• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sabitri Brata

ଜେଲ୍‌ରେ ସାବିତ୍ରୀ ପାଳିଲେ ଅର୍ଚ୍ଚନା ନାଗ
ଜେଲ୍‌ରେ ସାବିତ୍ରୀ ବ୍ରତ ପାଳନ କଲେ କଏଦୀ...ସାମିଲ୍ ହେଲେ ଅର୍ଚ୍ଚନା ନାଗ, ଦେଖନ୍ତୁ ଝଲକ୍

ଝାରପଡା ଜେଲ ପରିସରରେ ଆଜି ୨୩ ଜଣ ମହିଳା ଅନ୍ତେବାସୀ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ଏନେଇ ଜେଲ ପକ୍ଷରୁ ସେମାନଙ୍କ ପାଇଁ କରାଯାଇଥିଲା ସମସ୍ତ ବ୍ୟବସ୍ଥା । ନୂଆ ଶାଢି ,ଭୋଗ,ଫଳ, ଶଙ୍ଖା,ସିନ୍ଦୂର ଇତ୍ୟାଦି ପ୍ରଦାନ କରାଯାଇଥିଲା । ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଜେଲ ବିଭାଗର ଲକ୍ଷ୍ୟ ରହିଥିବା କର୍ତ୍ତୃପକ୍ଷ କହିଛନ୍ତି।

Sabitri Brata 2023; Story about Sabitri
Sabitri Brata: ଯମ ନେଇଯାଇଥିଲେ ସ୍ୱାମୀଙ୍କ ଜୀବନ; କିପରି ଫେରିପାଇଲେ ସାବିତ୍ରୀ

ଓଡ଼ିଶାର ସଧବା ନାରୀମାନଙ୍କ ଦ୍ୱାରା ପାଳିତ ହୁଏ ସାବିତ୍ରୀ ବ୍ରତ। ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ନେଇ ମଙ୍ଗଳ କାମନା କରି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ରହିବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ବ୍ରତ ପଛର କାହାଣୀ।

Sabitri Brata
ଖୁସି ଓ କ୍ଷୋଭର ନିଆରା କାହାଣୀ; ୪ ବର୍ଷ ପରେ ପହଞ୍ଚିଲା ସାବିତ୍ରୀ ଭାର

ରାଉରକେଲାରୁ ଟେନସା ଦୂରତା ପାଖାପାଖି ୯୫ କିଲୋମିଟର । ୨୦୧୮ ମେ’ ୯ ତାରିଖରେ ରାଉରକେଲା ସେକ୍ଟର-୧୯ ପୋଷ୍ଟ ଅଫିସରେ ୫ଶହ ଟଙ୍କା ମନିଅର୍ଡର କରିଥିଲେ ପ୍ରମୋଦ । ହେଲେ ଟଙ୍କା ଭଉଣୀ ପାଖରେ ପହଁଚିଛି କି ନାହିଁ, ଆଉ ବୁଝିନଥିଲେ ।

Special Story
ଇଏ ବି ଜଣେ ସାବିତ୍ରୀ ଯିଏ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ବ୍ୟସ୍ତ

ଆଜି ନୁହେଁ ବରଂ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ଏଇ ସାବିତ୍ରୀ। ପ୍ରତ୍ୟେକ ଦିନ, ସକାଳୁ ସଞ୍ଜ ଅହରହ ସ୍ୱାମୀଙ୍କର କରୁଛନ୍ତି ସେବା। ସକାଳୁ ଉଠିଲେ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି ତ ପୁଣି ରାତି ଶୋଇବା ବେଳେ ମୁଣ୍ଡିଆ ମାରୁଛନ୍ତି, ୟାଙ୍କ ପାଇଁ ପ୍ରତିଦିନ ସାବିତ୍ରୀ ବ୍ରତ

Sabitri Brata
ଅପେକ୍ଷା କରିଛନ୍ତି ସାବିତ୍ରୀ, କେବେ ଫେରିବେ ସତ୍ୟବାନ..

ଏ ସମସ୍ତଙ୍କୁ ସେମାନଙ୍କ ସ୍ୱାମୀ ଛାଡ଼ି ଚାଲିଯାଇଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ସେମାନଙ୍କ ଦୀର୍ଘାୟୁ କାମନା କରିବା ସହ ଶଙ୍ଖା, ସିନ୍ଦୂର ପିନ୍ଧି କରୁଛନ୍ତି ସାବିତ୍ରୀ ବ୍ରତ। ଅପେକ୍ଷା କରିଛନ୍ତି, କେବେ ସ୍ୱାମୀ ଫେରିବେ, ଆଉ ୟାଙ୍କୁ ସ୍ୱଧାର ଗୃହରୁ ହାତ ଧରି ସାଥୀରେ ନେଇଯିବେ..

Married women observe Savitri Brata in Bhubaneswar
ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ସାବିତ୍ରୀ ପାଳୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ପାଇଁ ସ୍ତ୍ରୀ ପାଳୁଛନ୍ତି ସାବିତ୍ରୀ ବ୍ରତ.. ଉପବାସ ରଖିବାସହ ମନ୍ଦିରରେ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ କରୁଛନ୍ତି ପୂଜାର୍ଚ୍ଚନା । ଦେଖନ୍ତୁ ଭୁବନେଶ୍ୱରରେ ମହିଳାମାନେ କିପରି ପାଳନ କରୁଛନ୍ତି ସାବିତ୍ରୀ ବ୍ରତ ...

Transgender Community Celebrate
କିନ୍ନର ପାଳିଲେ ସାବିତ୍ରୀ ବ୍ରତ, ଦେଖନ୍ତୁ ଫଟୋ...

ଆଜି ସାବିତ୍ରୀ ଅମାବାସ୍ୟା । ଓଡ଼ିଆ ଘରର ସଧବା ମାନେ ଏହି ପର୍ବ ପାଳନ କରିଥାନ୍ତି । ସ୍ୱାମୀଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନ କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ତେଣୁ ଆଜିର ଦିନରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତା ନାରୀମାନେ ବ୍ରତ ରଖିଛନ୍ତି । ଏହାସହ ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଛନ୍ତି... ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...

Special story
ଅଜଣା ଭାଇ ହାତରେ ସାବିତ୍ରୀ ସଜ : ଶହ ଶହ ମହିଳାଙ୍କୁ ଫଳମୂଳ ଦେଇ ଆସିଲେ ସୁଜୟ

ଅଜଣା ଭାଇର ହାତରୁ ସାବିତ୍ରୀ ସଜ ନେଲାବେଳେ କଇଁକଇଁ ହୋଇ କାନ୍ଦି ପକାଇଥିଲେ ମହିଳାମାନେ

Special Story - Man turns brother for slum women for Sabitri Brata
ସାବିତ୍ରୀ ସଜ ଧରି ବସ୍ତିରେ ପହଞ୍ଚିଲା ଅଜଣା ଭାଇ, ଭଉଣୀ ଆଖିରେ ଲୁହ, କହିଲା ମୋ ଆୟୁଷ ତତେ ଲାଗୁ

କାହାର ଭାଇ ନାହିଁ ତ କାହାର ଟଙ୍କା ନାହିଁ। ଏମିତି ମହିଳାଙ୍କ ପାଇଁ ଭାଇ ସାଜି ବସ୍ତିରେ ପହଞ୍ଚିଥିଲେ ଜଣେ ଯୁବକ। ସାଙ୍ଗରେ ଆଣିଥିଲେ ସାବିତ୍ରୀ ସଜ। ନୂଆ ଶାଢ଼ି, ଫଳମୂଳ, ଶଙ୍ଖା ଓ ସିନ୍ଦୂର। ଏହି ଅଜଣା ଭାଇର ହାତରୁ ସାବିତ୍ରୀ ସଜ ନେଲାବେଳେ କଇଁକଇଁ ହୋଇ କାନ୍ଦି ପକାଇଥିଲେ ମହିଳାମାନେ। କହିଥିଲେ, ନିଜ ଭାଇ ନହେଲେବି, ଆମ ଆୟୂଷ ତାକୁ ମିଳୁ।

Special Story
ଆଉ ଜଣେ ସାବିତ୍ରୀ : ୧୨ବର୍ଷ ହେଲା ସ୍ୱାମୀ ଶଯ୍ୟାଶାୟୀ, ଅନବରତ ସେବା କରୁଛନ୍ତି କାଞ୍ଚନ

ଆଜି ନୁହେଁ, ଦୀର୍ଘ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ସାବିତ୍ରୀ ।

Why worship vat vriksha on vat savitri vrat
ସାବିତ୍ରୀ ବ୍ରତରେ କାହିଁକି ପୂଜା କରାଯାଏ ବରଗଛକୁ

ସାବିତ୍ରୀ ବ୍ରତରେ ସଧବା ମହିଳାମାନେ ବରଗଛକୁ ପୂଜା କରିଥାନ୍ତି। ଏହା ପଛରେ ଅନେକ କାରଣ ରହିଛି। ତେବେ ଆସନ୍ତୁ ଏହା ପଛରେ ଥିବା ୬ଟି କାରଣ ଜାଣିନେବା।