ଗତକାଲି ୟୁକ୍ରେନ୍ର ଚେର୍ଣ୍ଣିହିବ୍ରୁ ଏକ ଜୀବନ୍ତ ବୋମା ଉଦ୍ଧାର ହୋଇଛି । ପ୍ରାୟ ୫ ଶହ କିଲୋ ଓଜନ୍ର ଏହି ବୋମାକୁ ଚେର୍ଣ୍ଣିହିବ୍ ସହରର ଜନବସତିରୁ ଉଦ୍ଧାର କରାଯାଇଛି ।
ପଡ଼ୋଶୀ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଦେଖାଇଲା ଭାରତ। ପାକିସ୍ତାନରେ ପଢ଼ିଲେ ଭାରତରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ସୁଯୋଗ ମିଳିବନି ବୋଲି କୁହାଯାଇଛି।
ଜାହାଙ୍ଗୀରପୁରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅନ୍ସାରଙ୍କୁ ଗତକାଲି ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ପଚରାଉଚୁରା କରିଛନ୍ତି।
ଆଜି ୨୦୨୨ ମସିହା, ଏପ୍ରିଲ ମାସ ୨୩ ତାରିଖ, ଶନିବାର, ମେଷ ୧୦ ଦିନ,ବୈଶାଖମାସ କୃଷ୍ଣପକ୍ଷ, ସପ୍ତମୀ ଯୁକ୍ତ ଅଷ୍ଟମୀତିଥି, ଉତ୍ତରାଷାଢା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଦିଲ୍ଲୀରେ ବଢ଼ୁଥିବା କରୋନା କେସ୍ ଏବେ ସାରା ଦେଶ ପାଇଁ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟାରେ ବଢ଼ିଛି ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ।
ନଟରାଜସନ ଏମିତି ଏକ ଯୋଗ ଅଭ୍ୟାସ ଯାହାକୁ ଦୈନନ୍ଦିନ କରିବା ଦ୍ୱାରା ଶରୀରର ମେଟାବୋଲିଜିମ୍ ବୃଦ୍ଧି ହେବା ସହ ଓଜନ ହ୍ରାସ ହୁଏ। ବାହୁ, ଜଙ୍ଘ, ଗୋଡ, ଅଣ୍ଟା ଓ ପେଟ ସମେତ ସମଗ୍ର ଶରୀର ପାଇଁ ଏହା ଅତ୍ୟନ୍ତ ଉପକାରୀ।
ଘରେ ରହୁଥିଲେ, କିନ୍ତୁ ମୋଟା ଅଙ୍କର ଦରମା ପାଉଥିଲେ ମୋଗଲ ରାଣୀ ଓ ରାଜକୁମାରୀମାନେ। କିଏ ଏହି ପରମ୍ପରା ଆରମ୍ଭ କରିଥିଲେ। କେଉଁ ମହିଳା ପାଉଥିଲେ ସବୁଠାରୁ ଅଧିକ ଟଙ୍କା, ଜାଣିବା ପାଇଁ ପଢନ୍ତୁ…
କାର୍କୁ ହେଇଗଲା ହେଲିକପ୍ଟର। ଏନେଇ ଖର୍ଚ୍ଚ ହେଲା ସାଢେ ୩ ଲକ୍ଷ ଟଙ୍କା। କାର୍କୁ ଦେଖିବାକୁ ଜମୁଛି ଲୋକ ଭିଡ। ଲୋକମାନେ ଏହାକୁ ବିବାହ ପାଇଁ ବୁକିଂ ମଧ୍ୟ କରୁଛନ୍ତି। ଗୋଟିଏ ଭଡାକୁ ୧୧ ହଜାର ଟଙ୍କା।
ତାଙ୍କ ବୟସ ମାତ୍ର ଅଢେଇ ବର୍ଷ ହୋଇଥିବା ବେଳେ ସେ ୭୨ଟି ଅଦ୍ଭୁତ ଚିତ୍ର ତିଆରି କରି ତାଙ୍କ ନାମରେ ଏକ ଚମତ୍କାର ରେକର୍ଡ ତିଆରି କରିଛନ୍ତି। ୱାର୍ଲ୍ଡ ରେକର୍ଡ ସହିତ ଇଣ୍ଡିଆ ରେକର୍ଡ ମଧ୍ୟ କରିସାରିଲେଣି।
କୋର୍ବେଭାକ୍ସକୁ ଅନୁମୋଦନ ମିଳିଲେ ରାଜ୍ୟରେ କିଭଳି ହେବ ଏ ବର୍ଗଙ୍କ ଟିକାକରଣ ? ଏଥିପାଇଁ ପ୍ରସ୍ତୁତ ଅଛନ୍ତି ତ ରାଜ୍ୟ ସରକାର ?
ପ୍ରଧାନମନ୍ତ୍ରୀ ମୋଦି ମୁକ୍ତ, ଅବାଧ ଓ ନିୟମ ଭିତ୍ତିକ ଇଣ୍ଡୋ-ପାସିଫିକ୍ ଉପରେ ଗୁରୁତ୍ୱାରୋପ କରିବା ସହିତ, ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତକୁ ଐତିହାସିକ ବୋଲି କହିଛନ୍ତି ।
ଟାଇଗରଙ୍କ ଆଗାମୀ ଫିଲ୍ମର ଏକ ନୂଆ ଟ୍ରାକ୍ ରିଲିଜ୍ ହୋଇଛି। ଏହା ପୁରୁଣା ଫିଲ୍ମକୁ ମନେ ପକେଇଦେବ। ଏହା ହେଉଛି 'ମେରେ ନାଲ୍ ତୁ ହ୍ୱିସିଲ୍ ବାଜା ୨.୦'। ଏଥିରେ କୃତୀ ସେନନ୍ଙ୍କ ସହ ଧମାଲ କରୁଛନ୍ତି ଟାଇଗର୍।
NITରେ ନିଯୁକ୍ତି। ଭିଜିଟିଂ ଫାକଲ୍ଟିଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଅନ୍ୟାନ୍ୟ ସୁବିଧାଗୁଡ଼ିକର ଲାଭ ମଧ୍ୟ ମିଳିବ।
'କେଜିଏଫ୍ ୨' ଆଜି ୟଶଙ୍କୁ ଘରେ ଘରେ ପରିଚୟ କରେଇଛି। ତେବେ ୟଶ ରକୀ ଭାଇ ହେବା ଏବଂ ସାରା ଦେଶରେ ଛାଇ ହୋଇଯିବା ପଛର କାହାଣୀ ଏତେ ସହଜ ନୁହେଁ। ବାପା ବସ୍ ଡ୍ରାଇଭର ଥିବା ବେଳେ ପୁଅ କେମିତି ହେଲେ ବସ୍ ଅଫିସ୍ କିଙ୍ଗ ଆସନ୍ତୁ ଜାଣିବା।
କାହିଁକି ଟ୍ୱିଟରକୁ କିଣିବାକୁ ଚାହୁଁଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ? ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ବିବାହ ବନ୍ଧନରେ ବାନ୍ଧିହେଲେ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ।
ଯଦି କୌଣସି ଇ-ସ୍କୁଟରରେ ତ୍ରୁଟି ପରିଲକ୍ଷିତ ହୁଏ, ତା’ହେଲେ ସମ୍ପୃକ୍ତ ଇ-ଯାନ କମ୍ପାନୀ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରିବା ପାଇଁ ସରକାର ଯୋଜନା କରୁଥିବା ଜଣାପଡ଼ିଛି।
ଦୁଇ ଦିନିଆ ଭାରତ ଗସ୍ତ ଅବସରରେ ଭାରତର ସ୍ୱାଗତ ସମ୍ବର୍ଦ୍ଧନାରେ ଅଭିଭୂତ ହୋଇ ଏହା କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ।
କ୍ଷେପଣାସ୍ତ୍ର ମାଡ଼ କରି ଏଭଳି ଅତ୍ୟାଧୁନିକ ଓ୍ୱାରସିପକୁ ଏତେ ସହଜରେ ଧ୍ୱଂସ କରିଦିଆଯାଇ ପାରୁଛି, ତେବେ ଯୁଦ୍ଧ ବେଳେ ଏଗୁଡ଼ିକ କେତେ ନିର୍ଭରଯୋଗ୍ୟ ହେବ? ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।
ଲାଲୁ ଯାଦବଙ୍କୁ ଜାମିନ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ଦିଲ୍ଲୀର ରୋହିଣୀ କୋର୍ଟ ପାଖରେ ଗୁଳିକାଣ୍ଡ । ଆଜି ସକାଳେ କୋର୍ଟ ଚାଲିଥିବାବେଳେ ରୋହିଣୀ କୋର୍ଟ ନିକଟରେ ଗୁଳିକାଣ୍ଡ ହୋଇଛି ।
ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା କାର୍। ଆଉ ଗାଡ଼ି ଭିତରେ ଥିବା ଗୋଟିଏ ପରିବାରର ୫ ଜଣ ଜୀଅନ୍ତା ଜଳିଗଲେ। ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।
ପାକ୍ର ନୂଆ ଷଡ଼ଯନ୍ତ୍ର । ସ୍ୱାଧୀନ କାଶ୍ମୀର ରାଷ୍ଟ୍ର ଗଠନ ପାଇଁ ପ୍ରୟାସ କରୁଛି ପାକିସ୍ତାନ ।
ଶେଷର ରିଲିଜ୍ ହେଲା ବଲିଉଡ୍ ଅଭିନେତା ସାହିଦ୍ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସିି’(Jersey)। ୪ ଥର ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚିବା ପରେ ଶେଷରେ ଆଜି ରିଲିଜ୍ ହୋଇଛି।
ଆଜି ଦିଲ୍ଲୀରେ ମୋଦି-ଜନସନ ସାକ୍ଷାତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ପରସ୍ପରକୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ।