ଆୟର ଏକ ରେଷ୍ଟୁରାଣ୍ଟରେ ଖାଉଥିବା ସମୟରେ ଜଣେ ଫ୍ୟାନଙ୍କ ସହିତ ସେଲଫି ନେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ସମସ୍ତେ ପ୍ରଶଂସା କରିଛନ୍ତି।
ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ ଖଲିଫାରେ କୋଲକତା ନାଇଟ ରାଇଡର୍ସ ଆଇପିଏଲ୍ ଟ୍ରଫି ଜିତିବା ପରେ ଶୁଭେଚ୍ଛା ବାର୍ତ୍ତା ଦେଖିବାକୁ ମିଳିଛି ।
କେକେଆର୍ ମ୍ୟାଚ୍ ଜିତିବା ପରେ ପ୍ରାୟ ଖେଳାଳି ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଖୁସିବ୍ୟକ୍ତ କରିଥିଲେ। ଏହି ସମୟରେ ରିଙ୍କୁ ସିଂ କିନ୍ତୁ ଟିମ୍ ଇଣ୍ତିଆର ୱିକେଟ୍ କିପର୍ ଋଷଭ ପନ୍ତକୁ କଲ୍ କରି ମ୍ୟାଚ୍ ଜିତିବାର ଖୁସି ଜଣାଇଥିଲେ।
ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କେକେଆର ଫାଇନାଲ୍ ମ୍ୟାଚ୍ରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ... ୱିକେଟ୍ରେ ପରାସ୍ତ କରି ତୃତୀୟ ଥର ପାଇଁ ହାତେଇଛି ଆଇପିଏଲ ଟାଇଟଲ ।
ପ୍ରତିଟି ମ୍ୟାଚ୍ର ଶେଷରେ ଶାହରୁଖ ପଡ଼ିଆର ଚାରିପଟେ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। କାଲି ମଧ୍ୟ ସେ ଅହମ୍ମଦାବାଦର ସମସ୍ତ କ୍ରିକେଟ ପ୍ରେମୀଙ୍କୁ ହାତ ହଲାଇ ଚିୟର୍ସ କରୁଥିଲେ। ଦର୍ଶକଙ୍କ ଭିଡ଼ରେ ସେ ଏତେ ମଜିଯାଇଥିଲେ ଯେ, ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟର ଲାଇଭ୍ ଚାଲିଥିବା ବେଳେ ସେ ଦର୍ଶକଙ୍କୁ ହାତ ହଲାଇ ତାଙ୍କ ଆଲୋଚନା ମଝିରେ ପଶିଯାଇଥିଲେ। ତା’ପରେ..
ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ଏହା ସହ ଏକତରଫା ଭାବେ ଏହି ମ୍ୟାଚ ଜିତି ନେଇଛି KKR । ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଯାଇଛି କେକେଆର୍ ।
ଭଭୟ ଟିମ୍ ମଧ୍ୟରୁ ଆଜି ଯିଏ ବି ଜିତିବ, ସିଏ ସିଧା ଫାଇନାଲ୍ରେ ଏଣ୍ଟ୍ରି କରିବ। ପରାସ୍ତ ହୋଇଥିବା ଟିମ୍ କ୍ୱାଲିଫାୟାର୍-୨ରେ ଖେଳିବ।
ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ ।
ଭେଟେରାନ ରୋହିତ ଶର୍ମା ଅର୍ଜୁନଙ୍କୁ କ୍ୟାପ୍ ପିନ୍ଧାଇ ମୁମ୍ବାଇ ଚୂଡାନ୍ତ ଏକାଦଶକୁ ସ୍ୱାଗତ କରିଥିଲେ । ବହୁ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ସହିତ ଅର୍ଜୁନ ଯୋଡ଼ି ହୋଇରହିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା ।
କୋଲକାତା ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ କେକେଆର୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ ।
ସୋସିଆଲ୍ ମିଡିଆ ସେନ୍ସେସନ୍ ପାଲଟିଯାଇଛନ୍ତି କୋଲକାତା ନାଇଟ ରାଇଡର୍ସର ବାମହାତୀ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ । କାଲିର ମ୍ୟାଚ୍ ପରେ ଡ୍ରେସିଂ ରୁମରୁ ନେଇ ଡ୍ରଇଂରୁମ ପର୍ଯ୍ୟନ୍ତ ସବୁଠି ରିଙ୍କୁଙ୍କ ଚର୍ଚ୍ଚା । ରିଙ୍କୁଙ୍କୁ ଏହି ସଫଳତା ରାତାରାତି ମିଳିନାହିଁ । ବରଂ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଜାଣନ୍ତୁ..
ମାର୍ଚ୍ଚ ୩୧ରେ ଆଇପିଏଲ୍ ୨୦୨୩ ସଂସ୍କରଣ ଆରମ୍ଭ ହେଉଥିବା ବେଳେ କେକେଆର୍ କ୍ୟାପ୍ଟେନ୍ସିପ୍କୁ ଦ୍ୱନ୍ଦ୍ୱ ଦେଖାଯାଉଥିବା ବେଳେ ତାହାକୁ ସ୍ପଷ୍ଟ କରିଛନ୍ତି ଟିମ୍ର ହେଡ୍ କୋଚ୍ ଚନ୍ଦ୍ରକାନ୍ତ ପଣ୍ତିତ ।
ଜବାବରେ ୧୭୬ ରନ୍ର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ମାତ୍ର ୩ ୱିବିକେଟ୍ ହରାଇ ହାସଲ କରିନେଇଥିଲା । ରାହୁଲ ତ୍ରିପାଠୀ ୩୭ ବଲ୍ରୁ ୭୧ ରନ୍ କରିଥିଲେ, ମାର୍କରାମ ଅପରାଜିତ ୬୮ ରନ୍ କରି ଦଳକୁ ବିଜୟୀ କରାଇଥିଲେ ।
କେକେଆର୍ର ପରବର୍ତ୍ତୀ ମ୍ୟାଚ୍ ୬ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରହିଛି । ଏଭଳି ପରିସ୍ଥିତିରେ କମିନ୍ସ ଏହି ମ୍ୟାଚ୍ରେ ଖେଳିବେ ବୋଲି ଆଶା କରାଯାଉଛି । ତେବେ କମିନ୍ସଙ୍କ ପ୍ରତ୍ୟାବର୍ତ୍ତନ ମୁମ୍ବାଇ ଇଣ୍ତିଆନ୍ସ ଟିମ୍ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ।
କେକେଆର ଟିମ୍ ଶେଷ ୪ଟିଯାକ ମ୍ୟାଚ୍ରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲ ପାଇଁ ମନୋବଳ ଦୃଢ କରିଥିଲେ। କିନ୍ତୁ ଏଥର ଭାଗ୍ୟ ସାଥ୍ ଦେଇନଥିଲା। ୯ ବର୍ଷ ପରେ କୋଲକାତା ଠାରୁ ପ୍ରତିଶୋଧ ନେଇଛି ଧୋନୀ ବାହିନୀ ଚେନ୍ନାଇ ଟିମ୍।
IPL-୨୦୨୧ ପ୍ଲେଅଫରୁ ବାଦ ପଡ଼ିଛି ମୁମ୍ବାଇ। ଏହି ଟିମ୍ ବାଦ୍ ପଡ଼ିବା ପରେ କୋଲକାତା ଯୋଗ୍ୟତା ହାସଲ କରିଛି। ହାଇଦ୍ରାବାଦ ବିପକ୍ଷରେ ବଡ଼ ସ୍କୋର ସତ୍ତ୍ୱେ ପ୍ଲେଅଫରୁ ମୁମ୍ବାଇ ଆଉଟ ହୋଇଛି। ପୂର୍ବରୁ ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର ଯୋଗ୍ୟତା ପାଇସାରିଛନ୍ତି।
କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଇଏନ୍ ମୋର୍ଗାନ୍ ନିଜ ଦଳର ବୋଲରମାନଙ୍କୁ 'ସୁପରଷ୍ଟାର୍' ବୋଲି କହିଛନ୍ତି । ମୋର୍ଗାନ କହିଛନ୍ତି ଯେ, ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ର ଶେଷ ଦୁଇଟି ମ୍ୟାଚରେ ବୋଲର ମାନଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ବ୍ୟାଟ୍ସମ୍ୟାନ୍ମାନେ ଚାପମୁକ୍ତ ହୋଇ ଖେଳିପାରିଲେ ।
ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଆର୍ସିବିକୁ ୪ ୱିକେଟ୍ରେ ପରାସ୍ତ କରି ଆଇପିଏଲରେ ତାର ବିଜୟ ଅଭିଯାନ ଆରମ୍ଭ କରିଛି। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୬ରନ୍ କରିବାରେ ସକ୍ଷମ ହୋଇଥିଲା। ଜବାବରେ କେକେଆର୍ ୭ଟି ବଲ୍ ବାକିଥାଇ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। କୋଲକାତା ଟିମ୍ ପକ୍ଷରୁ ସୁନିଲ ନାରିନ୍ ମାତ୍ର ୧୯ବଲ୍ରେ ବିସ୍ଫୋରକ ୫୦ ରନ କରିଥିବା ବେଳେ ଅଧିନାୟକ ଦୀନେଶ କାର୍ତ୍ତିକ ଅପରାଜିତ ୩୫ ରନ କରି […]