• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Upsc Civil Services

UPSC Success Story
UPSC Success Story: ୨୧ ବର୍ଷୀୟ ସତ୍ୟମ୍ ଗାନ୍ଧୀ...ପ୍ରଥମ ପ୍ରୟାସରେ ୟୁପିଏସି କ୍ଲିୟର କରି ଅନ୍ୟ ପାଇଁ ଏବେ ପ୍ରେରଣା

ସତ୍ୟମ CSE ପ୍ରିଲିମ୍ସ-୨୦୨୦ ପାଇଁ ୨୦୧୯ ମସିହା ଏପ୍ରିଲ ମାସରେ ପ୍ରସ୍ତୁତି ଆରମ୍ଭ କରିଥିଲେ । ସେ ଏଥିପାଇଁ କାରୋଲ ବାଗର ଏକ ଲୋକପ୍ରିୟ କୋଚିଂ ଏକାଡେମୀରେ ନାମ ଲେଖାଇଥିଲେ । କିନ୍ତୁ, ଯାତାୟତରେ ଅଧିକ ସମୟ ନଷ୍ଟ ହେଉଥିବାରୁ ସେ ଏକାଡେମୀ ଛାଡିଦେଇଥିଲେ ।

ବିଫଳ ପ୍ରେମ ଦେଲା ସଫଳତା
Success Story: ବିଫଳ ପ୍ରେମର ସଫଳ କାହାଣୀ : ପ୍ରେମିକା ‘ଖରାପ ପିଲା’ କହି ଧୋକ୍କା ଦେବା ପରେ ପ୍ରେମିକ ପାଇଲା IAS

ବଲିଉଡର ଏକ ଫିଲ୍ମ ‘ସାଦି ମେଁ ଜରୁର ଆନା’ ର କାହାଣୀ ସମସ୍ତେ ଜାଣିଥିବେ । ପ୍ରେମିକା ଧୋକା ଦେଇ ଚାଲିଯିବା ପରେ ମୁଖ୍ୟ ନାୟକ ରାଜକୁମାର ରାଓ ଭାଙ୍ଗି ପଡିଥିଲେ  । ହତାଶା ଆଉ ଅପମାନ ତାଙ୍କୁ ଆଇଏଏସ ହେବା ପାଇଁ ମନୋବଳ ଦେଇଥିଲା ଏବଂ ସେ ଆଇଏଏସ ହୋଇଥିଲେ । ଏହା ଏକ ଫିଲ୍ମର କାହାଣୀ ଥିଲା । ହେଲେ ଏହି କାହାଣୀକୁ ବାସ୍ତବରେ ପରିଣତ କରିଛନ୍ତି ବିହାରର ଆଦିତ୍ୟ ପାଣ୍ଡେ । ବିଫଳ ପ୍ରେମ ତାଙ୍କୁ ଦେଇଥିଲା ସଫଳତା ହାସଲ କରିବା ପାଇଁ ଦୃଢ ମନୋବଳ । ସେ ୨୦୨୨ ୟୁପିଏସସିରେ ଅଲ ଇଣ୍ଡିଆ ରାଙ୍କ ୪୮ ହାସଲ କରିଥିଲେ  ଯାହାର ରେଜଲ୍ଟ ୨୦୨୩ରେ ପ୍ରକାଶ ପାଇଥିଲା । ଏବେ ସେ ଝାରଖଣ୍ଡର ବୁଣ୍ଡୁରେ ନିଯୁକ୍ତି ପାଇଁ ସେବାରତ ଅଛନ୍ତି ।

UPSC Exam
ଭାଗ୍ୟ ନୁହେଁ ସଫଳତାର ଅନ୍ୟ ନାମ ପରିଶ୍ରମ, ଚର୍ଚ୍ଚାରେ ୟୁପିଏସସି ୬୭ ରାଙ୍କର ଅତୁଲ

ଅନେକ କ୍ଷେତ୍ରରେ ଶୁଣିବାକୁ ମିଳେ, କେହି ସଫଳ ହୋଇନପାରିଲେ ପରିବାରର ଆର୍ଥିକ ଦୁରବସ୍ଥାକୁ ଦାୟୀ କରିଥାଆନ୍ତି । ହେଲେ ଏମିତି ବି ଅନେକ ପିଲା ଅଛନ୍ତି, ଯେଉଁମାନେ ବାପା ଓ ମାଆଙ୍କ କଷ୍ଟକୁ ଦେଖି ନିଜ ଭବିଷ୍ୟତ ପାଇଁ କଣ୍ଟକିତ ପଥକୁ ସଫଳତାର ରାସ୍ତାରେ ପରିବର୍ତ୍ତନ କରନ୍ତି ।

UPSC Civil Services
ୟୁପିଏସସିରେ ସଫଳତା ପରେ ଟେକିନେଲେ ବନ୍ଧୁ

ସ୍ୱପ୍ନ ଯଦି ସତ ହୁଏ ତେବେ ଜଣେ କେତେ ଖୁସି ହୁଅନ୍ତି । ନିଜର ଖୁସିକୁ କେମିତି ଜାହିର କରନ୍ତି । ଆଉ ଇଏ ହେଉଛି ସେହି ଦୃଶ୍ୟ । ନିଜର ସଫଳତା ପରେ ନିଜର ସହ କର୍ମୀଙ୍କ ସହ ଖୁସିର ଦୃଶ୍ୟ ।

UPSC
IAS ଟପ୍ପରେ ହେବା ପରେ କେମିତି ଥିଲା ଆଦିତ୍ୟ ଶ୍ରୀବାସ୍ତବଙ୍କ ପ୍ରଥମ ପ୍ରତିକ୍ରିୟା, ଦେଖନ୍ତୁ ଭିଡିଓ

ଘୋଷଣା ହୋଇଛି ୟୁପିଏସସି ଫଳାଫଳ । ଏଥିରେ AIR ୧ ରାଙ୍କ ପାଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । ଆଉ ଏହା ଜାଣିବା ପରେ ତାଙ୍କର ପ୍ରତିକ୍ରିୟା ଦେଖିବା ଭଳି ଥିଲା । ଏପରି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

UPSC civil services
ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ଓଡ଼ିଆ ପିଲା, ସେମାନଙ୍କ ବିଷୟରେ ଜାଣନ୍ତୁ

ସୋମବାର ଦିନ ସର୍ବଭାରତୀୟ ପ୍ରାଶାସନିକ ସେବା ୨୦୨୧ ବର୍ଷ ପାଇଁ ଅନୁଷ୍ଠିତ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି

Girls are in ahead in Civil Service Exam
ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ବାଜି ମାରିଲେ ଝିଅ; ପଛରେ ପଡିଲେ ପୁଅ

ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ୩ଟି ସ୍ଥାନ ଝିଅ ଅକ୍ତିଆର କରିଛନ୍ତି। ଦିଲ୍ଲୀର ଶ୍ରୁତି ଶର୍ମା ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ଓ ତୃତୀୟରେ ବି ଝିଅ ଅଛନ୍ତି।