Advertisment

ପର୍ଣ୍ଣ ଭିଡିଓ ଦେଖିବାରେ ଭାରତ ବିଶ୍ୱରେ ତୃତୀୟ, ପାକିସ୍ତାନ ପ୍ରଥମ

ସାରା ଦୁନିଆ ପର୍ଣ୍ଣ ଭିଡିଓ ଦେଖୁଥିବା ବେଳେ ପାକିସ୍ତାନ ଏକ ଶୀର୍ଷ ଦେଶ ଭାବରେ ଉଭା ହୋଇଛି। ଚୀନ୍ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଭାରତ ୩ୟ ସ୍ଥାନରେ ରହିଛି।

author-image
Pramod Behera
ଅଦ୍ୟତନ ହୋଇଛି
India is 3rd Most Porn Watching Country

India 3rd most porn watching country in the world

ସାରା ଦୁନିଆ ପର୍ଣ୍ଣ ଭିଡିଓ ଦେଖୁଥିବା ବେଳେ ପାକିସ୍ତାନ ଏକ ଶୀର୍ଷ ଦେଶ ଭାବରେ ଉଭା ହୋଇଛି ଯେଉଁଠାରେ ଲୋକମାନେ ଅଶ୍ଳୀଳ ଭାଷାରେ ମଧ୍ୟ ଥଟ୍ଟା ମଜ୍ଜା ହୁଅନ୍ତି।

Advertisment

ପର୍ଣ୍ଣ ଦେଖିବା ଦୁନିଆର ଅନେକ ସ୍ଥାନରେ ଅପରାଧ ବୋଲି ବିବେଚନା କରାଯାଉଥିଲେ ବି ଲୋକମାନେ ନିୟମ ଭାଙ୍ଗିବା ଏବଂ ଆନନ୍ଦ ପାଇବା ପାଇଁ ସବୁକିଛି କରନ୍ତି। ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ଅନୁଯାୟୀ ପାକିସ୍ତାନ ହେଉଛି ପର୍ଣ୍ଣ ଭିଡିଓ ଦେଖିବାରେ ସବୁଠାରୁ ଆଗରେ। ତା’ପରେ ଏହାର ସର୍ବକାଳୀନ ବନ୍ଧୁ ଚୀନ୍। ପାକିସ୍ତାନର ଲୋକମାନେ ଏମିତି କି କୁକୁର, ଘୁଷୁରୀ ଏବଂ ଗଧ ସମେତ ପଶୁମାନଙ୍କ ପର୍ଣ୍ଣ ଭିଡିଓକୁ ମଧ୍ୟ ମୁକ୍ତ ଭାବରେ ଖୋଜନ୍ତି।

ପର୍ଣ୍ଣ ଭିଡିଓ ଦେଖୁଥିବା ବିଶ୍ୱର ୧୦ ଆଗୁଆ ଦେଶ:

  • ପାକିସ୍ତାନ
  • ଇଜିପ୍ଟ
  • ଭିଏତ୍‌ନାମ୍
  • ଇରାନ୍
  • ମୋରୋକୋ
  • ଭାରତ
  • ସାଉଦି ଆରବ
  • ତୁର୍କୀ
  • ଫିଲିପାଇନ୍
  • ପୋଲାଣ୍ଡ୍
Advertisment

ଅଧିକ ପଢ଼ନ୍ତୁ: ଭାରତରେ ଏହିସବୁ ପର୍ଣ୍ଣ ସାଇଟ୍‌ ବ୍ୟାନ୍‌ କଲେ ସରକାର

ଯେତେବେଳେ ଏହାକୁ ନେଇ ବିଶ୍ୱବ୍ୟାପୀ ଟ୍ରାଫିକ୍ କଥା ଆସେ, ହାରାହାରି ସମୟ ୯ ମିନିଟ୍ ୩୦ ସେକେଣ୍ଡ୍ ସହିତ ଭାରତ ତୃତୀୟ ସ୍ଥାନରେ ରହିଛି। ତେବେ ଇଂଲଣ୍ଡ ଓ ଆମେରିକା ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତେବେ କ୍ୟୁବାରେ ପର୍ଣ୍ଣ ଭିଡିଓ ଦେଖିବାର ହାରାହାରି ସମୟ ହେଉଛି ୫ ମିନିଟ୍ ୧୧ ସେକେଣ୍ଡ୍।

India 3rd most porn watching country in the world(ପର୍ଣ୍ଣ ଭିଡିଓ ଦେଖିବାରେ ଭାରତ ୩ୟ ସ୍ଥାନରେ ରହିଛି)

ସାଧାରଣ ଛୁଟିଦିନରେ ଟ୍ରାଫିକ ପ୍ରଭାବିତ ହୋଇଥାଏ। ତେବେ ଯଦି କେଉଁ ଦିନ ଏବଂ କେଉଁ ସମୟରେ ଟ୍ରାଫିକ୍ ସର୍ବାଧିକ ଏବଂ ସର୍ବନିମ୍ନ ଥାଏ ଯଦି ଦେଖିବା ତେବେ ରବିବାର ସକାଳେ , ଶନିବାର ଅପରାହ୍ନ, ଶୁକ୍ରବାର ବିଳମ୍ବିତ ରାତି ଏବଂ ସପ୍ତାହ ଦିନ କାମ କରିବା ପୂର୍ବରୁ ସ୍ପାଇକ୍ ଦେଖାଯାଏ।

୨୦୧୫ରେ ଦେଖାଯାଇଥିଲା ଯେ ପର୍ଣ୍ଣହବରେ ସର୍ବାଧିକ ଖୋଜା ଯାଇଥିବା ଶବ୍ଦ ହେଉଛି 'ଲେସବିୟାନ୍'। ଆଶ୍ଚର୍ଯ୍ୟର କଥା, ଏହା ମହିଳା ଦର୍ଶକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ। ଏହା ପରେ 'ସେଲିବ୍ରିଟି ସେକ୍ସ ଟେପ୍' ଏବଂ 'ସାବତ ମା ଏବଂ ପୁଅ' ଉପରେ ଆଧାରିତ ଭିଡିଓଗୁଡିକୁ ଅଧିକ ଖୋଜାଯାଉଥିବା ଜଣାଯାଏ।

ତେବେ ଭାରତରେ ସବୁଠାରୁ ଲୋକପ୍ରିୟ ବିଷୟବସ୍ତୁ ହେଲା ଇଣ୍ଡିଆନ୍ ଭାବି, ଇଣ୍ଡିଆନ୍ ୱାଇଫ୍ ଆଣ୍ଡ ଇଣ୍ଡିଆନ୍ ଆଣ୍ଟି। ସବୁଠାରୁ ଅଧିକ ଟ୍ରେଣ୍ଡିଂରେ ରହିଛି ‘ଇଣ୍ଡିଆନ୍ ଭାବି ଦେଭର୍’।

ରେ ଜେଙ୍କ ସହ ଯୌନ ଟେପ୍ ପରେ କିମ କରଦାସିୟାନ୍ ସବୁଠାରୁ ଲୋକପ୍ରିୟ ପର୍ଣ୍ଣ ଅଭିନେତ୍ରୀ ହୋଇଯାଇଛନ୍ତି। ଏହା ପରେ ମିଆ ଖଲିଫା, ଲିସା ଆନ୍ ଏବଂ ଭାରତର ସନ୍ନି ଲିଓନ୍ ମଧ୍ୟ ଖୁବ ଲୋକପ୍ରିୟ।

Porn Content Porn Video
Advertisment
Advertisment