ହଲିଉଡ୍ର ଏହି ଅଭିନେତ୍ରୀ ତାଙ୍କ ଫଟୋକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ୪ଟି ସନ୍ତାନର ମା’ କିମ୍, ଖୁବ୍ ଫିଟ୍ ଏବଂ ଟୋନ୍ଡ ବଡିର ମାଲିକାଣୀ। ବର୍ତ୍ତମାନ କିମ୍ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ନିଜ ଯୌବନକୁ ସବୁଦିନ ପାଇଁ ସତେଜ ରଖିବାକୁ ନେଇ ସେ ଯାହା କହିଛନ୍ତି ଶୁଣିଲେ ଲାଜରେ ମୁଣ୍ଡ ନଇଁଯିବ।
କମିପାରେ ରେଷ୍ଟୁରାଣ୍ଟର ଖାଇବା ବିଲ୍ । ଗ୍ରାହକଙ୍କ ଠାରୁ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ ବନ୍ଦ କରିବାକୁ ସରକାର ଆଣିପାରନ୍ତି ନୂଆ ନିୟମ ।
ଆପଣ ଯଦି ୧୦ମ ପାଶ୍ କରିଛନ୍ତି ତେବେ ଆପଣ ବି ବ୍ୟାଙ୍କରେ ଚାକିରି କରିପାରିବେ। ସମୁଦାୟ ୨୦ଟି ପୋଷ୍ଟ୍ ପାଇଁ ବାହାରିଛି ବିଜ୍ଞପ୍ତି। ଅଧିକ ଜାଣିବା ପାଇଁ ପଢନ୍ତୁ…
ଆର୍ଯ୍ୟ ସମାଜ ଦ୍ୱାରା ଦିଆଯାଉଥିବା ବିବାହ ପ୍ରମାଣପତ୍ର ଅବୈଧ ।
ଆସୁଛି ଶାହରୁଖଙ୍କ ଜବରଦସ୍ତ ଫିଲ୍ମ 'ଜୱାନ୍'। ଏହାର ଟିଜର ରିଲିଜ୍ ପରେ ସିନେପ୍ରେମୀଙ୍କ ଉତ୍ସାହ ବଢିଯାଇଛି। ଏଥିରେ ଶାହରୁଖଙ୍କ ସହ ନୟନତାରାଙ୍କୁ ଦେଖିବାକୁ ମିଳିବ। କିନ୍ତୁ ଫିଲ୍ମ ପାଇଁ ନୟନତାରା ନୁହେଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ ସାମନ୍ଥା ରୁଥ୍ ପ୍ରଭୁ। ଫିଲ୍ମକୁ କାହିଁକି ମନା କଲେ ସାମନ୍ଥା…
ଗତ ଦୁଇ ଦିନ ହେବ ସୁନା ଦର ବୃଦ୍ଧି ପାଉଥିବାବେଳେ ଆଜି ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି...
ଘରର ବୋହୂକୁ ସର୍ବସମ୍ମୁଖରେ ମାଡ଼ । ଝିଅ ଜନ୍ମ ହେବାରୁ ଶାଶୂଘର ଲୋକ ଅକଥନୀୟ ନିର୍ଯାତନା ଦେଇଛନ୍ତି ।
ଖୋଲା ସ୍ଥାନ ବ୍ୟତୀତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସଂକ୍ରମଣ ବଢ଼ିବା ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଓ ଖଣି ଖନନ ହୋଇପାରିବ ନାହିଁ। ପୂର୍ବରୁ ଆରମ୍ଭ ହୋଇଥିବା କାମ ଯଦି ନିୟମାବଳୀ ଭିତରେ ଆସୁଥିବ, ତା’ ହେଲେ ପିସିସିଏଫ୍ଠୁ ଅନୁମତି ନେଇ କାମ ଜାରି ରଖାଯାଇ ପାରିବ।
ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ବି ନାହିଁ ଯେ, କୌଣସି ଗାଡ଼ି କି ଟ୍ରାଏ ସାଇକେଲ୍ କିଣି ପାରିବେ ପରଭେଜ୍ । ସ୍କୁଲରେ ଜଣେ ଭଲ ଛାତ୍ର ହେବା ସହ ଭଲ ଖେଳାଳି ମଧ୍ୟ ପରଭେଜ୍ ।
ହୋମ ନିଆଁ ଜଳିବ, ୭ ଫେରା ନେବେ। ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ହେବ। ହେଲେ ନା ଏହି ବିବାହରେ ବର ରହିବ ନା କେହି ବରଯାତ୍ରୀଙ୍କୁ ଦେଖିବାକୁ ମିଳିବ।
ହାଇଦ୍ରାବାଦରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି।
ଗତ କିଛିଦିନ ହେବ କରୋନା ସଂକ୍ରମଣ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାକୁ ନେଇ ଚିନ୍ତା ବଢ଼ିଛି। ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ କହିଛନ୍ତି।
ନୂଆ ଆଶା ନେଇ, ନୂଆ ଅବତାରରେ ପୁଣି ଫେରୁଛି ରାସ୍ତାର ରାଜା । ଦିନେ ଭାରତୀୟ ସଡ଼କର ସୁଲ୍ତାନ ଭାବେ ପରିଚିତ ଥିବା ଆମ୍ବାସଡର୍ କାର୍, ଆସନ୍ତା ୨ ବର୍ଷ ଭିତରେ ପୁଣି ଭାରତୀୟ ବଜାରରେ ନୂଆ ରୂପରେ ପ୍ରବେଶ କରିବ ବୋଲି ସ୍ପଷ୍ଟ କରିଛି ହିନ୍ଦୁସ୍ତାନ ମୋଟର୍ସ ।
୨୦୨୨ ସଂଗୀତ ଦୁନିଆ ପାଇଁ ଏକ ଝଡ ହୋଇ ଆସିଛି। ବର୍ଷର ମାତ୍ର ୫ ମାସରେ ଆମେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ୭ ଜଣ ତାରକାଙ୍କଉ ହରାଇଛୁ। ଅନେକ ଆଗ ଧାଡିର କଳାକାର ଗୋଟିଏ ପରେ ଗୋଟିଏ ବିଦାୟ ନେଇଛନ୍ତି। କିଏ ସେମାନେ ଆସନ୍ତୁ ନଜର ପକେଇ ନେବା।
ଆନ୍ତର୍ଜାତୀୟ ସ୍ତରରେ ଆମେରିକାର ବିପୁଳ ସାମରିକ ଶକ୍ତି ଓ ସମୃଦ୍ଧି ନିଜକୁ କେବଳ ଏକ ଗଣତାନ୍ତ୍ରିକ ଦେଶ ନୁହେଁ, ନିଷ୍ଠୁର, ନିରଙ୍କୁଶ ରାଷ୍ଟ୍ର ରୂପେ ମଧ୍ୟ ଅବସ୍ଥାପିତ କରିସାରିଛି। ଆନ୍ତର୍ଜାତୀୟ କୂଟନୀତିରେ ବିଭିନ୍ନ କାଳଖଣ୍ଡରେ ପୃଥକ ପୃଥକ ଦେଶଗୁଡିକୁ ପରସ୍ପର ସହିତ ଯୁଦ୍ଧ କରିବା ନେଇ ଉସ୍କାଉଥିବା ଆମେରିକା ଦୁର୍ନାମ, ବଦନାମ ଅର୍ଜନ କରୁଛି।
ଆଜିକାଲିର ସୁସ୍ଥିଆ ଜୀବନଶୈଳୀ ଅନେକ ପ୍ରକାର ଶାରୀରିକ ସମସ୍ୟାର କାରଣ ହେଉଛି। ବିଶେଷ କରି କାନ୍ଧ, ଅଣ୍ଟା ଓ ପେଟର ମାଂସପଶୀରେ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଯୋଗକୁ ହିଁ ଦିନଚର୍ଯ୍ୟାରେ ସାମିଲ କରିବାକୁ ହେବ।
ଗଲା ମାସକ ଭିତରେ ଭାରତର ଭୂସ୍ୱର୍ଗ କାଶ୍ମୀର ଅପେକ୍ଷାକୃତ ଅଧିକ ଅଶାନ୍ତ ହୋଇଛି।
ଶିବଙ୍କୁ ବିବାହ କରିବା ଜିଦିରେ ଭାରତ-ଚୀନ୍ ସୀମାରେ ଅଡ଼ି ବସିଛନ୍ତି ଏହି ମହିଳା ...
ସରକାରୀ ଅଫିସ୍ରେ ଓସାମା ବିନ୍ ଲାଡେନ୍ଙ୍କ ଫଟୋ ରଖି ହରଡ ଘଣାରେ ବାବୁ। ପଚାରିଲେ କୁହନ୍ତି ସେ ତାଙ୍କ ଗୁରୁ। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ଜମ୍ମୁ ଓ କାଶ୍ମୀରରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ହତ୍ୟାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ ।
ଆନ୍ଧ୍ରପ୍ରଦେଶ ଆନକାପଲ୍ଲି ଜିଲ୍ଲାର ଅଚ୍ୟୁତାପୁରମରେ ଥିବା ପୋରସ ଲାବରୋଟେରୀରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ୩୦ରୁ ଅଧିକ ମହିଳା ଚେତାଶୂନ୍ୟ ହେବା ସହ ଅସୁସ୍ଥ ହୋଇଥିବା ସୂଚନା...
ଗୋଟିଏ ଦିନରେ ରିଲିଜ୍ ହୋଇଛି ୩ଟି ବଡ଼ ଓ ହାଇବଜେଟ୍ ଫିଲ୍ମ। ଆଜି ଫ୍ରାଇଡେ’ ରିଲିଜ୍ରେ ପୃଥ୍ୱୀରାଜ୍, ବିକ୍ରମ ଏବଂ ମେଜର ବଡ଼ ପରଦାକୁ ଆସିଛି। ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ଫିଲ୍ମରିଲିଜ୍ ହୋଇଛି।