କଡ଼ା ସୁରକ୍ଷା ମଧ୍ୟରେ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଗଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ।
ପାର୍ଟିରେ ଯୋଗ ଦେବାକୁ ପବ୍ ଯାଇଥିବା ନାବାଳିକାଙ୍କୁ ପାର୍ଟି ପରେ ଗଣଦୁଷ୍କର୍ମ ! ଏକ କାର୍ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦରୁ ଏଭଳି ଅଭିଯୋଗ ଆସିଛି।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଦିଲ୍ଲୀ ଓ ପଞ୍ଜାବ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଛାନ୍ଭିନ୍ ଚଳାଇଛି। ସନ୍ଦେହ କରାଯାଉଛି ଯେ, ସିଦ୍ଧୁଙ୍କୁ ହତ୍ୟା କରିବା ପରେ ଶୁଟର୍ ନେପାଳରେ ଲୁଚି ଥାଇପାରେ।
ଗତକାଲି ଜମ୍ମୁ-କାଶ୍ମୀର କୁଲଗାମ୍ ଜିଲ୍ଲାରେ ଲସ୍କର-ଏ-ତୋଏବା ଆତଙ୍କବାଦୀ ବ୍ୟାଙ୍କ୍ ଭିତରେ ପଶି ବ୍ୟାଙ୍କ୍ ମ୍ୟାନେଜର ବିଜୟ କୁମାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିଜୟଙ୍କୁ ଅଳ୍ପ ବୟସରୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସର ପରିକଳ୍ପନା କରାଯାଇଥିଲା ।
ଆଜିକାଲିର ସୁସ୍ଥିଆ ଜୀବନ ଅନେକଙ୍କୁ ରୋଗଜନିତ ସମସ୍ୟାରେ ପକଉଛି। କାହାର ଅମ୍ଳ ଦୋଷ ବାହାରୁଛି ତ ପୁଣି କାହାର ଗ୍ୟାସ୍। ଅନେକ ମାନସିକ ସମସ୍ୟାରେ ମଧ୍ୟ ପିଡୀତ ହେଉଛନ୍ତି। ତେବେ ଏ ସବୁରୁ ମୁକ୍ତି ପାଇଁ କେଉଁ ଯୋଗ କରିବେ ଆସନ୍ତୁ ଜାଣିବା।
ପେଟ୍ରୋଲ ଓ ଡିଜେଲ ଦର ୧ ଟଙ୍କା କମିଲେ ମଧ୍ୟ ସାଧାରଣଜନତାଙ୍କ ପାଇଁ ଏହା ବଡ଼ ଆଶ୍ୱସ୍ତିକର ତଥା ଖୁସି ଖବର ବୋଲି କୁହାଯାଇଥାଏ। ତେବେ ପେଟ୍ରୋଲ ଓ ଡିଜେଲ ଆହୁରି ଶସ୍ତା ହେବ ବୋଲି ଆଶା କରାଯାଉଛି।
ଏଠି ଦୁଷ୍କର୍ମ କରୁଥିବା ଲୋକଙ୍କୁ ମିଳୁନି ଜେଲ୍ ଦଣ୍ଡ, ମିଳୁଛି ସୁନ୍ଦର ବଙ୍ଗଳା। ଏହି ବଙ୍ଗଳାରେ ମିଳୁଛି ସବୁ ପ୍ରକାର ସୁବିଧା। ଏହି ଗାଁ କେଉଁଠି ଅଛି, କିଏ ଓ କାହିଁକୁ ଏହି ଗାଁକୁ ପ୍ରତିଷ୍ଠା କରିଥିଲେ ଜାଣିବା ପାଇଁ ପଢନ୍ତୁ।
ପୁଣିଥରେ ଅଶାନ୍ତ ହୋଇ ଉଠିଛି ଜମ୍ମୁ-କଶ୍ମୀର। ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ଯୋଗୁ ପୂରା ଉପତ୍ୟକାରେ ସୃଷ୍ଟି ହୋଇଛି ଭୟର ବାତାବରଣ। ବିଶେଷ କରି କୁଲଗାମରେ ଜଣଙ୍କ ପରେ ଜଣେ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ।
ଆଜିର ଦିନରେ ସାଇକେଲ୍ ସ୍ମୃତି ହୋଇଯାଉଛି। ପ୍ରାୟ ଲୋକ ଏହାକୁ ଭୁଲି ଭୁଲି ଯାଉଛନ୍ତି। ଯାହା ଘରେ ଦେଖ ଗାଡି ମାଳ ମାଳ। ସାଇକେଲ୍କୁ କିଏ ପଚାରେ! କିନ୍ତୁ ଏହି ସାଇକେଲ୍ ଯେ ଆମ ପାଇଁ କେତେ ଉପକାରୀ ତାହା ଆମେ ଭୁଲିଯାଉଛେ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।
ତିନି ତିନି ଜଣ ଅଫ୍ ଡ୍ୟୁଟି ପୋଲିସ କର୍ମଚାରୀ ଏବଂ ଜଣେ ମଦଦୋକାନ ମାଲିକ । କେବଳ ମେ’ ମାସରେ ସାତ ସାତଟି ଟାର୍ଗେଟ୍ କିଲିଂ ହୋଇଥିବା ବେଳେ, ଆଜି ମଧ୍ୟ ଜଣଙ୍କୁ ହତ୍ୟା କରାଯାଇଛି ।
ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ୫ ଦିନ ପରେ ସରକାର ଏନେଇ ନିଷ୍ପତି ନେଇଛନ୍ତି ।
ଆପଣଙ୍କ ପାନ୍ କାର୍ଡ ସହ ଆଧାର ଲିଙ୍କ୍ ନାହିଁ କି। ତେବେ ଜୁନ୍ ଶେଷ ପର୍ଯ୍ୟନ୍ତ ୫୦୦ ଟଙ୍କା ଜରିମାନା, ପରେ ଡବଲ। ଯଦି କରି ନାହାନ୍ତି ତେବେ ଘରେ ବସି କେମିତି କରିବେ ଜାଣନ୍ତୁ।
୧୦ମ ପାଶ କରିଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିନା ପରୀକ୍ଷାରେ ରେଳବାଇରେ ଅଛି ଚାକିରି। ପୂରଣ ହେବ ୫୬୩୬ ପଦବୀ। ତୁରନ୍ତ ଆବେଦନ କରନ୍ତୁ।
ବବି ଦେଓଲଙ୍କ‘ଆଶ୍ରମ’ଲୋକଙ୍କ ହୃଦୟକୁ କିଣି ନେଇଥିଲା। ଏହାର ଦୁଇଟା ସିଜନ୍ ପୂର୍ବରୁ ଷ୍ଟ୍ରିମିଂ ହୋଇଥିବା ବେଳେ ଲୋକେ ଏହାର ତୃତୀୟ ସିଜନ୍କୁ ଉତ୍ସାହର ସହ ଚାହିଁ ବସିଛନ୍ତି। ଆଉ କିଛି ଘଣ୍ଟା ପରେ ଏହି ଅପେକ୍ଷାର ଅନ୍ତ ହେବ।
କରୋନା କାରଣରୁ ଗତ ୨ ବର୍ଷ ହେବ IIFA ପୁରସ୍କାର ହୋଇପାରୁ ନଥିଲା। ଏଥର ହେଉଥିବାରୁ ଲୋକେ ସେମାନଙ୍କ ପ୍ରିୟ ତାରକାଙ୍କୁ ଦେଖିବା ନେଇ ଉତ୍ସାହରେ ଅଛନ୍ତି। ଏନେଇ ଆବୁଧାବୀର ଏକ ଦ୍ୱୀପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବଲିଉଡ୍ ସେଲିବ୍ରେଟୀମାନେ ଏଠାରେ ପହଞ୍ଚିବାକୁ ଲାଗିଲେଣି।
ଜମ୍ମୁ କାଶ୍ମୀରରେ ଥମୁନି ଟାର୍ଗେଟ କିଲିଂ । ଜଣକ ପରେ ଜଣଙ୍କ ଜୀବନ ନେଉଛନ୍ତି ଆତଙ୍କୀ ।
ଗୁଜୁରାଟ୍ ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ। ଗାନ୍ଧିନଗରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଜେପିରେ ମିଶିଲେ ହାର୍ଦ୍ଦିକ ।
ସିଦ୍ଧୁଙ୍କ ଫେରିବା ରାସ୍ତାକୁ ଚାହିଁ ରହିଛନ୍ତି ଦୁଇ ପୋଷା କୁକୁର ।
ପୁଣିଥରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମହାମାରୀ କରୋନା ତା’ର କାୟାବିସ୍ତାର କରିବା ଆରମ୍ଭ କରିଛି। ପଜିଟିଭିଟି ରେଟ୍ ୮.୪ ପ୍ରତିଶତକୁ ବୃଦ୍ଧିପାଇଛି ।
ହଲିଉଡ଼ ଷ୍ଟାର ଜନି ଡେପ୍ ଏବଂ ତାଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ଅମ୍ବର ହର୍ଡଙ୍କ ମଧ୍ୟରେ ଚାଲିଥିବା ହାଇ ପ୍ରୋଫାଇଲ ମାନହାନି ମୋକଦ୍ଦମାର ରାୟ ପ୍ରକାଶ ପାଇଛି। ବୁଧବାର ଏକ ଖଣ୍ଡପୀଠ ଏହାର ଶୁଣାଣି କରି ଜନି ଡେପଙ୍କ ସପକ୍ଷରେ ରାୟ ଦେଇଛନ୍ତି।
ନିଜ ପ୍ରେମରେ ପାଗଳ କ୍ଷମା । ନିଜକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।