padampur gujarat himachal pradesh election results
ଆସିଲା ଗୁଜରାଟ ଓ ହିମାଚଳ ପ୍ରଦେଶର ରେଜଲ୍ଟ । ଏହି କ୍ରମରେ ପଦ୍ମପୁର ଉପନିର୍ବାଚନ ମଧ୍ୟ ଫଳ ଆସିଛି । ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ, ୪୨ ହଜାରରୁ ଅଧିକ ଭୋଟରେ ଜିତିଲେ ବର୍ଷା। ୨୩ ରାଉଣ୍ଡ ଶେଷ ସୁଦ୍ଧା ବର୍ଷାଙ୍କୁ ୧, ୧୯, ୫୧୨ ଭୋଟ।
- Apr 27, 2023 13:43 IST
ପଦ୍ମପୁରର ବିକାଶ ପାଇଁ ବର୍ଷେ ଯାଏ କାମ କରିବି: ବର୍ଷା ସିଂ ବରିହା
- Dec 08, 2022 16:35 IST
ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ
ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ#PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVNewspic.twitter.com/9TxCSq1BDC
— ଓଟିଭି (@otvkhabar) December 8, 2022
- Dec 08, 2022 16:01 IST
ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ
ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ, ୪୨ ହଜାରରୁ ଅଧିକ ଭୋଟରେ ଜିତିଲେ ବର୍ଷା, ୨୩ ରାଉଣ୍ଡ ଶେଷ ସୁଦ୍ଧା ବର୍ଷାଙ୍କୁ ୧, ୧୯, ୫୧୨ ଭୋଟ#PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVNewspic.twitter.com/qVOKR0oX39
— ଓଟିଭି (@otvkhabar) December 8, 2022
- Dec 08, 2022 14:49 IST
୧୮ ତମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୭ମ ରାଉଣ୍ଡ ସୁଦ୍ଧା ୩୨,୫୬୭ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ
#ପଦ୍ମପୁର_ଉପନିର୍ବାଚନ: ୧୮ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୮ ରାଉଣ୍ଡ ସୁଦ୍ଧା ୩୨,୫୬୭ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVNewspic.twitter.com/SvNv1WAEk9
— ଓଟିଭି (@otvkhabar) December 8, 2022
- Dec 08, 2022 14:31 IST
୧୭ ତମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୭ମ ରାଉଣ୍ଡ ସୁଦ୍ଧା ୩୦,୦୫୯ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ
#ପଦ୍ମପୁର_ଉପନିର୍ବାଚନ: ୧୭ ତମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୭ମ ରାଉଣ୍ଡ ସୁଦ୍ଧା ୩୦,୦୫୯ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVNewspic.twitter.com/WmqWmjNB6z
— ଓଟିଭି (@otvkhabar) December 8, 2022
- Dec 08, 2022 14:30 IST
୧୬ ତମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୬ମ ରାଉଣ୍ଡ ସୁଦ୍ଧା ୨୯,୫୧୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ
ପଦ୍ମପୁର ଉପନିର୍ବାଚନ: ୧୬ ତମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୬ମ ରାଉଣ୍ଡ ସୁଦ୍ଧା ୨୯,୫୧୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVNewspic.twitter.com/0pBsi4zvXb
— ଓଟିଭି (@otvkhabar) December 8, 2022
- Dec 08, 2022 14:19 IST
୧୬ ତମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୬ମ ରାଉଣ୍ଡ ସୁଦ୍ଧା ୨୯,୫୧୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ
ପଦ୍ମପୁର ଉପନିର୍ବାଚନ: ୧୬ ତମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୬ମ ରାଉଣ୍ଡ ସୁଦ୍ଧା ୨୯,୫୧୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVNewspic.twitter.com/P28jKBABAk
— ଓଟିଭି (@otvkhabar) December 8, 2022
- Dec 08, 2022 14:18 IST
ମତଗଣନା ସୁରୁଖୁରୁରେ ଚାଲିଛି
ମତଗଣନା ସୁରୁଖୁରୁରେ ଚାଲିଛି : ୧୨ ରାଉଣ୍ଡ ସୁଦ୍ଧା ଏତିକି ଭୋଟ୍ ପାଇଛନ୍ତି ପ୍ରାର୍ଥୀ#PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/KaqXkwSMH4
— ଓଟିଭି (@otvkhabar) December 8, 2022
- Dec 08, 2022 14:17 IST
ଏଇ ଜାଗା ଛାଡି ମୁଁ କୁଆଡେ ଯିବିନି : ବର୍ଷା ସିଂ ବରିହା
#ଏଇ_ଜାଗା_ଛାଡି_ମୁଁ_କୁଆଡେ_ଯିବିନି
ବାପା ବହୁତ ମନେ ପଡୁଛନ୍ତି। ଆମେ ବହୁତ ପରିଶ୍ରମ କରିଥିଲୁ...ଏବେ କର୍ମୀ ଖୁସି ହେଉଛନ୍ତି। ଏଇ ଜାଗା ଛାଡି ମୁଁ କୁଆଡେ ଯିବିନି : ବର୍ଷା ସିଂ ବରିହା#PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/9MKpwLzhZq— ଓଟିଭି (@otvkhabar) December 8, 2022
- Dec 08, 2022 14:16 IST
ପୂର୍ବରୁ ୩୨ ହଜାର ପାଇଥିଲୁ, ହେଲେ ଏବେ କମିଗଲା : ଜୟଦେବ ଜେନା
#ବିଶ୍ୱାସ_ନଥିଲା_ଏମିତି_ହେବ
ଆମେ ଅନୁଭବ କରିପାରିଲୁନି ଆମ ସ୍ଥିତି ଏତେ ତଳକୁ ଯିବ : ପୂର୍ବରୁ ୩୨ ହଜାର ପାଇଥିଲୁ, ହେଲେ ଏବେ କମିଗଲା : ଜୟଦେବ ଜେନା#PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/drW2ns2C6Y— ଓଟିଭି (@otvkhabar) December 8, 2022
- Dec 08, 2022 13:35 IST
ପଦ୍ମପୁର ଉପନିର୍ବାଚନ: ୧୪ ତମ ରାଉଣ୍ଡରେ ବି ବିଜେଡି ଆଗୁଆ
ପଦ୍ମପୁର ଉପନିର୍ବାଚନ: ୧୪ ତମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୪ମ ରାଉଣ୍ଡ ସୁଦ୍ଧା ୨୪,୦୫୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVNewspic.twitter.com/G1oIg8mFX3
— ଓଟିଭି (@otvkhabar) December 8, 2022
- Dec 08, 2022 13:28 IST
୧୩ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୩ମ ରାଉଣ୍ଡ ସୁଦ୍ଧା ୨୪,୦୫୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ
ପଦ୍ମପୁର ଉପନିର୍ବାଚନ: ୧୩ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୩ମ ରାଉଣ୍ଡ ସୁଦ୍ଧା ୨୪,୦୫୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVNewspic.twitter.com/SAD6sWvesQ
— ଓଟିଭି (@otvkhabar) December 8, 2022
- Dec 08, 2022 13:10 IST
୧୨ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୧ମ ରାଉଣ୍ଡ ସୁଦ୍ଧା ୨୧,୯୧୯ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ
ପଦ୍ମପୁର ଉପନିର୍ବାଚନ: ୧୨ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୧ମ ରାଉଣ୍ଡ ସୁଦ୍ଧା ୨୧,୯୧୯ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVNewspic.twitter.com/rYnxDFT4pl
— ଓଟିଭି (@otvkhabar) December 8, 2022
- Dec 08, 2022 13:08 IST
୧୧ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୧ମ ରାଉଣ୍ଡ ସୁଦ୍ଧା ୨୧, ୩୫୨ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ
ପଦ୍ମପୁର ଉପନିର୍ବାଚନ: ୧୧ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୧ମ ରାଉଣ୍ଡ ସୁଦ୍ଧା ୨୧, ୩୫୨ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/4kdvytQJA6
— ଓଟିଭି (@otvkhabar) December 8, 2022
- Dec 08, 2022 12:52 IST
ବିଜେଡିର କୋର୍ସ କରେକସନ୍କୁ ବୁଝିପାରିଲାନି କି ବିଜେପି?
#ପଦ୍ମପୁର_ବିଜେପି_ପାଇଁ_ଝଟକା
ବିଜେଡିର କୋର୍ସ କରେକସନ୍କୁ ବୁଝିପାରିଲାନି କି ବିଜେପି? ପଦ୍ମପୁର ବିଜେପି ପାଇଁ ଝଟକା...୨୦୨୪ ଲାଗି କେମିତି ରଣନୀତି ପ୍ରସ୍ତୁତ କରିବେ ନେତା? #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/i6PYbB0NpT— ଓଟିଭି (@otvkhabar) December 8, 2022
- Dec 08, 2022 12:51 IST
ବୋହୂ ବିଜୟୀ ହେବା ଉପରେ..ଶ୍ୱଶୁର କେତେ ଖୁସି?
#ଶ୍ୱଶୁର_କେତେ_ଖୁସି?
ବୋହୂ ବିଜୟୀ ହେବା ଉପରେ...ଶ୍ୱଶୁର କେତେ ଖୁସି? ମିଛ କହିଲେ କିଛି ଲାଭ ନାହିଁ...ବୋହୂ ଜିତିଲେ ମୁଁ ଖୁସି ହେବା ସ୍ୱାଭାବିକ : ରମାରଂଜନ ବଳିଆର ସିଂହ#PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/F2ruSPUk8X— ଓଟିଭି (@otvkhabar) December 8, 2022
- Dec 08, 2022 12:49 IST
ବିଜେପି ପୁଣି ଥରେ ବହୁମତ ସହ ସରକାର ଗଢ଼ିବା ନେଇ ଅନୁମାନ କରାଯାଉଛି
#ଗୁଜରାଟରେ_ବିଜେପି !
ଏବେ ସୁଦ୍ଧା ଗୁଜରାଟରେ ବିଜେପି ୧୫୧ ସିଟ୍ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୨୦ ସିଟ୍ରେ ଆଗୁଆ ରହିଛି । ଆପ୍ ୬ଟି ସିଟ୍ରେ ଆଗୁଆ । ବିଜେପି ପୁଣି ଥରେ ବହୁମତ ସହ ସରକାର ଗଢ଼ିବା ନେଇ ଅନୁମାନ କରାଯାଉଛି ।#Gujarat#BJP#Congress#AAPpic.twitter.com/RT6cxW7ppu— ଓଟିଭି (@otvkhabar) December 8, 2022
- Dec 08, 2022 12:48 IST
ହିମାଚଳ ପ୍ରଦେଶରେ କଂଗ୍ରେସ-ବିଜେପି ଜୋରଦାର ଟକ୍କର । ପଛରେ ପଡ଼ିଲା ବିଜେପି
ହିମାଚଳ ପ୍ରଦେଶରେ କଂଗ୍ରେସ-ବିଜେପି ଜୋରଦାର ଟକ୍କର । ପଛରେ ପଡ଼ିଲା ବିଜେପି । ଏବେ ସୁଦ୍ଧା ବିଜେପି ୨୪ ସିଟ୍ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୪୦ ସିଟ୍ରେ ପହଞ୍ଚିଛିି ।#BJP#Congress#HimachalPradeshpic.twitter.com/V3cUjyJGa8
— ଓଟିଭି (@otvkhabar) December 8, 2022
- Dec 08, 2022 12:45 IST
୧୦ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୦ମ ରାଉଣ୍ଡ ସୁଦ୍ଧା ୧୯, ୪୨୫ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ
ପଦ୍ମପୁର ଉପନିର୍ବାଚନ: ୧୦ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୦ମ ରାଉଣ୍ଡ ସୁଦ୍ଧା ୧୯, ୪୨୫ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/mb5Mq3ZOGs
— ଓଟିଭି (@otvkhabar) December 8, 2022
- Dec 08, 2022 12:44 IST
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆମେ ଜିତିବୁ : ସୁର ରାଉତରାୟ
କଂଗ୍ରେସ କେବେ ବିକ୍ରି ହୋଇନି, ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛୁ । ଭୋଟ୍ ପୂର୍ବରୁ ବିଜେଡି ଦେଲା ୬ ହଜାର... ମୋ ଆଖି ଆଗରେ ସବୁ ନେଇକି ପଳାଇଲେ.. ଲୋକଗୁଡା କିଣାବିକା ହୋଇଗଲେ। ସତ୍ୟଭୂଷଣ କଣ ନିକ୍କମା ? ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆମେ ଜିତିବୁ : ସୁର ରାଉତରାୟ#Congress#Politics#Odisha#OTVpic.twitter.com/N6vJJrQdTa
— ଓଟିଭି (@otvkhabar) December 8, 2022
- Dec 08, 2022 12:12 IST
ପଦ୍ମପୁର ଉପନିର୍ବାଚନ: ୯ମ ରାଉଣ୍ଡରେ ବି ବିଜେଡି ଆଗୁଆ
ପଦ୍ମପୁର ଉପନିର୍ବାଚନ: ୯ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୯ମ ରାଉଣ୍ଡ ସୁଦ୍ଧା ୧୭,୪୪୫ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/AjFJD0dFMQ
— ଓଟିଭି (@otvkhabar) December 8, 2022
- Dec 08, 2022 12:02 IST
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟୀ
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟୀ । #HimachalPradeshElections#BJP#Congresspic.twitter.com/JVEc2kV6tC
— ଓଟିଭି (@otvkhabar) December 8, 2022
- Dec 08, 2022 12:01 IST
୮ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୮ମ ରାଉଣ୍ଡ ସୁଦ୍ଧା ୧୫,୫୪୧ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ
ପଦ୍ମପୁର ଉପନିର୍ବାଚନ: ୮ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୮ମ ରାଉଣ୍ଡ ସୁଦ୍ଧା ୧୫,୫୪୧ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/2GT8r8fvmG
— ଓଟିଭି (@otvkhabar) December 8, 2022
- Dec 08, 2022 12:00 IST
୭ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୭ମ ରାଉଣ୍ଡ ସୁଦ୍ଧା ୧୨,୫୪୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ
ପଦ୍ମପୁର ଉପନିର୍ବାଚନ: ୭ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୭ମ ରାଉଣ୍ଡ ସୁଦ୍ଧା ୧୨,୫୪୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/S7rFSAcboQ
— ଓଟିଭି (@otvkhabar) December 8, 2022
- Dec 08, 2022 11:39 IST
ପଦ୍ମପୁର ଉପନିର୍ବାଚନ: ୬ଷ୍ଠ ରାଉଣ୍ଡରେ ବି ବିଜେଡି ଆଗୁଆ
ପଦ୍ମପୁର ଉପନିର୍ବାଚନ: ୬ଷ୍ଠ ରାଉଣ୍ଡରେ ବି ବିଜେଡି ଆଗୁଆ । ୬ଷ୍ଠ ରାଉଣ୍ଡ ସୁଦ୍ଧା ୧୦,୭୦୪ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/rh59V9zwx5
— ଓଟିଭି (@otvkhabar) December 8, 2022
- Dec 08, 2022 11:23 IST
୫ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୫ମ ରାଉଣ୍ଡ ସୁଦ୍ଧା ୮୩୮୨ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ
ପଦ୍ମପୁର ଉପନିର୍ବାଚନ: ୫ମ ରାଉଣ୍ଡରେ ବି ବିଜେଡି ଆଗୁଆ । ୫ମ ରାଉଣ୍ଡ ସୁଦ୍ଧା ୮୩୮୨ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/oOchBcGogH
— ଓଟିଭି (@otvkhabar) December 8, 2022
- Dec 08, 2022 11:12 IST
ହିମାଚଳ ପ୍ରଦେଶରେ କଂଗ୍ରେସ-ବିଜେପି ଜୋରଦାର ଟକ୍କର । ପଛରେ ପଡ଼ିଲା ବିଜେପି
ହିମାଚଳ ପ୍ରଦେଶରେ କଂଗ୍ରେସ-ବିଜେପି ଜୋରଦାର ଟକ୍କର । ପଛରେ ପଡ଼ିଲା ବିଜେପି । ଏବେ ସୁଦ୍ଧା ବିଜେପି ୩୦ ସିଟ୍ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୫ ସିଟ୍ରେ ଆଗୁଆ ରହିଛି ।#BJP#Congress#HimachalPradeshpic.twitter.com/kKAjtrGapt
— ଓଟିଭି (@otvkhabar) December 8, 2022
- Dec 08, 2022 11:00 IST
ଗୁଜରାଟରେ ପୁଣି ସରକାର ଗଠନ କରିବା ସ୍ଥିତିରେ ବିଜେପି
ଗୁଜରାଟରେ ପୁଣି ସରକାର ଗଠନ କରିବା ସ୍ଥିତିରେ ବିଜେପି । କଂଗ୍ରେସ ୪୧ ସିଟ୍ରେ ଆଗୁଆ ରହିଥିବା ବେଳେ ବିଜେପି ୧୩୨ ସିଟ୍ରେ ଆଗୁଆ । ଆପ୍ ୫ଟି ସିଟ୍ରେ ଆଗୁଆ ରହିଛି ।#GujaratElectionResult#BJP#AAP#Congresspic.twitter.com/z4NX7r4MjA
— ଓଟିଭି (@otvkhabar) December 8, 2022
- Dec 08, 2022 10:56 IST
ଚତୁର୍ଥ ରାଉଣ୍ଡରେ ବି ବିଜେଡି ଆଗୁଆ । ୪ର୍ଥ ରାଉଣ୍ଡ ସୁଦ୍ଧା ୮୧୭୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ
ପଦ୍ମପୁର ଉପନିର୍ବାଚନ: ଚତୁର୍ଥ ରାଉଣ୍ଡରେ ବି ବିଜେଡି ଆଗୁଆ । ୪ର୍ଥ ରାଉଣ୍ଡ ସୁଦ୍ଧା ୮୧୭୮ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/8mHMTAEOFK
— ଓଟିଭି (@otvkhabar) December 8, 2022
- Dec 08, 2022 10:50 IST
ତୃତୀୟ ରାଉଣ୍ଡରେ ବିଜେଡି ଆଗୁଆ । ୩ୟ ରାଉଣ୍ଡ ସୁଦ୍ଧା ୫୭୬୬ ଖଣ୍ଡ ଭୋଟରେ ଆଗୁଆ
#ତୃତୀୟ_ରାଉଣ୍ଡରେ_ବିଜେଡି_ଆଗୁଆ
ପଦ୍ମପୁର ଉପନିର୍ବାଚନ: ତୃତୀୟ ରାଉଣ୍ଡରେ ବିଜେଡି ଆଗୁଆ । ୩ୟ ରାଉଣ୍ଡ ସୁଦ୍ଧା ୫୭୬୬ ଖଣ୍ଡ ଭୋଟରେ ଆଗୁଆ । ବିଜେପି ୧୦୧୫୦ ଭୋଟ ପାଇଥିବା ବେଳେ ବିଜେଡି ୧୫୯୧୬ ପାଇଛି #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/oYvrjRS86h— ଓଟିଭି (@otvkhabar) December 8, 2022
- Dec 08, 2022 10:36 IST
ପଦ୍ମପୁର ଉପନିର୍ବାଚନ: ତୃତୀୟ ରାଉଣ୍ଡରେ ବିଜେଡି ଆଗୁଆ । ୩ୟ ରାଉଣ୍ଡ ସୁଦ୍ଧା ୫୭୬୬ ଖଣ୍ଡ ଭୋଟରେ ଆଗୁଆ
ପଦ୍ମପୁର ଉପନିର୍ବାଚନ: ତୃତୀୟ ରାଉଣ୍ଡରେ ବିଜେଡି ଆଗୁଆ । ୩ୟ ରାଉଣ୍ଡ ସୁଦ୍ଧା ୫୭୬୬ ଖଣ୍ଡ ଭୋଟରେ ଆଗୁଆ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/s5kRCOUd7s
— ଓଟିଭି (@otvkhabar) December 8, 2022
- Dec 08, 2022 10:22 IST
ଗୁଜରାଟ-ହିମାଚଳରେ ବିଜେପି-କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର
ଗୁଜରାଟ-ହିମାଚଳରେ ବିଜେପି-କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର । ହିମାଚଳରେ ବିଜେପି ୩୩ ସିଟ୍ରେ ଆଗୁଆ ରହିଥିବା ବେଳେ ଗୁଜରାଟରେ ୧୨୨ ସିଟ୍ରେ ଆଗୁଆ ରହିଛି ।#GujaratElectionResult#BJP#Congress#HimachalPradeshElectionspic.twitter.com/78zKnhsL0A
— ଓଟିଭି (@otvkhabar) December 8, 2022
- Dec 08, 2022 10:21 IST
ଗୁଜରାଟରେ କଂଗ୍ରେସକୁ ଧୂଳି ଚଟାଇଲା ବିଜେପି, ହିମାଚଳରେ କଡ଼ା ଟକ୍କର...
ଯଦି ଆମେ ପ୍ରାରମ୍ଭିକ ଟ୍ରେଣ୍ଡ୍କୁ ଦେଖିବା, ତା’ହେଲେ ଗୁଜରାଟରେ ବିଜେପି ଏହାର ଶାସନ ବଜାୟ ରଖିବାକୁ ଯାଉଛି। କାରଣ ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ବିଜେପିକୁ ଅନ୍ୟ ଦଳ ଠାରୁ ଅଧିକ ଭୋଟ୍ ମିଳିଥିବା ଦେଖିବାକୁ ମିଳିଛି।
- Dec 08, 2022 10:04 IST
ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଜାରି । ଦ୍ୱିତୀୟ ରାଉଣ୍ଡରେ ବିଜେଡି ଆଗୁଆ
ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଜାରି । ଦ୍ୱିତୀୟ ରାଉଣ୍ଡରେ ବିଜେଡି ଆଗୁଆ #PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/GgMUvr6gPG
— ଓଟିଭି (@otvkhabar) December 8, 2022
- Dec 08, 2022 09:57 IST
ପଦ୍ମପୁର ପ୍ରଥମ ରାଉଣ୍ଡ : ଆଗରେ ବିଜେଡି...କଂଗ୍ରେସ ବହୁ ପଛରେ
#ଟ୍ରେଣ୍ଡ
ପଦ୍ମପୁର ପ୍ରଥମ ରାଉଣ୍ଡ : ଆଗରେ ବିଜେଡି...କଂଗ୍ରେସ ବହୁ ପଛରେ#PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/WF33nmyEvi— ଓଟିଭି (@otvkhabar) December 8, 2022
- Dec 08, 2022 08:46 IST
୧୧ ବୁଥକୁ ନେଇ ଏମିତି କହିଲେ ପ୍ରଦୀପ ପୁରୋହିତ। ଇଭିଏମକୁ ନେଇ ଦେଲେ ବଡ଼ ପ୍ରତିକ୍ରିୟା
#ତ୍ରୁଟି_ଧରିପାରିଲେନି_ଜିଲ୍ଲାପାଳ
୧୧ ବୁଥକୁ ନେଇ ଏମିତି କହିଲେ ପ୍ରଦୀପ ପୁରୋହିତ। ଇଭିଏମକୁ ନେଇ ଦେଲେ ବଡ଼ ପ୍ରତିକ୍ରିୟା#PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/u7krXfWNbb— ଓଟିଭି (@otvkhabar) December 8, 2022
- Dec 08, 2022 08:45 IST
ଉପ-ନିର୍ବାଚନରେ ପ୍ରଚାର ପାଇଁ ଯାଉନଥିଲେ ନବୀନ, ହେଲେ ପଦ୍ମପୁର ଉପ-ନିର୍ବାଚନକୁ କାହିଁକି ଗଲେ ନବୀନ?
#ପୁଣି_ଇଭିଏମ୍_କେଁ
ଉପ-ନିର୍ବାଚନରେ ପ୍ରଚାର ପାଇଁ ଯାଉନଥିଲେ ନବୀନ, ହେଲେ ପଦ୍ମପୁର ଉପ-ନିର୍ବାଚନକୁ କାହିଁକି ଗଲେ ନବୀନ?#PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/qM5KZ5EE94— ଓଟିଭି (@otvkhabar) December 8, 2022
- Dec 08, 2022 08:44 IST
ସନ୍ଦେହରେ ଅଛନ୍ତି କି ବିଜେପି ନେତା? ବାଜିମାତ୍ ପାଇଁ କିନ୍ତୁ ଉତ୍ସୁକତା ଦେଖାଉଛନ୍ତି ନେତା
#ଆମର_ଆଶା_ଆମେ_ଜିତିବୁ
ସନ୍ଦେହରେ ଅଛନ୍ତି କି ବିଜେପି ନେତା? ବାଜିମାତ୍ ପାଇଁ କିନ୍ତୁ ଉତ୍ସୁକତା ଦେଖାଉଛନ୍ତି ନେତା#PadmapurByPoll#Election#PadmapurByElection#PadmapurByPollsWithOTV#Odisha#OTVpic.twitter.com/pq2HJOrcOP— ଓଟିଭି (@otvkhabar) December 8, 2022
- Dec 08, 2022 08:26 IST
ଆରମ୍ଭ ହେଲା ପଦ୍ମପୁର ଭୋଟ୍ ଗଣତି। ସମୟ ଯେତିକି ବଢୁଛି, ନେତାଙ୍କ ହୃଦସ୍ପନ୍ଦନ ସେତିକି ବଢୁଛି
#BIGNEWS ||
ଆରମ୍ଭ ହେଲା ପଦ୍ମପୁର ଭୋଟ୍ ଗଣତି। ସମୟ ଯେତିକି ବଢୁଛି, ନେତାଙ୍କ ହୃଦସ୍ପନ୍ଦନ ସେତିକି ବଢୁଛି#PadampurByPoll#Odisha#OTVpic.twitter.com/nTazgh2lpz— ଓଟିଭି (@otvkhabar) December 8, 2022
- Dec 08, 2022 08:17 IST
୬୮ ଆସନରେ ହିମାଚଳରେ ହୋଇଛି ନିର୍ବାଚନ। ଏଥର କାଣ୍ଟେକି ଟକ୍କର ହେବ
#ଟକ୍କର_ହେବ_ଜୋରଦାର
୬୮ ଆସନରେ ହିମାଚଳରେ ହୋଇଛି ନିର୍ବାଚନ। ଏଥର କାଣ୍ଟେକି ଟକ୍କର ହେବ#HimachalaElection#India#OTVpic.twitter.com/m8fNOTjWdD— ଓଟିଭି (@otvkhabar) December 8, 2022
- Dec 08, 2022 08:00 IST
କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ?
ଆଜି ପଦ୍ମପୁର ଉପନିର୍ବାଚନର ଫଳାଫଳ ଆସିବ। କାହାର ହେବ ପଦ୍ମପୁର ? କିଏ ମାରିବ ବାଜିବ ? କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ? ଆଜି ସବୁକିଛି ସ୍ପଷ୍ଟ ହୋଇଯିବ।
- Dec 08, 2022 07:54 IST
୨୦୧୯ରେ କିଏ ପାଇଥିଲେ କେତେ ଭୋଟ୍?
#ପଶାପାଲିର_ଗୋଟି
୨୦୧୯ରେ କିଏ ପାଇଥିଲେ କେତେ ଭୋଟ୍? ପ୍ରଦୀପ ପୁରୋହିତ ପାଇଥିଲେ କେତେ?#padmapurbypoll#Odisha#OTVpic.twitter.com/HMLPOeSfVG— ଓଟିଭି (@otvkhabar) December 8, 2022
- Dec 08, 2022 07:39 IST
#ପଦ୍ମପୁର_ଉପରେ_ନଜର
#ପଦ୍ମପୁର_ଉପରେ_ନଜର
ବିଜେଡି ନା ବିଜେପି? ପଦ୍ମପୁରରେ କିଏ ଭୋଟରଙ୍କ ମନ କିଣିପାରିବ?#padmapurbypoll#Odisha#OTVpic.twitter.com/wlYLstT7kf— ଓଟିଭି (@otvkhabar) December 8, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)