ଅରୁଣାଚଳ ପ୍ରଦେଶ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ଭାରତ-ଚୀନ ସୀମାରେ ଥିବା ପୂର୍ବ ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗସ ଅଞ୍ଚଳ ବା ପାଟ୍ରୋଲିଂ ପଏଣ୍ଟ-୧୫ରୁ ଉଭୟ ଦେଶ ନିଜ ସୈନ୍ୟ ପ୍ରତ୍ୟାହାର କରି ନେଇଛନ୍ତି। ସେହି ଅଞ୍ଚଳରେ ଥିବା ଅସ୍ଥାୟୀ ଶିବିରକୁ ହଟାଯାଇ ପଛକୁ ଫେରିଛନ୍ତି ଦୁଇ ଦେଶର ସେନା।