ଭାରତୀୟ ବାୟୁସେନାର ୨ଟି ବିମାନ କ୍ରାସ୍ ହୋଇଛି। ମଧ୍ୟପ୍ରଦେଶରେ ବାୟୁସେନାର ସୁଖୋଇ-୩୦ ଓ ମିରାଜ୍-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଦୁର୍ଘଟଣା ପରେ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ଏହାସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ବିମାନଟି ବେସ୍କୁ ଫେରୁଥିବା ବେଳେ ଗୋଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।