ଗୋଟିଏପଟେ ଆତ୍ମହତ୍ୟା ଉଦ୍ୟମ କରୁଥିଲା ସ୍ତ୍ରୀ, ସେପଟେ ଏହି ଦୃଶ୍ୟକୁ ଭିଡିଓ ରେକର୍ଡିଂ କରିବାରେ ବ୍ୟସ୍ତ ଥିଲା ସ୍ୱାମୀ। ସ୍ତ୍ରୀକୁ ବଞ୍ଚାଇବା ବଦଳରେ ସ୍ୱାମୀ ଭିଡିଓ ରେକର୍ଡିଂ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି।
କାହିଁକି ନିଜେ ତିଆରି କରିଥିବା ମୂର୍ତ୍ତି ଭାଙ୍ଗିଦେଲେ ଶିଳ୍ପୀ । ପୁଣି ନିଜେ ଭାଙ୍ଗି ଅନ୍ୟ ମୁଣ୍ଡରେ ଅଠା ବୋଳିଲେ । ସିସିଟିଭି ଫୁଟେଜରୁ ତାଙ୍କର କଳା କାରନାମା ଜଣାପଡ଼ିଛି ।
ପାର୍କିଂ ଏରିଆରେ ଫିଲ୍ମ ନିର୍ମାତାଙ୍କ କାର୍ ପାର୍କିଂ ହୋଇଥିଲା। ଏହି ସମୟରେ ତାଙ୍କୁ ଖୋଜିବାକୁ ଆସିଥିବା ତାଙ୍କ ପତ୍ନୀ ପାର୍କିଂ ଏରିଆରେ କାର୍ ଭିତରେ ତାଙ୍କୁ ଓ ଅନ୍ୟ ଜଣେ ମହିଳାଙ୍କୁ ଦେଖିବା ପରେ ଏହାକୁ ବିରୋଧ କରିଥିଲେ।
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
୨୫ ବର୍ଷ ପରେ ଜଣେ ଅଣଗାନ୍ଧିଙ୍କ ହାତରେ ରହିଛି କଂଗ୍ରେସର ନେତୃତ୍ୱ। ମଲ୍ଲିକାର୍ଜୁନ ଖଡଗେ ସଭାପତି ନିର୍ବାଚିତ ହେବା ପରେ ଦଳକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି। ଖଡଗେଙ୍କ ଉପରେ ଗୁରୁ ଦାୟିତ୍ୱ। ଆଗାମୀ ନିର୍ବାଚନରେ ନିଜ ଦକ୍ଷତା ଦେଖାଇବେ। ତେବେ...
ୟୁକ୍ରେନ୍ ଦ୍ୱାରା ସମ୍ଭାବ୍ୟ ‘ଡାର୍ଟି ବମ୍’ ହମ୍ଲାର ଜବାବ ପରମାଣୁ ବୋମାରେ ଦେବାକୁ ପ୍ରସ୍ତୁତ ହେଉଛି କି ରୁଷ୍ ? ୟୁକ୍ରେନ୍ର ଆକ୍ରମଣ ପରେ ପ୍ରଥମ ଥର ପାଇଁ ରୁଷୀୟ ଷ୍ଟ୍ରାଟେଜିକ୍ ନ୍ୟୁକ୍ଲିଅର୍ ଫୋର୍ସର ସମରାଭ୍ୟାସ ଅନୁଷ୍ଠିତ ହୋଇଛି।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପ୍ଲାଣ୍ଟର ଛାତ ଫାଟି ଯାଇଥିଲା। ଏହାସହ ଶ୍ରମିକମାନେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ।
ନିରନ୍ତର ଅଭ୍ୟାସ ଏବଂ ଇଚ୍ଛାଶକ୍ତି ହିଁ ଯେକୌଣସି 'ଅକ୍ଷମତା'କୁ ଏକ ଆଶ୍ଚର୍ଯ୍ୟଜନକ 'ଦକ୍ଷତା'ରେ ପରିଣତ କରିଦିଏ। ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ଏହାର ପ୍ରମାଣ ପାଇଯିବେ।
ଭାଇରାଲ ଭିଡିଓରେ ବସ୍ ଭିତରକୁ ଛୋଟିଆ ରାସ୍ତା ଦେଇ ଯିବାକୁ ଉଦ୍ୟମ କରୁଛି ହାତୀ ।
କୂଟନୈତିକ ଆଲୋଚନା ପାଇଁ ଦାବି କଲେ ଶ୍ରୀମନ୍ଦିର ସେବାୟତ ।
ଏକାଥରେ ୨ ଲକ୍ଷ ଭକ୍ତ ଦର୍ଶନ କରିପାରିବାର ବ୍ୟବସ୍ଥା । ୨୦୨୪ ମକର ସଂକ୍ରାନ୍ତି ସୁଦ୍ଧା ବିଗ୍ରହ ପ୍ରତିଷ୍ଠା ।
ସାରା ବିଶ୍ୱରେ ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ହେଲା ଆମେରିକା । ଆଉ ଏହାର ହର୍ତ୍ତାକର୍ତ୍ତା ହେଉଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍ ।
ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍ ଜନିତ ସମସ୍ୟାରୁ କେମିତି ମୁକୁଳିବେ ସେନେଇ ଜଣାଇବୁ ।
ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍ ୧୦କୁ ଫେରିଛନ୍ତି।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ୭ ନଭେମ୍ବର ରହିଛି ଶେଷ ତାରିଖ।
ଏଲିଏନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। ଅନେକ ସମୟରେ ଏଲିଏନ ପୃଥିବୀକୁ ଆସିଥିବା, କେହି କେହ ଏହାକୁ ଦେଖିଥିବା ନେଇ ମଧ୍ୟ ଦାବି କରିଥାନ୍ତି। ନିକଟରେ ଜଣେ ଗୁଗୁଲ ଅର୍ଥ ୟୁଜର ଦାବି କରିଛନ୍ତି ଯେ, ସେ କାରର ପଛସିଟରେ ଏଲିଏନ ଲୁଚି ବସିଥିବା ଦେଖିବାକୁ ପାଇଛନ୍ତି।
ଆଜି ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ଆଜି ୪୮ ବର୍ଷ ହୋଇଛି। ଏହା ଭିତରେ ବଲିଉଡରେ ତାଙ୍କର ତିନି ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। ରବୀନା ଡେବ୍ୟୁ କରିବା ସମୟରେ ଯେମିତି ଗ୍ଲାମର ଓ ଫିଟ୍ ଥିଲେ ଆଜି ବି ସେମିତି ଅଛନ୍ତି। ଆସନ୍ତୁ ତାଙ୍କ ବିଷୟରେ ଆଉ କିଛି ରୋଚକ କଥା ଜାଣିନେବା।
ଭାରତ ସମେତ ଅନ୍ୟ ଦେଶରେ ସର୍ବାଧିକ ବ୍ୟବହୃତ ଏହି ମେସେଜିଂ ଆପ୍ କାମ ନକରିବାରୁ ୟୁଜର୍ସଙ୍କ ଟେନ୍ସନ୍ ବଢ଼ି ଯାଇଥିଲା। ମେସେଜ୍ ଓ ଭିଡିଓ ପଠାଇବା ବନ୍ଦ ହୋଇଯିବାରୁ ଅଚଳ ହୋଇଯାଇଥିଲା କୋଟି କୋଟି ୟୁଜରଙ୍କ ହାତ।
ଆମେ ଆମ ପରମ୍ପରାରେ, ବିଶ୍ୱାସରେ ଦୁଇ ଅଗ୍ର ଦେବଦେବୀ ଲକ୍ଷ୍ମୀ-ଗଣେଶଙ୍କୁ ଏତେ ଗୁରୁତ୍ୱ ଦେଉଛୁ ତେବେ ଭାରତୀୟ କରେନ୍ସିରେ ତାଙ୍କର ଫଟୋ ରଖାଯିବା ଉଚିତ ହେବନି କି ?
ନିଆରା କାହାଣୀ ଯୋଗୁଁ ଲୋକମାନେ 'ଥ୍ୟାଙ୍କ୍ ଗଡ୍'ର ମୁକ୍ତିଲାଭକୁ ଅପେକ୍ଷା କରିଥିଲେ। ଏଭଳି ପରିସ୍ଥିତିରେ ଅଜୟ ଦେବଗନଙ୍କ ଫିଲ୍ମ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି।
ପଶ୍ଚିମବଙ୍ଗର ସାଗର ଦ୍ୱୀପ ଠାରୁ ୯୦ ନଟିକାଲ୍ ମାଇଲ୍ ଦୂର ଗଭୀର ସମୁଦ୍ରରେ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡ଼ି ଯାଇଥିଲା। ବାତ୍ୟା ‘ସିତ୍ରାଙ୍ଗ’ ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ଏଭଳି ପରିସ୍ଥିତିରେ ପହଁରିବା ସମ୍ଭବପର ନଥିଲା।
ମାଙ୍କଡର ମୁହଁ ଏମିତି କାହିଁକି ? କାହିଁକି ଜିରାଫର ବେକ ଏତେ ଲମ୍ବା ? କାହିଁକି ସିଂହ ବେକରେ ଥାଏ କେଶର ? ସ୍ରଷ୍ଟାଙ୍କର ଅଦ୍ଭୁତ ସୃଷ୍ଟିକୁ ନିରେଖି ଦେଖିଲେ ଏମିତି ଅନେକ ପ୍ରଶ୍ନ ଆସେ ମନରେ। କିଏ ଦେବ ଏସବୁର ଉତ୍ତର ?
ଆଗକୁ ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଜାଣନ୍ତୁ ଆଜି କେତେ ରହିଛି ସୁନା ମୂଲ୍ୟ ?
ବିମାନ ଟିକେଟ୍ ବୁକ୍ ବେଳେ ସବୁବେଳେ ଫ୍ଲେକ୍ସିବଲ୍ ଡେଟ୍(ତାରିଖ) ଉପରେ ଧ୍ୟାନ ରଖିବା ଉଚିତ୍। ଫଳରେ ଆପଣ ଅଧିକ ଟଙ୍କା ସଞ୍ଚୟ କରିପାରିବେ।
ବ୍ରିଟେନରେ ରିଷି ସୁନକ୍ ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ବି ଉତ୍ସାହର ଲହରି । କାରଣ ସୁନକଙ୍କର ଭାରତ ସହ ରହିଛି ନିଗୂଢ ସଂପର୍କ। ବ୍ରିଟେନ୍ ନାଗରିକ ହୋଇଥିଲେ ବି ଗୋଟିଏ ପ୍ରକାରେ ସେ ଭାରତର ପୁଅ, ଅନ୍ୟପଟେ ଭାରତର ଜ୍ୱାଇଁ ବି ।