• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Super Cyclone

1999 Super Cyclone clocks 24 years
୧୯୯୯ ମହାବାତ୍ୟାକୁ ୨୪ ବର୍ଷ: ଆଜିର ଦିନରେ ପ୍ରଳୟ ରଚିଥିଲା ମହାବାତ୍ୟା, ସବୁକିଛି ଉଜାଡ଼ି ଦେଲା...

ମହାବାତ୍ୟା ସିନା ଚାଲିଗଲା କିନ୍ତୁ ପଛରେ ଛାଡ଼ି ଦେଇ ଯାଇଛି ଅନେକ ଦୁଃଖର ଦାଗ । ଆଜି ବି ସେ ଦିନର କଥାକୁ ମନେ ପକାଇଲେ କୋହରେ ଛାତି ଭରି ଯାଉଛି ।

1891 to 2020 odisha faced more than 100 storms
Super Cyclone: ୧୨୦ ବର୍ଷରେ ଓଡ଼ିଶା ଭୋଗିଲାଣି ୧୦୦ ବାତ୍ୟା; ଏବେ ସାଜିଛି ରୋଲ୍ ମଡେଲ୍

ମହାବାତ୍ୟାର ଲୋମଟାଙ୍କୁରା ଘଟଣାବଳୀକୁ କିଏ ବା ଭୁଲିବ। ଆଜକୁ ୨୪ ବର୍ଷ ତଳେ ଭୟଙ୍କର ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଛାତି ଥରିଉଠେ। ସେଦିନ ଢୁ ଢୁ ବର୍ଷା ସାଙ୍ଗକୁ ପବନର ଧ୍ୱଂସଲୀଳା ଆଉ ତା’ ସହିତ ସମୁଦ୍ରର କରାଳ ରୂପ ଯିଏ ଦେଖିଛି ସିଏ ଜାଣିଛି।

IMD Not Any Forecast Regarding 'Cyclone'
‘ବାତ୍ୟା ଗୁଜବ ଠାରୁ ଦୂରେଇ ରୁହନ୍ତୁ’

ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ। ଏନେଇ ଓଡ଼ିଶା ଆଞ୍ଚଳିକ ପାଣିକେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

Cyclone
ମନେପଡ଼େ ମହାବାତ୍ୟା: ଏମିତି ଥିଲା ସେଦିନର କିଛି ଲୋମଟାଙ୍କୁରା ଘଟଣା

ମହାବାତ୍ୟା ସମୟରେ ମୃତ୍ୟୁ ଲୋକଙ୍କ ପାଖେ ପାଖେ ବୁଲୁଥିଲା। ସମୁଦ୍ର ପାଣି ମାଡି ଆସିବା ପରେ ନଗରୀ ଗାଁର ଲୋକମାନେ କିଏ ଚାଳ ଉପରେ ତ କିଏ ଗଛରେ ଚଢି ଯାଇଥିଲେ। ବିଭାସ ଚନ୍ଦ୍ର ଫନ୍ଦକାର ନାମକ ଜଣେ ଯୁବକଙ୍କ ପରିବାରରୁ ୧୧ ଜଣ ଲୋକ ପ୍ରାଣ ହରାଇଥିଲେ। ଯୁବକ ବିଭାସ, ଚାଳ ଉପରକୁ ଉଠିଯାଇ ଗୋଟିଏ ହାତରେ ମାଆଙ୍କୁ ଓ ଅନ୍ୟ ହାତରେ ନିଜ ଭଉଣୀଙ୍କୁ ଧରିଥିଲେ। କିନ୍ତୁ…