ପ୍ରାୟ ୧୫,୬୮୦,୦୦୦ ପାସ୍ୱାର୍ଡକୁ ନେଇ PassGAN ବୋଲି ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରୁ ପ୍ରାୟ ୫୧ ପ୍ରତିଶତ ପାସ୍ୱାର୍ଡକୁ ୧ ମିନିଟ୍ରୁ କମ୍ ସମୟ ମଧ୍ୟରେ ହ୍ୟାକର ମାନେ ପାଇପାରିବେ ।
ସାଧାରଣତଃ ଲୋକମାନେ ଏଭଳି ପାସ୍ଓ୍ୱାର୍ଡ ଦେଇଥାନ୍ତି, ଯାହାକୁ ସେମାନେ ନିଜେ ସହଜରେ ମନେ ରଖିପାରିବେ। ହେଲେ ଏଭଳି ଦୁର୍ବଳ ପାସ୍ୱାର୍ଡ ଯୋଗୁ ହ୍ୟାକର୍ସମାନେ ସହଜରେ ଏହାକୁ ହ୍ୟାକ୍ କରି ଦେଇଥାନ୍ତି।