• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Brahmastra Movie

Alia Bhatt reacts on the post of Mumbai police as brahmastra reference
ଟ୍ରାଫିକ୍ ସଚେତନତା ପାଇଁ ମୁମ୍ବାଇ ପୋଲିସ୍ ନେଲା ‘ବ୍ରହ୍ମାସ୍ତ୍ର’ର ସାହାରା

ବଲିଉଡ୍‌ ଏବଂ ମୁମ୍ବାଇ ପୋଲିସର ରହିଛି ପୁରୁଣା ସମ୍ପର୍କ। ବଲିଉଡ୍‌ରେ ଅନେକ ଫିଲ୍ମ ମଧ୍ୟ ପୋଲିସ ଉପରେ ନିର୍ମିତ ହୋଇଛି। ସେହିଭଳି ମୁମ୍ବାଇ ପୋଲିସ ମଧ୍ୟ ଫିଲ୍ମ ଓ ଏହାର ସଂଳାପକୁ ନେଇ ଲୋକଙ୍କୁ ସଚେତନ କରିଛି। ଏହି କ୍ରେଜ୍ ଏବେ ବ୍ରହ୍ମାସ୍ତ୍ର କ୍ଷେତ୍ରରେ ଦେଖିବାକୁ ମିଳିଛି।

Who will play dev in brahmastra part 2
ବ୍ରହ୍ମାସ୍ତ୍ର ପାର୍ଟ -୨ ରେ କିଏ ହେବ ଦେବ୍ ?

‘ବ୍ରହ୍ମାସ୍ତ୍ର’ ଏବେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରୁଛି। ଏହାର ଦ୍ୱିତୀୟ ଭାଗକୁ ନେଇ ମଧ୍ୟ ଦର୍ଶକେ ଉତ୍ସାହିତ ହୋଇପଡିଲେଣି। ଦ୍ୱିତୀୟ ଭାଗର ମୁଖ୍ୟ ଭୂମିକାରେ ରଣବୀର କପୁର ନା ହ୍ରିତିକ ରୋଶନ ନଜର ଆସିବେ, ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ତେବେ କିଏ ଏହି ଭୂମିକାରେ ଆସିବେ ଜାଣନ୍ତୁ।

Brahmastra worldwide box office collection day-1 broke baahubali record
ପ୍ରଭାସଙ୍କ ‘ବାହୁବଳୀ’କୁ କାଟିଲା ରଣବୀରଙ୍କ 'ବ୍ରହ୍ମାସ୍ତ୍ର'

‘ବୟକଟ୍’ ଟ୍ରେଣ୍ଡରେ ଥାଇ ବି ବାଜି ମାରିଛି 'ବ୍ରହ୍ମାସ୍ତ୍ର'। ଫିଲ୍ମର କ୍ରେଜ୍ ଏମିତି ଛାଇ ଯାଇଛି ଯେ ରୋଜଗାର କ୍ଷେତ୍ରରେ ଏହା ବିଶ୍ୱସ୍ତରରେ ‘ବାହୁବଳୀ’ର ରେକର୍ଡ ଭାଙ୍ଗିଛି। ଏହି ହିସାବରେ ପ୍ରଭାସଙ୍କୁ ପଛରେ ପକେଇ ଦେଇଛନ୍ତି ରଣବୀର କପୁର।

Before Release Film Brahmastra Faces Boycott Trend
ରିଲିଜ୍‌ ପୂର୍ବରୁ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ବୟକଟ୍‌ ଡର: ରଣବୀର, ଆଲିଆଙ୍କୁ ଛାଡ଼ିଲେନି ମନ୍ଦିର

‘ବ୍ରହ୍ମାସ୍ତ୍ର’କୁ ଘାରିଛି ବୟକଟ୍ ଡର।  ବିରୋଧ ଏତେ ତେଜିଲାଣି ଯେ ଉଜୈନ ମହାକାଳଙ୍କ ମନ୍ଦିରକୁ ଫିଲ୍ମ ଲିଡ୍ ଷ୍ଟାର ରଣବୀର କପୁର ଓ ଆଲିଆ ଭଟ୍ଟ ଯାଇ ପାରିଲେନି।

Jr ntr says need to accept challenge and make better films
'ବ୍ରହ୍ମାସ୍ତ୍ର' ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବ୍ରହ୍ମାସ୍ତ୍ର ରୂପେ ଉଭା ହେଉ : ଜୁନିୟର୍ ଏନ୍‌ଟିଆର୍‌

‘ବ୍ରହ୍ମାସ୍ତ୍ର’କୁ ନେଇ ଏମିତି କହିଲେ ଜୁନିୟର୍ ଏନ୍‌ଟିଆର୍‌। ସେ ‌ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି ଯେ ବ୍ରହ୍ମାସ୍ତ୍ର ପ୍ରକୃତରେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବ୍ରହ୍ମାସ୍ତ୍ର ରୂପେ ଉଭା ହେଉ ବୋଲି କହିବା ସହ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ନେଇ ମତ ଦେଇଛନ୍ତି।

KRK target karan johar for ranbir kapoor and alia brahmastra
KRKଙ୍କ ଟାର୍ଗେଟ୍‌ରେ କରଣ ଜୋହର; ଫ୍ଲପ୍ ହେବ କି 'ବ୍ରହ୍ମାସ୍ତ୍ର'

୨୦୨୨ ମସିହାର ଅନେକ ବଲିଉଡ୍ ଫିଲ୍ମ ଫ୍ଲପ୍ ହୋଇଛି ଯାହାର ପୂର୍ବାନୁମାନ KRK କରିଛନ୍ତି। ଆଗକୁ ଆସୁଛି କରଣ ଜୋହରଙ୍କ 'ବ୍ରହ୍ମାସ୍ତ୍ର'। ଏହାକୁ ନେଇ କ’ଣ କହିଛନ୍ତି KRK ଆସନ୍ତୁ ଜାଣିବା।

Brahmastra the story of Siva
ମହାବଳୀ-ସର୍ବଶକ୍ତିଶାଳୀ ଶିବାର କାହାଣୀ 'ବ୍ରହ୍ମାସ୍ତ୍ର'

ରିଜିଜ୍ ହୋଇଛି 'ବ୍ରହ୍ମାସ୍ତ୍ର'ର ଟ୍ରେଲର୍। ଏହି ଦମଦାର ଟ୍ରେଲର ଫିଲ୍ମ ଦେଖିବାକୁ ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରୁଛି। କେବେ ରିଲିଜ୍ ହେବ ଫିଲ୍ମ ଜାଣିବା ପାଇଁ ଦେଖନ୍ତୁ।

ranbir
ଭାଇରାଲ ହେଉଛି ‘ବ୍ରହ୍ମାସ୍ତ୍ର’ ପାଇଁ ରଣବୀରଙ୍କ ଟେଷ୍ଟ ଲୁକ୍‌

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟ ଷ୍ଟାରର ‘ବ୍ରହ୍ମାସ୍ତ୍ର’ର କାହାଣୀ ଏବେ ବି ସସ୍‌ପେନ୍ସରେ ରହିଛି। ଏଥିରେ ଲିଡ୍‌ ରୋଲ୍‌ କରୁଥିବା ରଣବୀର କପୁରଙ୍କର ଲୁକ୍‌ ଟେଷ୍ଟର ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ନିଜେ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏହାକୁ ପୋଷ୍ଟ କରିଛନ୍ତି। ହେଲେ ଦୁଃଖର ବିଷୟ ହେଲା କୁଲ୍‌ ଓ ହ୍ୟାଣ୍ଡସମ୍‌ ଦିଶୁଥିବା ଏହି ଲୁକ୍‌ ରିଜେକ୍ଟ ହଇଯାଇଛି। ଫିଲ୍ମ ପାଇଁ ତାଙ୍କ ନୂଆ ଲୁକ୍‌ […]