• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sati Sabitri

Take care this way during fast in Savitri Brata
Sabitri Brata: ସାବିତ୍ରୀ ବ୍ରତ ପାଳୁଛନ୍ତି କି… କିପରି ନିଜର ଯତ୍ନ ନେବେ ଜାଣନ୍ତୁ

ସାବିତ୍ରୀ ବ୍ରତ ଜ୍ୟେଷ୍ଠ ମାସରେ ପଡୁଥିବାରୁ ପ୍ରବଳ ଗରମ ହୁଏ। ବର୍ତ୍ତମାନ ସମୟରେ ମଧ୍ୟ ସାରା ଦେଶ ତାତିରେ ଜଳୁଛି। ଏପରି ପରିସ୍ଥିତିରେ ଉପବାସ ସହିତ ନିଜର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଜରୁରୀ। ତେବେ ଏହି ଗରମ ଉତ୍ତାପରେ ଉପବାସ ସମୟରେ ନିଜକୁ କିପରି ହାଇଡ୍ରେଟ୍ ରଖିବେ ସେ ବିଷୟରେ ଜାଣନ୍ତୁ।

Savitri Brata puja fasting rules for newly married women
Sabitri Brata: ବିବାହ ପରେ ନୂଆ ସାବିତ୍ରୀ ବ୍ରତ କରୁଛନ୍ତି କି… ଜାଣନ୍ତୁ ବ୍ରତ ନିୟମ

ବିଶ୍ୱାସ କରାଯାଏ ଯେ ବିବାହିତ ମହିଳାମାନେ ଯେଉଁମାନେ ସାବିତ୍ରୀଙ୍କ ଉପବାସ ପାଳନ କରନ୍ତି, ସେମାନେ ଅଖଣ୍ଡ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ପାଆନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ବିବାହ ପରେ ପ୍ରଥମ ଥର ପାଇଁ ସାବିତ୍ରୀ ଉପବାସ ପାଳନ କରିବାକୁ ଯାଉଛନ୍ତି, ତେବେ ପୂଜାପାଠ ସହିତ ଜଡିତ ନିୟମଗୁଡ଼ିକର ଜାଣି ନିଅନ୍ତୁ।

Why do sadhabha women worship banyan tree in Savitri Vrata?
Sabitri Brata: ସଧବା ନାରୀମାନେ ସାବିତ୍ରୀ ବ୍ରତରେ କାହିଁକି ପୂଜା କରନ୍ତି ବରଗଛ

ସାବିତ୍ରୀ ଓଷାକୁ ସର୍ବ ଭାରତୀୟ ସ୍ତରରେ ‘ବଟ ସାବିତ୍ରୀ ବ୍ରତ’ ଭାବେ ପାଳନ କରାଯାଏ। ଏହି ଦିନ ସଧବା ମହିଳାମାନେ ବଟ ବୃକ୍ଷ ବା ବରଗଛକୁ ପୂଜା କରି ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।

Story of Sati Sabitri
ସଧବା ନାରୀଙ୍କ ପବିତ୍ର ଓଷା ସାବିତ୍ରୀ ବ୍ରତ

ଓଡିଆ ସଧବା ନାରୀଙ୍କ ପବିତ୍ର ବ୍ରତ ସାବିତ୍ରୀ ଓଷା। ମା ଗାୟତ୍ରୀଙ୍କ ଏକ ଉପାସନ। ଏହି ଦିନ ପତିବ୍ରତା ନାରୀ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳନ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କିମ୍ବଦନ୍ତୀ ବିଷୟରେ।