/odishatv-khabar/media/post_attachments/uploadimage/library/16_9/16_9_0/Panchang_1736911128.jpg)
Panchang
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର । ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି- ୨ ୟା ରାତ୍ରି ୦୩.୨୩ ଗତେ ୩ୟା, ଘାତଚନ୍ଦ୍ର- ନାସ୍ତି,ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୩.୨୩ ପର୍ଯ୍ୟନ୍ତ ।
Advertisment
ଶୁଭସମୟ:
ପ୍ରାତଃ- ୦୬.୨୭ ରୁ ୦୭.୫୫
ଦିବା- ୧୦.୩୪ ରୁ ୧୧.୩୪
ଦିବା- ୦୧.୪୫ ରୁ ୦୪.୪୦
ସନ୍ଧ୍ୟା- ୦୬.୧୬ ରୁ ୧୦.୩୭
ରାତ୍ରି- ୦୨.୦୬ ରୁ ୦୩.୧୨
ନିଶାନ୍ତ- ୦୪.୫୦ ରୁ ୦୬.୨୭
ଅଶୁଭସମୟ:
ରାହୁକାଳ- ଦିବା ୧୧.୫୬ ରୁ ୦୧.୧୮
କାଳବେଳା- ଦିବା ୦୯.୧୨ ରୁ ୧୦.୩୪
ବାରବେଳା- ଦିବା ୧୧.୫୬ ରୁ ୦୧.୧୮
କାଳରାତ୍ରି- ରାତ୍ରି ୦୩.୧୨ ରୁ ୦୪.୫୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)