• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Shahid Kapoor

Shahid kapoor gets romantic with wife mira rajput in pool
Shahid Kapoor: ପୁଲ୍‌ରେ ଶାହିଦ-ମୀରାଙ୍କ ରୋମାଣ୍ଟିକ୍ ପୋଜ୍; ପାଣିରେ ଲାଗିଲା ନିଆଁ

ବଲିଉଡ୍‌ର ପ୍ରଶଂସକଙ୍କ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଶାହିଦ କପୁର ଏବଂ ମୀରା ରାଜପୁତ ଅନ୍ୟତମ। ଉଭୟଙ୍କ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହୁଏ। ନିକଟରେ ଶାହିଦ ତାଙ୍କ ଛୁଟିଦିନର କିଛି ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏଥିରେ ସେ ମୀରାଙ୍କ ସହ ପୋଖରୀରେ ରୋମାନ୍ସ କରୁଥିବା ଦେଖିବାକୁ ମିଳେ।

Shahid Kapoor
Bollywood: ୧୦୦ ଥର ରିଜେକ୍ଟ, ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍; ହେଲେ ଆଜି ସେ ସୁପରଷ୍ଟାର...

ବଲିଉଡ୍‌ର ରୋମାଣ୍ଟିକ ହିରୋ ଭାବେ ଜଣାଶୁଣା ଏହି ଅଭିନେତାଙ୍କୁ ଆଜି କୌଣସି ପରିଚୟ ଲୋଡା ନାହିଁ । ସେ ବ୍ୟାକ୍ ଟୁ ବ୍ୟାକ୍ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଫ୍ୟାନ୍ସଙ୍କୁ । ପିଲାଠୁ ଯୁବକ ସଭିଏଁ ତାଙ୍କର ଫ୍ୟାନ୍ସ । ହେଲେ ଦିନ ଥିଲା ଏହି ଅଭିନେତାଙ୍କ ହାତରେ ଗୋଟିଏ ବି ଫିଲ୍ମ ନଥିଲା । ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେବା ସହ ସେ ଡିପ୍ରେସନକୁ ଚାଲିଯାଇଥିଲେ...

shahrukh
Stars at IIFA: ଆଇଫାରେ ମେନ୍ ଇନ୍ ବ୍ଲାକ

ଆଇଫା ୱିକେଣ୍ଡ ୨୦୨୫ ଜୟପୁରରେ ଅନୁଷ୍ଠିତ ହେଉଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଠାରୁ ଶାହିଦ କପୁର ପର୍ଯ୍ୟନ୍ତ ଏକାଧିକ ଷ୍ଟାର ବ୍ଲାକ ଆଉଟଫିଟରେ ନଜର ଆସିଥିଲେ।

Shahid kapoor triptii dimri join vishal bhardwaj untitled action packed thriller film
ଆସୁଛି ସାଜିଦ ନାଡିୟାଡ୍‌ୱାଲାଙ୍କ ଆକ୍ସନ୍-ଥ୍ରୀଲର ଫିଲ୍ମ; ରୋମାନ୍ସ କରିବେ ଶାହିଦ-ତୃପ୍ତି

ଆଜି ସାଜିଦ ସୋସିଆଲ ମିଡିଆ ଆକାଉଣ୍ଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଆକ୍ସନ୍-ଥ୍ରୀଲର ଫିଲ୍ମର ଘୋଷଣା କରିଛନ୍ତି। ଏହି ଫିଲ୍ମରେ ଶାହିଦ କପୁର ଏବଂ ତୃପ୍ତି ଡିମ୍‌ରୀଙ୍କ ଯୋଡି ପ୍ରଥମ ଥର ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଦେବେ ବିଶାଲ ଭରଦ୍ୱାଜ।

Shahid kapoor opens up on his struggle of his career
ନେପୋଟିଜିମ୍‌କୁ ନେଇ ଶାହୀଦଙ୍କ କଡା ପ୍ରହାର; କହିଲେ କେହି ବିଏମ୍‌ଡବ୍ଲ୍ୟୁ ସହିତ ସଂଘର୍ଷ କରେନି

ଯେତେବେଳେ ବି ଜଣେ ଅଭିନେତାଙ୍କ କ୍ୟାରିୟର ବିଷୟରେ ଆଲୋଚନା ହୁଏ, ଲୋକମାନେ ସର୍ବଦା ଭାବନ୍ତି ଯେ ସେ ତାଙ୍କ ବାପାମାଆଙ୍କ କାରଣରୁ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ, କିନ୍ତୁ ଶାହୀଦ ଏହିସବୁକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରନ୍ତି। ତେବେ ଆସନ୍ତୁ ଜାଣିବା ଅଭିନେତା ଏହାକୁ ନେଇ କ’ଣ କୁହନ୍ତି।

shahid kapoor announces deva with 1st look
ଆସୁଛି ‘ଦେବା’: ଶାହିଦ କପୁରଙ୍କ ଫାଷ୍ଟ୍ ଲୁକ୍ ଜବରଦସ୍ତ

ବର୍ତ୍ତମାନ ଶାହିଦ କପୁର ପୁଣି ଥରେ ପ୍ରେକ୍ଷାଳୟରେ ହଙ୍ଗାମା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଶାହିଦ କପୁର ଆଜି ବା ଦଶହରା ଦିନ ତାଙ୍କ ଚଳଚ୍ଚିତ୍ର 'ଦେବା'ର ପ୍ରଥମ ପୋଷ୍ଟର୍‌ ରିଲିଜ୍ କରିଛନ୍ତି। ମଧ୍ୟ ଏହି ଲୁକ୍‌କୁ ଖୁବ ପ୍ରଶଂସା କରିଛନ୍ତି।

Shehnaaz gill tells why girls do not trust boys
ଆଜିକାଲି ଆମେ ପୁଅମାନଙ୍କ ଉପରେ ବିଶ୍ୱାସ ହରାଇଛୁ : ଶହନାଜ ଗିଲ୍

ଶାହୀଦ କପୁର ଓ ଶହନାଜ ଗିଲ୍‌ଙ୍କ ଏକ କଥାବାର୍ତ୍ତାରେ ଶହନାଜ ପୁଅମାନଙ୍କ ଉପରେ ବିଶ୍ୱାସ ହରେଇଥିବା କଥା କହିଛନ୍ତି। ଏହା ସହ ସେ ଶାହୀଦଙ୍କୁ ମିଛୁଆ ବୋଲି ମଧ୍ୟ କହିଛନ୍ତି। ଏହାର ପ୍ରତିକ୍ରିୟାରେ ଶାହୀଦ କୁହନ୍ତି…

Sania Mirza and Shahid Kapoor affair rumours
ଶୋଏବଙ୍କୁ ବିବାହ କରିବା ପୂର୍ବରୁ ଶାହିଦ କପୁରଙ୍କ ସହ ଥିଲା ସାନିଆଙ୍କ ଚକ୍କର!

ଏବେ ସାନିଆ ମିର୍ଜା ଓ ଶୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିବାହ ବିଚ୍ଛେଦର କାରଣ ମଡେଲର୍ ଆୟେସା ବୋଲି କୁହାଯାଉଛି। କିନ୍ତୁ ଶୋଏବଙ୍କୁ ବିବାହ କରିବା ପୂର୍ବରୁ ଶାହିଦଙ୍କ ସହ ସାନିଆଙ୍କ ଚାଲିଥିଲା ଚକ୍କର ଆଉ ସେ ରଣବୀରଙ୍କୁ ବିବାହ କରିବାକୁ ଚାହୁଁଥିଲେ ବୋଲି କହିଥିଲେ।

Shahid Kapoor's Jersey Released
୪ ଥର ରିଲିଜ୍ ତାରିଖ ଘୁଞ୍ଚିବା ପରେ ଶେଷରେ ରିଲିଜ୍‌ ହେଲା ‘ଜର୍ସି’

ଶେଷର ରିଲିଜ୍ ହେଲା ବଲିଉଡ୍‌ ଅଭିନେତା ସାହିଦ୍ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସିି’(Jersey)। ୪ ଥର ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚିବା ପରେ ଶେଷରେ ଆଜି ରିଲିଜ୍‌ ହୋଇଛି।

Film JERSEY
ଟ୍ରେଲର ରିଲିଜ୍‌ ହେଉ ହେଉ ସୋସିଆଲ ମିଡିଆରେ ଧୁମ୍‌ ମଚାଇଲା ସାହିଦଙ୍କ ଫିଲ୍ମ ‘ଜର୍ସି’

ଅଭିନେତା ସାହିଦ୍‌ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସି’ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର୍ ରିଲିଜ୍ ହେଉ ହେଉ ସୋସିଆଲ୍ ମିଡିଆରେ ଏହା ଧୁମ୍ ମଚାଇଛି।

Shahid Kapoor shares funny dancing video
ପ୍ରଶଂସକଙ୍କୁ ହସେଇ ହସେଇ ବେଦମ କଲା ଶାହିଦଙ୍କ ଭିଡିଓ

ବଲିଉଡ୍‌ର ଚକୋଲେଟ୍ ବୟ ଶାହିଦ କପୁରଙ୍କ ହାସ୍ୟାତ୍ମକ କଥା ସମସ୍ତଙ୍କୁ ପ୍ରଭାବିତ କରିଥାଏ। ନିକଟରେ ପତ୍ନୀ ଓ ପିଲାଙ୍କୁ ନେଇ ଜଣେ ପ୍ରଶଂସଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନକୁ ନେଇ ଶାହିଦ ଏକ ମଜ୍ଜାଦାର ଉତ୍ତର ଦେଇଛନ୍ତି। ଏହା ସହିତ ପୁନର୍ବାର ଶାହିଦଙ୍କ ଫନୀ ଡ୍ୟାନ୍ସ ଭିଡିଓ ମଧ୍ୟ ଲୋକଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡିଆରେ ଏହି ଭିଡିଓକୁ ଶେୟାର କରି ଶାହିଦ ନିଜକୁ ଖୁସୀ କରିବାକୁ ଚେଷ୍ଟା କରିଛନ୍ତି।