ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ଦିବା ୧୧.୧୭ ଗତେ ସିଂହ । ତିଥି- ୩ୟା ରାତ୍ରି ୦୪.୦୬ ଗତେ ୪ର୍ଥୀ,ଘାତଚନ୍ଦ୍ର- ଦିବା ୧୧.୧୭ ଗତେ କର୍କଟ ଓ ମକର ରାଶିର,ପୁଷ୍କର ଦୋଷ- ନାସ୍ତି
Also Read
ଶୁଭସମୟ:
ପ୍ରାତଃ ୦୬.୨୭ ରୁ ୦୭.୫୫
ଦିବା- ୧୦.୫୦ ରୁ ୦୧.୦୨
ରାତ୍ରି- ୦୨.୫୯ ରୁ ୦୩.୫୧
ଅଶୁଭସମୟ:
ରାହୁକାଳ- ଦିବା ୦୧.୧୮ ରୁ ୦୨.୪୦
କାଳବେଳା- ଦିବା ୦୨.୪୦ ରୁ ୦୪.୦୨
ବାରବେଳା- ଦିବା ୦୪.୦୨ ରୁ ୦୫.୨୪
କାଳରାତ୍ରି- ରାତ୍ରି ୧୧.୫୬ ରୁ ୦୧.୩୪