ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଧରାପଡ଼ିଛନ୍ତି।
ପ୍ରାୟ ୮ କିଲୋଗ୍ରାମରୁ ଅଧିକ ସୁନା ଜବତ କରିଛି ପୋଲିସ । ଖୋଜ୍ଜାପଲ୍ଲୀ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ଏହି ପରିମାଣର ସୁନା ଜବତ ହୋଇଛି ।