ଶ୍ରୀନିବାସ ସେମିତି ଟ୍ରକର ବମ୍ଫର ଉପରେ ଝୁଲି ରହିଥିଲେ
ଦୀପିକା ପାଦୁକୋନଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର। ସେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ର ମୁଖ୍ୟ ଜୁରୀର ଏକ ଅଂଶ ହେବେ। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ଏହି ସୂଚନା ଦେଇଛନ୍ତି।
ରାଜ୍ୟରେ ମାତ୍ର ୧୮ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇଛନ୍ତି । ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ଟିକା ନେବା ଲାଗି ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟୀକାକରଣକୁ ପ୍ରାଧାନ୍ୟ ଦିଆଯାଉଛି ।
ପ୍ରଶାନ୍ତ କିଶୋରଙ୍କୁ ପାର୍ଟିରେ ସାମିଲ କରିବାରେ ଅସଫଳ ହେବା ପରେ କଂଗ୍ରେସର ଏହି ଉଦ୍ୟମକୁ ବିଜେପି ସମାଲୋଚନା କରିଛି। ‘ପାର୍ଟି(କଂଗ୍ରେସ)ର ଏଜେଣ୍ଡା ହେଉଛି “ପରିବାର ବଚାଓ” ନା କି “ପାର୍ଟି ବଚାଓ” ବୋଲି ବିଜେପି ବ୍ୟଙ୍ଗୋକ୍ତି କରିଛି
ପେଟ୍ରୋଲ, ଡିଜେଲରୁ ଭାଟ୍ ହ୍ରାସ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ଭାଟ୍ ହ୍ରାସ କରି ନିଜ ରାଜ୍ୟବାସୀଙ୍କୁ ସୁବିଧା ଦିଅନ୍ତୁ ପ୍ରଧାନମନ୍ତ୍ରୀ କହିଛନ୍ତି।
ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଜି ଆଲୋଚନା କରିଛନ୍ତି। କିଛି ରାଜ୍ୟରେ କେସ୍ ବଢୁଥିବାରୁ ଆଲର୍ଟ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆପଣ (HPCL) ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ରେ ଚାକିରି କରିବାକୁ ଚାହଁଉଛନ୍ତି କି ? HPCL ପକ୍ଷରୁ ଖାଲିପଡିଛି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।
ପ୍ରଥମ ଥର ପାଇଁ ମଣିଷ ଶରୀରରେ H3N8 ବାର୍ଡ ଫ୍ଲ୍ୟୁ ଷ୍ଟ୍ରେନ୍ ଚିହ୍ନଟ କରାଯାଇଛି। ଚୀନର ଜଣେ ୪ ବର୍ଷୀୟ ବାଳକ H3N8 ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି।
ରିୟାନ ପରାଗଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଅଶ୍ୱୀନ ଓ କୁଲଦୀପ ସେନଙ୍କ ବୋଲିଂରେ ଧରାଶାୟୀ ହେଲା ଆରସିବି । ଲୋ ସ୍କୋରିଂ ମ୍ୟାଚ ସତ୍ତ୍ୱେ ରାଜସ୍ଥାନ ଟିମ୍ ୨୯ ରନ୍ରେ ବାଙ୍ଗାଲୋରକୁ ପରାସ୍ତ କରିଛି ।
ସିବିଏସ୍ଇ ଓ ଦଶମ ଛାତ୍ରଛାତ୍ରୀଙ୍କର ଆଜି ଇଂରାଜୀ ଭାଷା ପରୀକ୍ଷା । ପରୀକ୍ଷା ସାଢେ ୧୦ରୁ ଆରମ୍ଭ ହୋଇଥିବା ବେଳେ ସାଢେ ୧୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଆଜି ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର୍ଥୀ ହିନ୍ଦୀ ଭାଷାରେ ପରୀକ୍ଷା ଦେବେ ।
ରଥ ଟଣା ସମୟରେ ରାସ୍ତା ଉପରେ ଖାଲରେ ପାଣି ଜମା ହୋଇଥିବାରୁ କିଛି ଲୋକ ଦୂରରେ ଛିଡ଼ା ହୋଇଥିଲେ । ନଚେତ ଆହୁରି ଅଧିକ ଜୀବନହାନୀ ହୋଇଥାନ୍ତା ବୋଲି ଆଲୋଚନା ହେଉଛି ।
ଇ-ଫାଇଲିଙ୍ଗ ପୋର୍ଟାଲରେ ୭ କୋଟି ୧୪ ଲକ୍ଷ ଅଧିକ ଆୟକର ରିଟର୍ନ ଭରିଛନ୍ତି ଆୟକର ଦାତା ।
ଆଜି ୨୦୨୨ ମସିହା, ଏପ୍ରିଲ ମାସ ୨୭ ତାରିଖ, ବୁଧବାର, ମେଷ ୧୪ ଦିନ,ବୈଶାଖ ମାସ, କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର,କୁମ୍ଭ ରାଶିରେ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ..
ସମ୍ବାଦ ସରବରାହ ସଂସ୍ଥା ଆଇଏଏନ୍ଏସ୍ର ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗର ସଚିବାଳୟରେ ହୋଇଥିବା ଏକ ବୈଠକରେ ଏହିସବୁ ରାଜ୍ୟ ଗୁଡ଼ିକୁ ସୂଚନା କେନ୍ଦ୍ର ତରଫରୁ କୁହାଯାଇଛି ।
ଦେଶରେ ଗତ ୨୪ ଘଣ୍ଟାରେ ୨୪୮୩ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି ।
ବୟସ ମାତ୍ର ୧୧, କିନ୍ତୁ ସଫଳତା ବହୁର ବଡ। ଓଭିୟା ନାମକ ଏହି ଝିଅଟି ଅଳ୍ପ ବୟସରେ ହାସଲ କରିଥିବା ଉପଲବ୍ଧି ପ୍ରତ୍ୟେକ ଝିଅ ଓ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଯାଇଛନ୍ତି।
ଭ୍ରାମରୀ ପ୍ରାଣାୟାମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ। ଶ୍ୱାସକୁ ସ୍ଥିର ରଖିବାବେଳେ ମନକୁ ଶାନ୍ତ ରଖିବାରେ ଏହି ପ୍ରାଣାୟାମ ବହୁତ ଉପକାରୀ। ଏହାକୁ ଅଭ୍ୟାସ କରିବାର ଦ୍ୱାରା ସୁଖ ନିଦ୍ରା ମଧ୍ୟ ହୋଇଥାଏ। ଏହି ପ୍ରାଣାୟାମ ଚାପ, କ୍ରୋଧ ଏବଂ ଚିନ୍ତା ମଧ୍ୟ ଦୂର କରେ। ଆସନ୍ତୁ ଜାଣିବା ଏହାର ପଦ୍ଧତି।
ଆଉ ନାହାଁନ୍ତି ଦୁନିଆର ସବୁଠୁ ବୟସ୍କ ମହିଳା କେନ୍ ତନାକା । ଜାପାନର ବାସିନ୍ଦା କେନ୍ ୧୧୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
୯ ପତ୍ନୀଙ୍କୁ ଏକାଠି ଖୁସି ରଖିବା ପାଇଁ ଯୁବକ ବିବାହ ପରେ ଏକ ରୁଟିନ୍ କଲେ। ଏଥିରେ ସେ କାହାକୁ ବି ଏକାକୀ ଅନୁଭବ ନ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ବର୍ତ୍ତମାନ ଆର୍ଥର୍ ନିଜ ରୁଟିନ୍ରେ ବିରକ୍ତ ହେଉଛନ୍ତି।
ବୁଥ୍ ସ୍ତରରୁ ସଙ୍ଗଠନକୁ ସୃଦୃଢ କରିବାକୁ ଆରମ୍ଭ ହୋଇଛି ରଣନୀତି । ୨୦୧୯ ନିର୍ବାଚନରେ ବିଜେପି ମୋଟ୍ ୭୪ ହଜାର ବୁଥ୍ରେ ଖରାପ ପ୍ରଦର୍ଶନ କରିଥିଲା ।
ହାଇଦ୍ରାବାଦ୍ସ୍ଥିତ ବାୟୋଲୋଜିକାଲ-ଇ କମ୍ପାନିର କୋର୍ବେଭାକ୍ସ ଟିକାକୁ ୫ରୁ ୧୨ ବର୍ଷ ବୟସର ପିଲାଙ୍କ ବ୍ୟବହାର ପାଇଁ DCGI ଅନୁମତି ଦେଇଛି ।
ଟ୍ୱିଟର କିଣିବା ପରେ ଏହାର କାୟା ପରିବର୍ତ୍ତନ କରିବାକୁ ଚାହୁଛନ୍ତି ନୂଆ ମାଲିକ ଏଲନ ମସ୍କ। ଏବେ ଟ୍ୱିଟରରେ ଆରମ୍ଭ ହେବାକୁ ଯାଉଛି ମସ୍କ ଯୁଗ । ଟ୍ୱିଟରର ମାଲିକାନା ହାତେଇବା ପରେ ୟୁଜର୍ସଙ୍କ ଡିମାଣ୍ଡ ଗୋଟିଏ ପରେ ଗୋଟିଏ ପୂରଣ କରିବାକୁ ଆରମ୍ଭ କରିଛନ୍ତି ମସ୍କ ।
ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସରକାରୀ ଚାକିରି କରି କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ଚାକିରି ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତରଫରୁ ବାହାରିଛି। ମୋଟ ୬୯୬ ପୋଷ୍ଟ୍ ପୂରଣ ହେବ।
ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ହେବା ଦରକାର, ଦଳରେ ସାମିଲ୍ ହେବାକୁ ସୋନିଆ ଗାନ୍ଧି ପ୍ରସ୍ତାବ ଦେଇଥିଲେ
ପାକିସ୍ତାନର କରାଚୀ ବିଶ୍ୱବିଦ୍ୟାଳୟ ପରିସରରେ ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିବାର ସୂଚନା ମିଳିଛି ।