IOCLରେ ପଡିଛି ଖାଲି ପଦବୀ। ସିନିୟର ମେଡିକାଲ ଅଫିସର (SMO) ପାଇଁ ୩୫ ଟି ପଦବୀ ଖାଲି ଥିବା ବେଳେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ACMO) ପାଇଁ ୮ଟି ପଦବୀ ଖାଲି ଅଛି।