• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର ଚନ୍ଦ୍ର – କନ୍ୟା ଅହୋରାତ୍ର ତିଥ ô- ୧୩ଶୀ ସନ୍ଧ୍ୟା ୦୬/୦୩ ଗତେ ୧୪ ଶୀ ଘାତ ଚନ୍ଦ୍ର- ବୃଷ ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ –୨ ପାଦ ଦିବା ୦୨/୩୩ ଗତେ ୧ ପାଦ- କୃଷିହାନି – ଭୂମିଦାନ

ଶୁଭ ସମୟ:

ପ୍ରାତଃ ୦୬/୩୩ ରୁ ୦୮/୫୦

ଦିବା ୧୨/୫୬ ରୁ ୦୨/୫୬

ଦିବା ୦୩/୪୨ ରୁ ୦୩/୪୮

ରାତ୍ରି ୦୭/୪୪ ରୁ ୦୯/୨୫

ରାତ୍ରି ୦୨/୩୯ ରୁ ୦୫/୪୭

ଅଶୁଭ ସମୟ:

ଋାହୁକାଳ – ଦିବା ୦୩/୪୮ ରୁ ୦୫/୧୪

କାଳବେଳା - ଦିବା ୧୧/୩୦ ରୁ ୧୨/୫୬

ବାରବେଳା – ଦିବା ୧୦/୦୫ ରୁ ୧୧/୩୦

କାଳରାତ୍ରି – ରାତ୍ରି ୦୧/୦୫ ରୁ ୦୨/୩୯