• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Arthritis

Practice Utkatasana every day there will be no arthritis
Yogasana: ପ୍ରତିଦିନ ଅଭ୍ୟାସ କରନ୍ତୁ ଏହି ଗୋଟିଏ ଆସନ; ହେବ ନାହିଁ ଆର୍ଥ୍ରାଇଟିସ୍

ସାଧାରଣତଃ ପାଦର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଅଭାବରୁ ଆର୍ଥ୍ରାଇଟିସ୍ ଏବଂ ମାଂସପେଶୀ ସହିତ ଜଡିତ ଅନେକ ସମସ୍ୟା ଦେଖାଦିଏ। ତେଣୁ ପାଦକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ହେଲେ ଉତ୍କଟାସନର ନିୟମିତ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହି ଆସନ କିପରି ଅଭ୍ୟାସ କରାଯାଏ ଓ ଏହାର ଲାଭ କ’ଣ?

How to reduce arthritis pain with jwar roti
Health Tips: ଏହି ଅଟାରେ ରୁଟି କରି ଖାଆନ୍ତୁ, ରହିବନି ଆର୍ଥ୍ରାଇଟିସ୍‌ ସମସ୍ୟା

ୟୁରିକ୍ ଏସିଡ୍ ସ୍ତର ବୃଦ୍ଧି ଆର୍ଥ୍ରାଇଟିସ୍ ସୃଷ୍ଟି କରେ, ଯେଉଁଥିରେ ରୋଗୀକୁ ବହୁତ ଯନ୍ତ୍ରଣା ଭୋଗିବାକୁ ପଡେ। କିନ୍ତୁ ଆମ ପାଖରେ ଏମିତି କିଛି ପ୍ରାକୃତିକ ଜିନିଷ ଅଛି ଯାହା ଆର୍ଥ୍ରାଇଟିସ୍‌ର ଯନ୍ତ୍ରଣାକୁ ହ୍ରାସ କରିପାରେ।

Arthritis
ଆଣ୍ଠୁ-ଗଣ୍ଠି ଦରଜରୁ ମୁକ୍ତି ପାଇବା ପାଇଁ ଅଭ୍ୟାସ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡ଼ିବନି ଆର୍ଥ୍ରାଇଟିସ୍

ଆର୍ଥ୍ରାଇଟିସ୍ ଏକ ସାଧାରଣ ଶବ୍ଦ ହୋଇଥିଲେ ହିଁ ୧୫୦ ପ୍ରକାର ଗୁଣ ରଖିଥାଏ । ମୁଖ୍ୟତଃ ଏହା ଆମ ଅସ୍ଥି, ମାଂଶପେଶୀ ଓ ଗଣ୍ଠିସ୍ଥାନକୁ ପ୍ରଭାବିତ କରିଥାଏ ।

ଜାଣନ୍ତୁ କେମିତି ଆଣ୍ଠୁ ଗଣ୍ଠି ବାତରୁ ମୁକ୍ତି ପାଇବେ | Symptoms, Causes & Treatment of Arthritis
ଜାଣନ୍ତୁ କେମିତି ଆଣ୍ଠୁ ଗଣ୍ଠି ବାତରୁ ମୁକ୍ତି ପାଇବେ | Symptoms, Causes & Treatment of Arthritis

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Doctor Doctor 10 OCT 2020 | ଗଣ୍ଠି ବାତ ରୋଗ(Arthritis) ଓ ଏହାର ପ୍ରତିକାର | Dr. Pradeepta Sekhar Patro