ତମାଣ୍ଡୋ ଥାନା ଅଞ୍ଚଳ ଭଗବାନପୁର ମା’ ମଙ୍ଗଳା କ୍ଳବ ପକ୍ଷରୁ ପ୍ରଭୁ ଗଣନାଥଙ୍କ ପୂଜା ପାଇଁ ଆୟୋଜନ ହୋଇଥିଲା। ପୂର୍ବରୁ ଡିଜେ ପାଇଁ ବରାଦ୍ ବି ଦିଆ ସରିଥିଲା। ହେଲେ ଠିକ୍ ସମୟକୁ କମିଶନରେଟ୍ ପୁଲିସ୍ ଡିଜେ ବ୍ୟାନ କଲା ।
ଅକ୍ଟୋବର ୧୪ରେ ଭସାଣି ଅନୁଷ୍ଠିତ ହେବ । ଭସାଣି ଶୋଭାଯାତ୍ରାରେ ୬ଟି ବକ୍ସ ବଜାଇପାରିବେ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।
ଯେଉଁଥିରେ ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ ସହ ପୂଜାକୁ ନିଶାମୁକ୍ତ କରାଯିବାକୁ ବି ନିଷ୍ପତ୍ତି ହୋଇଛି।
ଡିଜେ ବଜାଇବାକୁ ନେଇ ଦୁଇଭାଇ ରାଜକୁମାର କୋଲ ଓ ରାକେଶ କୋଲଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବଡ଼ଭାଇ ରାକେଶ ଡିଜେ ବନ୍ଦ କରିବା ସହ ନାଚିବାକୁ ବାରଣ କରିଥିଲେ।
ରାତି ଅଧରେ ବିକଟାଳିଆ ଶବ୍ଦ, ଉତୁପାତିଆ ନାଚ । ଡିଜେ ବ୍ୟାଣ୍ଡର ଶଦ୍ଦର ତୀବ୍ରତା ଏତେ ଅଧିକ ଯେ, କାନ ବନ୍ଦ କରି ଶୁଣିଲେ ବି ପରଦା ଫାଟିଯିବାର ଭୟ । ଆଉ ତାରି ଭିତରେ ବେତାଳିଆ ନୃତ୍ୟରେ ବିଭୋର ଯୁବଗୋଷ୍ଠୀ ।
ଡିଜେ ମ୍ୟୁଜିକ୍ ବାଜିବାରୁ ମରିଗଲେ ୬୦ରୁ ଅଧିକ କୁକୁଡ଼ା। ବିବାହ ପ୍ରୋସେସନ୍ରେ ଜୋର୍ରେ ସାଉଣ୍ଡ ଦେଇ ଡିଜେ ମ୍ୟୁଜିକ୍ ବଜାଇବାରୁ ୬୩ଟି କୁକୁଡ଼ା ମରି ଯାଇଥିବା ଅଭିଯୋଗ ହୋଇଛି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଏଭଳି ଅଭିଯୋଗ ଆସିଛି।
ବିବାହ ପ୍ରୋସେସନ୍ରେ ଜୋର୍ରେ ସାଉଣ୍ଡ ଦେଇ ଡିଜେ ମ୍ୟୁଜିକ୍ ବଜାଇବାରୁ ୬୩ଟି କୁକୁଡ଼ା ମରି ଯାଇଥିବା ଅଭିଯୋଗ ହୋଇଛି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।