• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର । ଚନ୍ଦ୍ର – ବିଛା ଅହୋରାତ୍ର ,ତିଥି – ୪ର୍ଥୀ ଦିବା ୦୮.୩୭ ଗତେ ୫ମୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ମିଥୁନ,ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ:

ପ୍ରାତଃ ୦୫.୩୬ ରୁ ୦୭.୦୯

ଦିବା ୧୦.୩୩ ରୁ ୦୧.୦୨

ଦିବା ୦୪.୨୬ ରୁ ୦୫.୧୦

ସନ୍ଧ୍ୟା ୦୬.୪୬ ରୁ ୦୯.୦୫

ରାତ୍ରି ୧୧.୪୭ ରୁ ୦୨.୩୦

ଅଧିକ ପଢ଼ନ୍ତୁ: ଘର ଆଗରେ ବଗିଚାଟିଏ କରିବାକୁ ଚାହୁଁଛନ୍ତି କି…ପଢ଼ନ୍ତୁ ଏହି ବାସ୍ତୁ ନିୟମ

ଅଶୁଭ ସମୟ:

ଋାହୁକାଳ – ପ୍ରାତଃ ୦୫.୦୯ ରୁ ୦୮.୪୨

କାଳବେଳା – ପ୍ରାତଃ ୦୫.୦୯ ରୁ ୦୮.୪୨

ବାରବେଳା – ଦିବା ୦୨.୫୩ ରୁ ୦୪.୨୬

କାଳରାତ୍ରି – ରାତ୍ରି ୧୦.୨୦ ରୁ ୧୧.୪୭