/odishatv-khabar/media/post_attachments/uploadimage/library/16_9/16_9_0/Panchang_1676260022.jpg)
Panchang
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଚନ୍ଦ୍ର – ତୁଳା ରାତ୍ରି ୦୮.୩୬ ଗତେ ବିଛା,ତିଥି – ୭ମୀ ଦିବା ୦୯.୪୬ ଗତେ ୭ମୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ମିଥୁନ ,ପୁଷ୍କର ଦୋଷ – ୨ ପାଦ -ପଶୁ ଓ ବଂଶହାନି- ଅନ୍ନ ଓ ତିଳକାଞନ ଦାନ ଦିବା ୦୯.୪୬ ଗତେ ୧ ପାଦ ।
Advertisment
ଶୁଭ ସମୟ:
- ପ୍ରାତଃ ୦୬.୨୦ ରୁ ୦୭.୪୫
- ଦିବା ୧୦.୫୨ ରୁ ୦୧.୦୮
- ଦିବା ୦୪.୧୬ ରୁ ୦୪.୫୫
- ସନ୍ଧ୍ୟା ୦୬.୩୧ ରୁ ୦୯.୦୩
- ରାତ୍ରି ୧୨.୦୦ ରୁ ୦୨.୫୭
ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା
Advertisment
ଅଶୁଭ ସମୟ:
- ଋାହୁକାଳ - ପ୍ରାତଃ ୦୭.୪୫ ରୁ ୦୯.୧୦
- କାଳବେଳା – ପ୍ରାତଃ ୦୭.୪୫ ରୁ ୦୯.୧୦
- ବାରବେଳା – ଦିବା ୦୨.୫୧ ରୁ ୦୪.୧୬
- କାଳରାତ୍ରି – ରାତ୍ରି ୦୧.୨୫ ରୁ ୧୨.୦୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)