ରାହୁଲକୁ ଦେଖିଲେ ଲାଗୁଛି ଯେମିତି ମେଡିକାଲ ବେଡ ଉପରେ ବସି ରହି ସବୁ ପଛ କଥାକୁ ଭୁଲିଯିବାକୁ ଚାହୁଁଛି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନିଜର କୋହ ସମ୍ଭାଳି ପାରିନଥିଲେ ରାହୁଲଙ୍କ ମା'